କରୋନା ରୋଗରେ କରିନା ଅତି ଗୁରୁତର । ମେଡିକାଲ ଭିଡ଼ିଓ ହେଲା ଭାଇରଲ । ଆସନ୍ତୁ ଦେଖିବା Video…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କରୋନା ରେ କରିନା ଙ୍କ ଅବସ୍ଥା ଗୁରୁତର ଦେଖ ଭିଡ଼ିଓ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବଲିଉଡ୍ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ କରୀନା କପୁର ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ । ତେବେ ବର୍ତ୍ତମାନ ସମୟ ରେ ବଲିଉଡର ସେହି ଅଭିନେତ୍ରୀ ଙ୍କ ଶରୀର ହଠାତ୍ ଖରାପ ହୋଇ ଯାଇଛି । ତେବେ ସୂଚନା ମୁତାବକ ,ନିକଟରେ କରନ ଜୋହର ଙ୍କ ଘରେ ଆୟୋଜିତ ହୋଇଥିବା ଏକ ପାର୍ଟୀରେ ଯୋଗ ଦେଇଥିଲେ କରୀନା କପୁର । ତେବେ ସେହି ସମୟ ରେ ସେ କରୋନା ସଂକ୍ରମିତ ଥିଲେ ।

 

ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ ,ତାଙ୍କ ଶରୀର ବର୍ତ୍ତମାନ ଅଧିକ ବିଗିଡି ଯାଇଛି ଏବଂ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହା ସହିତ ମଧ୍ୟ ବର୍ତ୍ତମାନ କରୀନା କପୁର ନିଜକୁ ଏବଂ ଉଭୟ ପିଲାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରଖିଛନ୍ତି ।ତେବେ ବର୍ତ୍ତମାନ ସମୟ ରେ କାହା ସହ ମଧ୍ୟ ଭେଟି ପାରୁ ନାହାଁନ୍ତି । ଆଉ ମଧ୍ୟ ବର୍ତମାନ କରୀନା ଅତ୍ୟନ୍ତ ଡିପ୍ରେସ୍ ହୋଇଯାଇଛନ୍ତି କାରଣ ସେ ଅନ୍ୟ ମାନଙ୍କ ସହ କଥାବାର୍ତ୍ତା ହେବାକୁ ସକ୍ଷମ ନୁହଁନ୍ତି।

 

ତେବେ ଅନ୍ୟ ପଟରେ ତାଙ୍କ ବଡ ଭଉଣୀ କରିଷ୍ମା କପୁର ଲୋକ ମାନଙ୍କୁ ନିବେଦନ କରିବା ସହ କହିଛନ୍ତି ଯେ ବର୍ତ୍ତମାନ ମୋ ଭଉଣୀ କରୀନା ବହୁତ ଖରାପ ସମୟ ଦେଇ ଗତି କରୁଛି ଏବଂ ଏହି ସମୟ ରେ ତାଙ୍କ ପାଇଁ ପ୍ରାର୍ଥନାର ଆବଶ୍ୟକତା ରହିଛି । ତେବେ ଏହି ଭଳି ପରିସ୍ଥିତି ରେ ସମସ୍ତେ ଏହା କାମନା କରନ୍ତୁ ଯେ ସେ ଯଥା ଶୀଘ୍ର ଭଲ ହୋଇ ଯାଆନ୍ତୁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *