ସୂର୍ଯ୍ୟବଂଶୀ ଫିଲ୍ମ ର ଅଭିନେତ୍ରୀ ନିହାରିକା ରାଇଯାଦା  ଙ୍କ ର ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ପରି ମାଡି ଚାଲିଛି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୂର୍ଯ୍ୟବଂଶୀ ଫିଲ୍ମ ର ଅଭିନେତ୍ରୀ ନିହାରିକା ରାଇଯାଦା  ଙ୍କ ର ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ପରି ମାଡି ଚାଲିଛି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ହିନ୍ଦୀ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ହିନ୍ଦୀ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ହିନ୍ଦୀ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଶହେ ରୁ ଶତକଡା ଲୋକ ହିନ୍ଦୀ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି। 

 

ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ।ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଦେଇଥାଏ । ଆଉ କିଛି ସମୟରେ ମଧ୍ୟ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଫଟୋ ଅବା ଭିଡିଓ ଆସିଥାଏ ଯାହା ପାଇଁ ଦର୍ଶକ ମାନେ କିଛି ସମୟ ଯାଏଁ ଭାବିବାକୁ ରହି ଯାଇଥାନ୍ତି ।

 

ଆପଣ ମାନେ ବୋଲିଉଡ ଜଗତର କ୍ୱିନ ଙ୍କ ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ । ଯାହା ଙ୍କ ଜବରଦସ୍ତ ଲୁକ୍ ଓ ଷ୍ଟାଇଲ ଲୋକ ଙ୍କୁ ମତୁଆଲା କରି ଦେଇଥାଏ । ସେ ଗ୍ଳାମର ଦୁନିଆର ଜଣେ ଆଗଧାଡିର ଅଭିନେତ୍ରୀ ହେଉଛନ୍ତି ସୂର୍ଯ୍ୟବଂଶୀ ଫିଲ୍ମ ର ହିରୋଇନ୍ ନିହାରିକା ରାଇଯାଦା । ସେ ଗୋଟିଏ ଖୁବ୍ ସୁନ୍ଦର କାର୍ଯ୍ୟ କରି ଏବେ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ସାଉଁଟି ପାରିଛନ୍ତି । କୋଭିଡ ପରେ ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ଫିଲ୍ମ ସାବସ୍ତ୍ୟ ହୋଇଛି । ଗୋଟିଏ ଭିଡିଓ ରେ ଦେଖିବା ପାଇଁ ମିଳିଛି କି ସେ ଗଛ ଲଗାଇ ମାଟିକୁ କୋଦାଳ ରେ ତାଡି ଗଛ ଲଗାଇଛନ୍ତି ଓ ଗଛ ମୂଳରେ ପାଣି ଦେଉଥିବା ଦେଖିବାକୁ ମିଳିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *