ପୁଣି ମୁଁହ ଖୋଲିଲେ ସୁର ଭାଇ । ସୁମିତି ତପଶ୍ୱନୀ ମାମଲା ରେ । ଦେଖନ୍ତୁ ଏହି Video…

 

ଜଟଣୀ ର ବିଧାୟକ ସୁର ରାଉତରାୟ ହେଉଛନ୍ତି ଜଣେ ନିର୍ଭିକ ତଥା ସାହାସୀ ନେତା ଯେ କୁ ନିଜର ରୋକଠୋକ ବୟାନ ପାଇଁ ଅନେକ ସମୟରେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ଏହା ସହ ମଧ୍ୟ ସେ ଜଣେ ସଚ୍ଚୋଟ ନେତା ଭଳି ପରିଚିତ ଅଟନ୍ତି । ତେବେ ମୁଖ୍ୟ କଥା ଟି ଏହା ଯେ ସେ ସର୍ବଦା ବାସ୍ତବ କଥା ଟି କୁ ସମସ୍ତଙ୍କ ସାମ୍ନା ରେ କହିଥାନ୍ତି ।

 

ସେ ମଧ୍ୟ ସବୁ ସମୟ ରେ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଏହି ନେତା ଙ୍କ ର ବହୁତ୍ ଲୋକପ୍ରିୟତା ମଧ୍ୟ ରହିଛି।ସେ ଜଣେ ଭଲ ଟାଣୁଆ ନେତା ଭାବରେ ଓଡ଼ିଶା ରେ ପରିଚିତ ଅଟନ୍ତି। ତେବେ ସେ ଜଣେ ଦୃଢ଼ ରାଜନେତା ହେବା ସହ ମିଡ଼ିଆ ସାମ୍ନା ରେ ଦେଉଥିବା ବୟାନ ପାଇଁ ସେ ବେଶ୍ ପରିଚିତ ।

 

ତେବେ ବର୍ତ୍ତମାନ ସମୟ ରେ ସୁମିତ ଏବଂ ତପସ୍ୱିନୀ ଙ୍କ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ସୁର ରାଉତରାୟ। ଆଗରୁ ମଧ୍ୟ ଅନେକ ଥର ସେ ସୁମିତ ଏବଂ ତପସ୍ୱିନୀ ଙ୍କ ପ୍ରସଙ୍ଗକୁ ନେଇ ଅନେକ କଥା କହିଛନ୍ତି । ତେବେ ବର୍ତ୍ତମାନ ସେ ଏପରି ଏକ କଥା କହିଛନ୍ତି ଯାହା କି ବର୍ତ୍ତମାନ ସମୟ ରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।ସେ କହିଛନ୍ତି ଯେ , ସେ ଦୁହେଁ କଣ ଏବେ ଯୋଡ଼ାଯୋଡ଼ି ହେବା ବଦଳରେ ଛଡାଛଡି ହେଉଛନ୍ତି ଆଉ। ସେ ଜର୍ଜ ଯେଉଁ ନିଷ୍ପତ୍ତି ନେଇଥିଲେ ସେଥିରେ ମୁଁ ଖୁସି ଥିଲି । 

 

କିନ୍ତୁ ସେ ଦୁହେଁ ତ ବର୍ତ୍ତମାନ ଯୋଡାଯୋଡ଼ି ନ ହୋଇ ଛଡାଛଡି ହେଉଛନ୍ତି । ଏଇଟା ଜମା ଭଲ କଥା ନୁହେଁ । ଆଉ ଶେଷ ରେ କହିଛନ୍ତି ଯେ ଓଡ଼ିଶା ରେ ଯେତିକି ପୋ-ଲି-ସ କର୍ମଚାରୀ ରହିବା କଥା ସେତିକି ନାହାଁନ୍ତି । ଆଉ ମଧ୍ୟ ସେମାନଙ୍କୁ ଯେତିକି ସୁବିଧା ଦିଆଯିବା କଥା ଦିଆ ଯାଉନାହିଁ । ଆଉ ଓଡ଼ିଶା ରେ କଣ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *