ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଓଡ଼ିଆ ସିନେମା ଜଗତର ଏକ ଲୋକପ୍ରିୟ ଅଭିନେତ୍ରୀ ଙ୍କୁ ନେଇ କେଉଁ ବଡ ଖବର ଟି ସାମ୍ନା କୁ ଆସିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ
ଗତ କିଛି ଦିନ ହେବ ଓଡ଼ିଆ ଚଳଚ୍ଚିତ୍ର ଜଗତ ତାର କିଛି ତାରକା ମାନଙ୍କୁ ହରାଇଛି , ଏବେ ଏପରି ଲାଗୁଛି ଯେ ଯେମିତି ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଏକ ପୂର୍ନଛେଦ୍ ପଡ଼ି ଯାଇଛି । ସେହି ତାରକା ମାନଙ୍କ ମଧ୍ୟରେ ଓଲିଉଡ ର କିଛି ଅଭିନେତା ଥିଲେ ଏବଂ କିଛି ଅଭିନେତ୍ରୀ ମଧ୍ୟ ଥିଲେ । ଏହିପରି ଦୁଃଖଦ ସମୟ ରେ ସମଗ୍ର ଓଡ଼ିଶା ବାସି ସେମାନଙ୍କ ପାଇଁ ଦୁଃଖ ପ୍ରକାଶ କରୁଛନ୍ତି । ବର୍ତ୍ତମାନ ସମୟ ରେ ପୁଣି ଏକ ବଡ ଖବର ସାମ୍ନା କୁ ଆସିଛି କି , ଓଡ଼ିଆ ସିନେମା ଜଗତ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଙ୍କ ଦେହ ହଠାତ୍ ଖରାପ୍ ହୋଇଯାଇଛି ।
ସେହି ଅଭିନେତ୍ରୀ ଜଣଙ୍କ ଓଡ଼ିଆ ସିନେମା ଜଗତରେ ଅନେକ ପାରଙ୍ଗମତା ହାସଲ କରିଛନ୍ତି । ସେ ଅନେକ ଗୁଡ଼ିଏ ଓଡ଼ିଆ ସିନେମା ରେ ଧାରାବାହିକ ରେ ଅଭିନୟ କରି ଦର୍ଶକ ମାନଙ୍କ ମନ କୁ କିଣି ନେଉଥିଲେ । ଦେଖିବାକୁ ଗଲେ ସେହି ଅଭିନେତ୍ରୀ ଜଣଙ୍କ ଜଣେ ଭଲ ଅଭିନେତ୍ରୀ ହେବା ସହିତ ଜଣେ ଭଲ ଝିଅ ଓ ଜଣେ ଭଲ ମା ର ଭୂମିକା ବେଶ୍ ଭଲ ଭାବରେ ଅଭିନୟ କରୁଥିଲେ । ସେ ନିଜର ସୁନ୍ଦର ଅଭିନୟ ମାଧ୍ୟମ ରେ ଓଡ଼ିଆ ସିନେମା ଜଗତ କୁ ଅନେକ ଗୁଡ଼ିଏ ଚଳଚ୍ଚିତ୍ର ର ଭେଟି ଦେଇଛନ୍ତି ।
ତେବେ ଆମେ ଏବେ ଆପଣ ମାନଙ୍କୁ ଜଣାଇ ଦେଉଛୁ ଯେ ସେହି ଲୋକ ପ୍ରିୟ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ଉସାଶ୍ରୀ ମିଶ୍ର । ଗତ କାଲି ରାତି ରେ ସେ ସୋସିଆଲ ମିଡିଆରେ ଲାଇଭ୍ ରେ ଆସି ଏହା ଜଣାଇ ଥିଲେ ଯେ ସେ ଏବେ କରୋନା ରେ ଆ-କ୍ରା-ନ୍ତ ହୋଇଛନ୍ତି ବୋଲି ଏବଂ ଏହା ସହିତ ଏ କଥା ମଧ୍ୟ କହିଛନ୍ତି ଯେ ତାଙ୍କ ସଂ-ସ୍ପ-ର୍ଶ ରେ ଯେଉଁ ଲୋକ ମାନେ ଆସିଛନ୍ତି ସେମାନେ ଟିକେ ସୁରକ୍ଷିତ ରେ ରୁହନ୍ତୁ ଆଉ ଯଦି ଶରୀର ରେ କୌଣସି ପ୍ରତିକ୍ରିୟା ଦେଖା ଦେଉଛି ତାହେଲେ ସଙ୍ଗେ ସଙ୍ଗେ ଚେ-କ୍ କରିବାକୁ ମଧ୍ୟ କହିଛନ୍ତି । ଏହା ସହିତ ଶେଷ ରେ ଏହା କହିଲେ କି ସମସ୍ତ ଲୋକ ମାନେ କରୋନା ର ଗାଇଡ୍ ଲାଇନ କୁ ପାଳନ କରନ୍ତୁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।