ପୁଣି ଓଡ଼ିଆ ଫିଲ୍ମ ଓ ସିରିଏଲ୍ ଜଗତ ପାଇଁ ଆସିଛି ଏକ ଦୁଃଖଦ ଘଟଣା । ଚିକିତ୍ସାଧିନ ଅବସ୍ଥା ରେଚାଲିଗଲେ ଏହି ବଡ଼ କଳାକାର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଓଡ଼ିଆ ଫିଲ୍ମ ଓ ସିରିଏଲ୍ ଜଗତ ପାଇଁ ଆସିଛି ଏକ ଦୁଃଖଦ ଘଟଣା । ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ଦେ-ହ-ତ୍ୟା-ଗ ହୋଇଛି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ ଏବେ କୋରାନ ର ଆସିଥିବା ନୂଆ ଭ୍ୟାରିଏଣ୍ଟ ଓମିକ୍ରୋମ କୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲା କୁ ପୁଣି ଥରେ ଲକ୍ ଡାଉନ୍ ଓ ଏବେ ଏବେ କୋରାନ ର ଆସିଥିବା ନୂଆ ଭ୍ୟାରିଏଣ୍ଟ  କୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲା କୁ ପୁଣି ଥରେ ଲକ୍ ଡାଉନ୍ ଓ ସର୍ଟ ଡାଉନ୍ ହେବା ର ଖବର ଦେଇଛନ୍ତି । ବିଶେଷଜ୍ଞ ଙ୍କ ମତରେ ଏହି ରୋଗ କୁ ରୋକିବା ପାଇଁ ଲକ୍ ଡାଉନ୍ ହିଁ ସବୁଠାରୁ ବିଶେଷ ଆବଶ୍ୟକତା ।  

 

ଲୋକେ ସତର୍କ ନହେଲେ କିଛି ସୁବିଧା ହେବ ନାହିଁ । ଆହୁରି ଓମିକ୍ରମ୍ ବଢିବାର ଭୟ ମଧ୍ୟ ରହିଥାଏ । ଯଦି ଲୋକେ ସତର୍କ ନ ହେବେ ତା ହେଲେ ଭୟଙ୍କର ରୂପ ଦେଖିବା ପାଇଁ ମିଳିବ । ଏହି ସବୁ କୁ ରୋକିବା ପାଇଁ ସରକାର ପୁଣି ଥରେ ବାଧ୍ୟ ହେବେ ଲକ୍ ଡାଉନ୍ କରିବା ପାଇଁ । ସର୍ଟ ଡାଉନ୍ ହେବା ର ଖବର ଦେଇଛନ୍ତି । ବିଶେଷଜ୍ଞ ଙ୍କ ମତରେ ଏହି ରୋଗ କୁ ରୋକିବା ପାଇଁ ଲକ୍ ଡାଉନ୍ ହିଁ ସବୁଠାରୁ ବିଶେଷ ଆବଶ୍ୟକତା । 

 

ଆପଣ ମାନେ ନିହାତି ଭାବରେ ଜାଣିଥିବେ ଏହି ନୂଆ ଭ୍ୟାରିଏଣ୍ଟ ଖୁବ୍ ତୀବ୍ର ବେଗ ରେ ମାଡି ଚାଲିଥିବା ବେଳେ ସରକାର ନିଜ କଟକଣା ଭି ଖୁବ୍ ତୀବ୍ରତର କରେଇ ଦେଇଛନ୍ତି । ଓଡ଼ିଶାରେ ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । 

 

ତେବେ ଓଲିଉଡ୍‌ ଜଗତ ର ପାଇଁ ଆଜି ମାଡି ଆସିଛି ଦୁଃଖ ର ଲହରୀ । ଆଜି ଆମ ଓଡ଼ିଆ ଫିଲ୍ମ ଓ ସିରିଏଲ୍ ଜଗତ ରେ ଜଣେ ଅଭିନେତା ଙ୍କୁ ଆମ ଗହଳ ରେ ହରାଇ ବସିଛି । ଯାହା ପାଇଁ ସବୁ ଆଡ଼େ ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି । ସେ ହେଉଛନ୍ତି ଶଙ୍କର । ଯିଏ କି ଭିଲିଏନ ଅଭିନୟ କରୁଥିବା ରେ ନଜର ଆସିଥାନ୍ତି । ସେ ଆଜି ଆଉ ଆମ ଗହଳ ରେ ନାହାନ୍ତି ସେ ପରଲୋକ ଗ୍ରହଣ କରିଛନ୍ତି । ସେ କୋରନା ରେ ଆକ୍ରାନ୍ତ ହୋଇ ଚିକିତ୍ସା ଧିନ ଅବସ୍ଥା ରେ ଚାଲି ଯାଇଛନ୍ତି । ତାଙ୍କ ଘର ଲୋକ କହିବା ଅନୁସାରେ ଟଙ୍କା ର ଅଭାବ ଯୋଗୁଁ ସେ ଭଲ ଚିକିତ୍ସା ନ ପାଇ ଦେ-ହ-ତ୍ୟା-ଗ କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *