ଫୁଣି ସୁର ଭାଇ ଙ୍କ ବାକ୍ୟ ତାଣ୍ଡବ । କାହାକୁ ରାହମାନ ଦେଲେନି । ନବୀନଙ୍କୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନବୀନ ଙ୍କ ବିଷୟରେ ମିଡ଼ିଆ ଆଗରେ ସବୁ କିଛି ସତ ବୋଖାଳିଲେ ସୁର ରାଉତରାୟ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ରାଜନୀତି ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ ଓ ଅନୁଭବ କରୁଥିବେ ମଧ୍ୟ ।  ଆଜି କାଲି ସମସ୍ତ ସ୍ଥାନ ରେ ରାଜନୀତି ଚାଲିଛି । ଆପଣ ମାନେ ରାଜନୀତି କରୁଥିବା ସମସ୍ତ ବଡ଼ ବଡ ପାର୍ଟୀ ଓ ରାଜନେତା ମାନଙ୍କ ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ । ତେବେ ରାଜନୀତି କରିବା ଯେତିକି କଷ୍ଟକର ତାକୁ ବୁଝିବା ତା ଠାରୁ ଭି ଅଧିକ କଷ୍ଟକର । 

 

ବାସ୍ତବରେ ରାଜନୀତି ରେ ବହୁତ୍ କିଛି ଚାଲିଥାଏ ଯାହା ସାଧାରଣ ମଣିଷ ଙ୍କ ଠାରେ ବୁଝିବା ଖୁବ୍ କଷ୍ଟକର ହୋଇ ଯାଇଥାଏ । ଆଜି କାଲି ଦୁନିଆ କେତେ ପରିମାଣ ରେ ଜାଲ ହୋଇ ଗଲାଣି ତାହା ଜାଣିବା ଖୁବ୍ କଷ୍ଟ କର । ଆଜି କାଲି ଦୁନିଆରେ ସବୁ କିଛି ଦଲାଲ କାମ ଚାଲିଛି । ଏଠି ଭଦ୍ର ମୁଖ ତଳେ ବହୁତ୍ ବେଶୀ ଅ-ଭ-ଦ୍ର ଭି ବୁଲୁଛନ୍ତି ଯାହାଙ୍କୁ ଆପଣ ବୁଝି ପାରିବା ଖୁବ୍ କଷ୍ଟ କର । 

 

ସେହି ରାଜନୀତି ରେ ଆପଣ ସମସ୍ତେ ଜଣେ ମହାନ୍ ବ୍ୟକ୍ତିତ୍ଵ ଙ୍କୁ ଖୁବ୍ ଭଲ ଭାବରେ ଜାଣିଛନ୍ତି । ସେ ହେଉଛନ୍ତି ଜଟଣୀ ର କଂଗ୍ରେସ ଦଳର ନେତା ସମସ୍ତଙ୍କର ପ୍ରିୟ ସୁର ରାଉତ ରାୟ । ତାଙ୍କୁ ସମସ୍ତେ ପ୍ରିୟ ରେ ସୁର ଜେଜେ ବୋଲି ଡାକିଥାନ୍ତି । ସେ ଆଜି ବିଜୁ ଜନତା ଦଳ ବିଷୟରେ କିଛି କହିଛନ୍ତି ଯାହା ଶୁଣିଲେ ଆପଣ ମାନେ ବହୁତ୍ କିଛି ଭାବିଯିବେ । ସେ କହୁଛନ୍ତି କି ହେ ନବୀନ ବାବୁ  ୨୧ ବର୍ଷ ନେତା ହୋଇ ବସି କଣ କରିଲ।  

 

ସାମାନ୍ୟ ଗୋଟିଏ ଭୋଟ ପାଇଁ ଦେଶ ଦେଶ , ଘର ଘର ବୁଲୁଛ । ସେ ଯେ କୌଣସି କାମ ବାହାନା କରି ଚାଲିଯାଉଛ । ୯ ଦିନ ପାଇଁ ବିଧାନ ସଭା ବନ୍ଦ ହେବା ପରେ ନବୀନ ଆସି ଦେଖି ପାରୁନାହାନ୍ତି ହେଲେ ସାମାନ୍ୟ ଭୋଟ ପାଇଁ ଚାରିଆଡେ ବୁଲି ଆସୁଛ । ସେ ହେଲଥ କାର୍ଡ ହେଉ କୁ ଅନ୍ୟ କିଛି  । ସେ ସବୁ ଭି ବାଣ୍ଟିବା ପାଇଁ ବହୁତ୍ କିଛି ମଦୁଆ , ଚୋର , ଗଞ୍ଜୁଡୁ, ମାତାଲି ମାତିଛନ୍ତି । ଏହି କାର୍ଯ୍ୟ ରେ କିଛି ଲାଭ ନାହିଁ । ଆହୁରି ମଧ୍ୟ ସେ କହିଥିଲେ ଲଜ୍ୟା ନାହିଁ ନବୀନ ବାବୁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *