JIO ଦେଲା ନୂଆ ବର୍ଷ ଭେଟି । 1 ଟଙ୍କାରେ 1ମାସ ପାଇବେ ଇଣ୍ଟରନେଟ ଭାଲିଡିଟି , ଜାଣନ୍ତୁ ନୂଆ ପ୍ଲାନ୍ ।

ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଭଲ ଭାବେ ଜାଣିଛନ୍ତି ଯେ ଗତ କିଛି ଦିନ ପୂର୍ବରୁ ରିଲିଆନ୍ସ ଜିଓ କମ୍ପାନୀ ତାର ସମସ୍ତ ସମସ୍ତ ପ୍ରିପେଡ ପ୍ଲାନର ମୂଲ୍ୟ ବୃଦ୍ଧି କରିଛି । ତେବେ ରିଲିଆନ୍ସ ଜିଓ କମ୍ପାନୀ ତାର ସମସ୍ତ ପ୍ରିପେଡ ପ୍ଲାନ ରେ ୨୫ ପ୍ରତିଶତ ବୃଦ୍ଧି କରିଛି । ତେବେ ଗ୍ରାହକ ମାନଂକ ପାଇଁ ବର୍ତ୍ତମାନ ସମୟ ରେ ଜିଓ ଏକ ଧମାକା ପ୍ଲାନ୍ ନେଇ ଆସିଛି । ତେବେ ଜିଓ ତାର ଉପଭୋକ୍ତା ମାନଙ୍କ ପାଇଁ ନେଇ ଆସିଥିବା ନୂଆ ପ୍ଲାନ୍ ଟି ବିଷୟରେ ଆସନ୍ତୁ ଜାଣି ନେବା ।

 

ତେବେ ଜିଓ କମ୍ପାନୀ ତାର ସମସ୍ତ ସମସ୍ତ ପ୍ରିପେଡ ପ୍ଲାନର ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ପୁଣି ଆଉ ଏକ  ନୂଆ ପ୍ଲାନ ଆଣିଛି । ତେବେ ଗତ କିଛି ଦିନ ପୂର୍ବରୁ ଜିଓ କମ୍ପାନୀ ୧୧୯ ଟଙ୍କାର ଏକ ପ୍ଲାନ ଲଞ୍ଚ କରିଥିଲା ,ଆଉ ଏବେ ଗ୍ରାହକ ମାନଙ୍କ ପାଇଁ ୧ ଟଙ୍କାର ଏକ ନୂଆ ପ୍ଲାନ ଲଞ୍ଚ କରିଛି । ତେବେ ଏହି ପ୍ଲାନ୍ ଟି ଆପଣ ପ୍ଲାନ ଜିଓ ମୋବାଇଲ ଆପରେ ଦେଖିପାରିବେ ।

 

ତେବେ କହି ରଖୁଛୁ ଯେ ,ଏ ପର୍ଯ୍ୟନ୍ତ ଏହି ପ୍ଲାନ୍ ଟି କୁ ଜିଓ ଓ୍ୱେବସାଇଟରେ ଲିଷ୍ଟିଂ କରାଯାଇ ନାହିଁ । ତେବେ ଏହି ପ୍ଲାନ୍ ଟି ଆପଣ ଭାଲ୍ୟୁ ସେକ୍ସନ ଭିତର କୁ ଯାଇ ଦେଖିପାରିବେ । ତେବେ ଆପଣ ଯେତେବେଳେ ଭାଲ୍ୟୁ ସେକ୍ସନ ଭିତର କୁ ଯିବେ ସେଠାରେ ଅଦର ମଧ୍ୟରେ ଏହି ପ୍ଲାନ୍ ଟି ଆପଣଙ୍କୁ ଦେଖିବା ପାଇଁ ମିଳିବ । ତେବେ ଏହି ନୂଆ ପ୍ଲାନ୍ ରେ ଗ୍ରାହକ ମାନଙ୍କୁ 1 ଟଙ୍କା ରେ 100 mb ର ଡାଟା ମିଳୁଛି ଏବଂ ଏହାର ଭାଲିଡିଟି ମଧ୍ୟ ହେଉଛି  ଏକ ମାସ ।

 

 ତେବେ ଯଦି ଆପଣ ଏହି ପ୍ଲାନ୍ ଟି 10 ଥର ରୀଚାର୍ଜ କରୁଛନ୍ତି ତାହେଲେ ଆପଣ 1 GB ଡାଟା ପାଇ ପାରିବେ । ଅର୍ଥାତ୍ ଯଦି ଆପଣ ନିଜ ମୋବାଇଲ୍ ରେ 10 ଟଙ୍କା ର ରିଚାର୍ଜ୍ କରିବେ ତାହେଲେ 1 GB ଡାଟା ଏକ ମାସ ପାଇଁ ପାଇ ପାରିବେ । ବର୍ତ୍ତମାନ ପ୍ରିପେଡ ପ୍ଲାନରେ ବୃଦ୍ଧି ହେବା ପରେ 15 ଟଙ୍କାରେ 1 GB ଡାଟା ମିଳୁଛି କିନ୍ତୁ ବର୍ତ୍ତମାନ ଜିଓ ତାର ଗ୍ରାହକ ମାନଙ୍କ ପାଇଁ ନେଇ ଆସିଥିବା ଏହି ନୂଆ ପ୍ଲାନ୍ ଟି ସବୁଠାରୁ ଶସ୍ତା ପ୍ରିପେଡ ପ୍ଲାନ ଅଟେ । ତେବେ ଜିଓ ବ୍ୟତୀତ ଅନ୍ୟ କୌଣସି ଟେଲିକମ୍ କମ୍ପାନୀ ଏତେ ଶସ୍ତାରେ ଉପଭୋକ୍ତାଙ୍କ ପାଇଁ ପ୍ରିପେଡ ପ୍ଲାନ ଉପଲବ୍ଧ କରିନାହାନ୍ତି ।

 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *