ତପଶ୍ୱନୀ ଛାଡି ଚାଲିଗଲେ । ଆସିଲା ଏବେ ଏବେ ଖବର । ସେପଟେ ସୁମିତି ନସହିପାରି ନେଲେ ପଦକ୍ଷେପ…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁମିତ ଏବଂ ତପସ୍ୱିନୀ ଙ୍କ ମାମଲା ରେ ସାମ୍ନା ଆସିଲା ଏକ ବଡ ଖବର । ବର୍ତ୍ତମାନ ସମୟ ରେ ସରି ଯାଇଛି ତପସ୍ୱିନୀ ଙ୍କ ସଂଘର୍ଷ ର ଅଧ୍ୟାୟ । ତେବେ ଆଜି ପର୍ଯ୍ୟନ୍ତ ଯେଉଁ ମାନେ ତପସ୍ୱିନୀ ଙ୍କ ସାଥ ଦେଇ ଆସୁଥିଲେ ସେମାନଙ୍କୁ ଆଜି ହାତ ଯୋଡ଼ି କୃତଜ୍ଞତା ଜ୍ଞାପନ କରିଛନ୍ତି ତପସ୍ୱିନୀ । ଆଉ ଛାଡି ଚାଲିଗଲେ ତପସ୍ୱନି ।

 

ତେବେ ଆଜି ସେହି ଗେଷ୍ଟ ହାଉସ କୁ ବିଦାୟ ଦେବା ପରେ ତପସ୍ୱିନୀ ଫେରିବେ ବ୍ରହ୍ମପୁର । ତେବେ ବର୍ତ୍ତମାନ ସମୟ ରେ ଏହା ପ୍ରଶ୍ନ ଉଠୁଛି ଯେ ତପସ୍ୱିନୀ ଙ୍କ ର ବର୍ତ୍ତମାନ ନୂଆ ଠିକଣା ଟି କଣ ହେବ । ତେବେ ସ୍ବାମୀ ଏ ପର୍ଯ୍ୟନ୍ତ ଘର ଟି ଏ ଖୋଜି ପାରି ନାହାଁନ୍ତି ଆଉ ବର୍ତ୍ତମାନ ସମୟ ରେ ସୁମିତ କେଉଁଠାରେ ଅଛନ୍ତି ତାହା କେହି ବି ଜାଣି ନାହାଁନ୍ତି ।

 

ତେବେ ଯାହା ଆସୁଛି ତାହା କେବଳ ସୁମିତ ଙ୍କ ର କିଛି ଅଡିଓ କଲ୍ ।ତେବେ ବର୍ତ୍ତମାନ ଆଉ ବାପ ଘର କୁ ଯିବାକୁ ଚାହୁଁ ନାହାଁନ୍ତି ତପସ୍ୱିନୀ । ତେବେ ବେକ ରେ ମଙ୍ଗଳ ସୁତ୍ର ଏବଂ ମଥା ରେ ରେ ସିନ୍ଦୂର ଲଗାଇ ନିଜର ସ୍ବାମୀ ହିଁ ତାଙ୍କର ଘର ସଂସାର ବୋଲି ମନ ରେ ନିଷ୍ପତ୍ତି ନେଇଛନ୍ତି । ତେବେ ତପସ୍ୱିନୀ ମଧ୍ୟ ଏହା ସ୍ପଷ୍ଟ କରି ଦେଇଛନ୍ତି ଯେ ନା କେବେ ସେ ଆତ୍ମ ହ- ତ୍ୟା କରିବେ ନା ସେ କେବେ ହାରିଯିବେ ।

 

ତେବେ ନିଜର ସଂଘର୍ଷ ଏବଂ ନିଜ ଜିଦ୍ ପାଇଁ ନିଜର ଲଢେଇ କୁ ଜାରି ରଖିବେ ତପସ୍ୱିନୀ । ତାଙ୍କ ମଥା ର ସିନ୍ଦୂର ଏବଂ ବେକ ରେ ପଡ଼ିଥିବା ମଙ୍ଗଳ ସୁତ୍ର ପାଇଁ ତାଙ୍କର ଲଢେଇ ଜାରି ରହିବ । ତେବେ ଏହା ଭିତରେ ଅନେକ କିଛି ଆଗକୁ ବଢ଼ି ସାରିଛି । ତେବେ ତପସ୍ୱିନୀ ଙ୍କ ଜୀବନ ର ନୂଆ ପର୍ଯ୍ୟାୟ କଣ ହେବ । କଣ ବ୍ରହ୍ମାନନ୍ଦ ନଗର ର ଲେନ୍ 2 କୁ ପୁଣି ଫେରିବେ ତପସ୍ୱିନୀ ନା କୋର୍ଟ ଆଜି ତାଙ୍କର ଭାଗ୍ୟ ରେ କିଛି ଏକ ନୂଆ ଘଟଣା ର ସୂତ୍ରପାତ କରିବେ ।

 

ତପସ୍ୱିନୀ ଙ୍କ ଦୃଢ଼ ନିଶ୍ଚୟ ଏବଂ ତାଙ୍କ ଆତ୍ମ ବିଶ୍ୱାସ ଆଜି ଯଦି ତାଙ୍କୁ ଏତେ ବାଟ ଆଣି ପାରିଛି ତାହେଲେ ତାହା ହିଁ ସେଥିପାଇଁ ଶ୍ରେୟ ଅଟେ । ତେବେ ଖାଲି ଅପେକ୍ଷା ଆଜି SDGM କୋର୍ଟ କଣ ନିଷ୍ପତି ସୁଣାଇବେ ତପସ୍ୱିନୀ ଙ୍କ ଭାଗ୍ୟ ରେ । ତପସ୍ୱିନୀ ଙ୍କ କହିବା ହିସାବ ରେ କୋର୍ଟ ର ଜର୍ଜ ହିଁ ତାଙ୍କର ଭଗବାନ୍ । ତେବେ ଆମର ନ୍ୟାୟାଳୟ ଏବଂ ଆଇନ ତପସ୍ୱିନୀ ଙ୍କ ଭାଗ୍ୟ ରେ କଣ ଲେଖିବେ ତାହା ଆସନ୍ତା ସମୟ ରେ ଜଣା ପଡ଼ିଯିବ। 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *