ରାଜଧାନୀ ରେ ମାତିଛନ୍ତି ଯୁବତୀ । ଦେଖ ଏହି Video କେମିତି ଯୁବତୀ କହୁଛନ୍ତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୁନ୍ଦରୀ ଯୁବତୀମାନେ ନିଜ ସୁନ୍ଦର ଶରୀର କୁ ଦେଖାଇ ଆୟ କରୁଛନ୍ତି କୋଟି କୋଟି ଟଙ୍କା ।ଏହି ଠ-କା-ମୀ ର ଶିକାର ହେଉଛନ୍ତି ଯୁବକ ମାନେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଶେଷରେ ଏହି Video ଦେଖନ୍ତୁ  ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସାମ୍ପ୍ରତିକ ସମାଜରେ ବିଭିନ୍ନ ସ-ମ-ସ୍ୟା ମାନ ମନୁଷ୍ୟକୁ ସମ୍ମୁଖୀନ ହେବାକୁ ପଡ଼ିଥାଏ । ସଂସାରରେ ମନୁଷ୍ୟ ଦିନକୁ ଦିନ କ-ଳୁ-ଷି-ତ ହେବାରେ ଲାଗିଲାଣି । ଯଦ୍ୱାରା ମଣିଷର ବହୁ କ୍ଷ-ତି ମଧ୍ୟ ହୋଇଥାଏ । ଯୁଗ ଯେତିକି ପରିମାଣ ରେ ଡିଜିଟାଲ ହେଉଛି ମଣିଷ ସେତିକି ପରିମାଣରେ ଠ-କେ-ଇ ର ଶିକାର ହେଉଛି । ମଣିଷର ବୁଦ୍ଧି ବିବେକ ଥାଇ ମଧ୍ୟ ଠ-କା-ମି ର ଶିକାର ହୋଇଥାଏ । ତେବେ ଆଜିର ସ୍ମାର୍ଟ ଯୁଗରେ ମଣିଷ ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ସେହି ଡିଜିଟାଲ ସେବା ଯୋଗୁ ମାତ୍ର କିଛି କ୍ଷଣ ରେ ସବୁ ଅର୍ଥ ଅ-ନ-ର୍ଥ ହେଇଯାଉଛି । ଏସବୁ ପଛରେ କେବଳ ମଣିଷ ହିଁ ଦାୟୀ । ଶାସ୍ତ୍ରରେ କୁହାଯାଇଛି ମନୁଷ୍ୟ ସମସ୍ତ ଇନ୍ଦ୍ରିୟ କୁ ଜୟ କରିପାରିଲେ ସଂସାରରେ ସେହି ବ୍ୟକ୍ତି କୁ ଦୁଃ-ଖ ଭୋଗ କରିବାକୁ ପଡିବ ନାହିଁ । 

 

କିନ୍ତୁ ଆଜିର ଯୁବ ସମାଜ କାମନା ବାସନା ରେ ଜର୍ଜରିତ । ଯାହାଦ୍ଵାରା ଦୁଃ-ଖ ଭୋଗ କରୁଛନ୍ତି । ସାଧାରଣତଃ ମନୁଷ୍ୟ ଉନ୍ନତି ପଛରେ ଗୋଟିଏ ନାରୀ ର ହାତ ଥାଏ ବୋଲି କୁହାଯାଏ । ଆଉ ସେହି ନାରୀ ମଧ୍ୟ ମନୁଷ୍ୟକୁ କରୋଡ଼ପତି ରୁ ରୋଡ଼ପତି ବନେଇଦିଏ । ତେବେ ସୋ-ସି-ଆ-ଲ ମି-ଡି-ଆ-ରେ ଏବେ ଚର୍ଚ୍ଚାର ବିଷୟ ଏହିକି ଯେ କିଛି ଯୁବତୀ ନିଜ ନ-ଗ୍ନ ଫଟୋ ପରିବେଷଣ କରି ଯୁବକଙ୍କ ପାଖରୁ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଯାହାକି ବହୁ ଦ୍ରୁତ ମାତ୍ରାରେ ଭ-ଇ-ରା-ଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।  ଦିନକୁ ଦିନ ଅନଲାଇନ ଠକେଇ ବଢ଼ି ଚାଲିଛି । ଆଜିକାଲି ପ୍ରାୟତଃ ସମସ୍ତେ ସୋ-ସି-ଆ-ଲ ମିଡ଼ିଆ ସହ ଜଡ଼ିତ । ଆଉ ସେହି ସୋ-ସି-ଆ-ଲ ମି-ଡ଼ି-ଆ କୁ ମାଧ୍ୟମ କରି ଅନ୍ୟକୁ ବ୍ଲାକ୍ମେଲ କରିବା , ଆକାଉଣ୍ଟ ହେକ୍ କରିବା , ଅନ୍ୟ ମାନଙ୍କ ପ୍ରାଇଭେସି କୁ ଦେଖିବା ଆଦି ମନ୍ଦ ଅପ୍ରୀତିକର କାର୍ଯ୍ୟ ଦେଖିବାକୁ ମିଳୁଛି।

 

ତେବେ ଏହିଭଳି ଏକ ଘଟଣା ଜଣେ ଯୁବକ ଙ୍କ ସହ ଘଟିଛି । କିଛି ଭୁଲ ହେବା ଆଗରୁ ସେ ସଚେତନ ହୋଇଯାଇଛନ୍ତି ଏବଂ ଗଣ ମାଧ୍ୟମ ଜରିଆରେ ସମସ୍ତଙ୍କୁ ସଚେତନ ରହିବା ପାଇଁ କହିଛନ୍ତି । ତାଙ୍କ କହିବାନୁଯାୟୀ ଫେସବୁକ୍ ରେ ରିୟା ଜୈନ ନାମକ ଏକ ଆକାଉଣ୍ଟ ରୁ ପ୍ରଥମେ ଫ୍ରେଣ୍ଡ ରୁକ୍ୱେଷ୍ଟ ଆସିଥିଲା । ପରେ ତାଙ୍କୁ Hi ମେସେଜ ଆସିଲା ଏହିଭଳି କିଛି ସମୟ ପରିଚୟ ଆଦାନ ପ୍ରଦାନ ପରେ ଝିଅଟି ଭିଡିଓ କଲିଙ୍ଗ କରିବା ପାଇଁ ଅନୁମତି ମାଗିଥିଲା , ଭିଡିଓ କଲ୍ ଉଠାଇବା ମାତ୍ରେ ଝିଅ ଟି ନଗ୍ନ ବେଶରେ ଦେଖିବାକୁ ମିଳିଥିଲା । 

 

ଏହା ଦେଖି ଯୁବକ ଜଣକ ସେହି ଭିଡିଓ ର ଏକ ପ୍ରମାଣ ସଂଗ୍ରହ କରି ସା-ଇ-ବ-ର କ୍ରା-ଇ-ମ ଅଫିସ ରେ ସେହି ଝିଅ ନାଆରେ ଅ-ଭି-ଯୋ-ଗ କରିଥିଲେ । ତେବେ ସେହି ଯୁବକ ଜଣକ ହେଉଛନ୍ତି ମାନସ ସାହୁ । ଯେ କି ନିଜର ଚତୁର ବୁଦ୍ଧି ବଳରେ ଏଭଳି ଏକ ପରିସ୍ଥିତି ରୁ ରକ୍ଷା ପାଇଛନ୍ତି । ଆଜିକାଲି ସମାଜରେ ସୁନ୍ଦରୀ ଯୁବତୀ ଏହିଭଳି ନ-ଗ୍ନ ଶରୀର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁ-ଟି ନେଇଛନ୍ତି । ତେବେ ଏହି ଯୁବକ ଜଣକ ସର୍ବ ସମ୍ମୁଖରେ ବିନା ସଙ୍କୋଚ ରେ ପ୍ରକାଶ କରି ଜନ ସାଧାରଣ ଙ୍କୁ ସଚେତନ ରହିବାକୁ କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *