ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପୁଅ ମାନଙ୍କ ବିଷୟରେ ଏମିତି କହି ଚର୍ଚ୍ଚା ରେ ଝିଅ । ଅବାଜ୍ ଉଠାଇଲେ ଯୁବତୀ । ଭିଡ଼ିଓ ହେଲା ଭା-ଇ-ରା-ଲ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମାଜରେ ନାରୀ ଓ ପୁରୁଷ ଏକ ମୁଦ୍ରା ର ଦୁଇଟି ପାର୍ଶ୍ବ । ସୁସ୍ଥ ସମାଜ ଗଠନ ରେ ନାରୀ ର ଭୂମିକା ଗୁରୁତବପୂର୍ଣ୍ଣ । ବୈଦିକ ଯୁଗରେ ବା ପୁରାଣ ରେ ନାରୀ ଥିଲା ଐଶ୍ଚର୍ଯ୍ୟ , ଶକ୍ତି ଓ ସମ୍ମାନ ର ପ୍ରତୀକ। ନାରୀ ମାନେ ପ୍ରସନ୍ନ ହେଲେ ଦେବତା ମାନେ ପ୍ରସନ୍ନ ହୋଇ ଥାନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇ ଥିଲା । ମାତ୍ର ଆଧୁନିକ ଯୁଗ ରେ ନାରୀ ର ରୂପରେଖ ଧୀରେ ଧୀରେ ବଦଳି ଯାଉଛି । ସମାଜ ରେ ନାରୀ ର ଉପଯୁକ୍ତ ମୂଲ୍ୟ ଓ ସମ୍ମାନ କରା ଯାଇ ପାରୁ ନାହିଁ।ନାରୀ ମାନେ ସବୁବେଳେ ଅ-ବ-ହେ-ଳି-ତ । ଆଜି ର ସମାଜ ରେ ମଧ୍ୟ ନାରୀ ମାନଙ୍କୁ ଅବହେଳିତ ଓ ଅ-ସୁ-ର-କ୍ଷି-ତ ବୋଲି ମନେ କରା ଯାଉଛି । ଯେତେବେଳେ କି ନାରୀ ମାନେ ବର୍ତ୍ତମାନ ଯୁଗ ରେ ପୁରୁଷ ମାନଙ୍କ ଠୁ ବହୁତ୍ ଆଗରେ । ଆଜି ବି ନାରୀ ମାନେ ନି-ର୍ଯା-ତ-ନା ସହୁଚନ୍ତି । ନାରୀ ମାନଙ୍କ ପ୍ରତି ଅ-ତ୍ୟା-ଚା-ର ଆଜି ବି କମି ନାହି ଦେଶ ରେ । ସୁରକ୍ଷିତ ଅବସ୍ଥା ରେ ନାରୀ ମାନେ ରହି ପାରୁନାହାନ୍ତି । ଧୀରେ ଧୀରେ ମଣିଷ ହରାଉଛି ମାନବିକତା ।
ମାତ୍ର ଅଳ୍ପ କିଛି କ-ଳୁ-ଷି-ତ କରୁଥିବା ପୁରୁଷ ମାନଙ୍କ ପାଇଁ ପୁରୁଷ ଜାତି ଙ୍କୁ ନିନ୍ଦା କରିବା ଉଚିତ ନୁହେଁ । ସମାଜ ରେ ଅନେକ ପୁରୁଷ ଅଛନ୍ତି ଯେଉଁ ମାନେ ନାରୀ ଙ୍କୁ ସମ୍ମାନ ଦେଇଥାନ୍ତି । ଜଣେ ପୁରୁଷ ଘର ର ମେରୁଦଣ୍ଡ ହୋଇ ଥାଏ । ଅନେକ ବାଧା ବିଘ୍ନ ଝଡ଼ ଝଞ୍ଜା ଦେଇ ନିଜ ଜୀବନ କୁ ଅତିବାହିତ କରିଥାଏ । ସମସ୍ତେ ପୁରୁଷ ଙ୍କ ଜୀବନ କୁ ସହଜ ଭାବିଥାନ୍ତି । ମାତ୍ର ସହଜ ନ ଥାଏ । ପୁରୁଷ ଙ୍କ ସପକ୍ଷ ରେ କହୁଥିବା ଲୋକ ବହୁତ୍ କମ ଥାନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏଭଳି ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇବ ।
ଜଣେ ଯୁବତୀ ପୁରୁଷ ଙ୍କ ସପକ୍ଷ ନେଇ ତାଙ୍କ ବିଷୟ ରେ ଏକ ଭିଡ଼ିଓ କରି ସୋ-ସି-ଆ-ଲ ମି-ଡି-ଆ-ରେ ପୋଷ୍ଟ କରିଛନ୍ତି । ଏହି ଭିଡ଼ିଓ ଟି ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି । ଭିଡ଼ିଓ ରେ ମହିଳା ଜଣଙ୍କ କହିଛନ୍ତି ଯେ ପୁରୁଷ ମାନଙ୍କୁ ଆମେ ଯେପରି ଭାବିଥାଉ ସେହିପରି ହୋଇ ନ ଥାନ୍ତି । ପୁରୁଷ ହୋଇ ନିଜକୁ ସମ୍ଭାଳିବା ସହଜ ହୋଇ ନ ଥାଏ । ଝିଅ ମାନଙ୍କୁ କଷ୍ଟ ହେଲେ ସେମାନେ ନିଜର ଦୁଃଖ ପ୍ରକାଶ କରି କାନ୍ଦି ମନ କୁ ହାଲୁକା କରିଥାନ୍ତି । ମାତ୍ର ପୁରୁଷ ମାନେ ନିଜ ମନ ରେ ଅନେକ କଥା କୁ ରଖି ମନ କୁ ଦୃଢ଼ କରିଥାନ୍ତି ।
ଦିନ ରାତି ଏକ କରି ଜୀବନ କୁ ଉତ୍ସର୍ଗ କରି ଟଙ୍କା ଉପାର୍ଜନ କରି ଘରକୁ ପଠାଇ ଥାନ୍ତି । ଯେଉଁ ପୁଅ ମାନେ ଘରେ କାମ କଣ ଜାଣି ନ ଥାନ୍ତି ସେମାନେ ପରିବାର ର ଖୁସି ପାଇଁ ଘର ଠୁ ଦୂର ରେ ରହି ସମସ୍ତ କାମ ମଧ୍ୟ କରିଥାନ୍ତି । ଘରକୁ ଦୁଇ ଦିନ ପାଇଁ ପରିବାର କୁ ଦେଖିବା ପାଇଁ ଆସିଥାନ୍ତି । ଏହିପରି ପୁରୁଷ ଙ୍କ ସପକ୍ଷ ରେ ଅବାଜ ଉଠାଇ ସେଲ୍ୟୁଟ ମଧ୍ୟ କରିଛନ୍ତି । ଏହି ଭିଡ଼ିଓ କୁ ୟୁଜର ମାନେ ବହୁତ୍ ପ୍ରଶଂସା ମଧ୍ୟ କରିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।