ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଲାଇଭ ଭିଡିଓ ରେ ଜୀବନ ହାରିଲେ ବିଟେକ କରୁଥିବା ଛାତ୍ର । ତେବେ ଏହା ପଛରେ କଣ ରହିଛି ରହସ୍ୟ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରେମ ଏକ ପବିତ୍ର ବନ୍ଧନ । ପ୍ରେମ ଆଗରେ ବୟସ,ଧର୍ମ,ବର୍ଣ୍ଣ କିଛି ଦେଖା ହୋଇ ନଥାଏ ଆହୁରି ମଧ୍ୟ ପ୍ରେମ ଆଗରେ ଧନୀ କି ଗରିବ କିଛି ଦେଖା ଯାଇ ନଥାଏ । ପ୍ରେମ ହେଉଚି ଶାଶ୍ଵତ ।ପ୍ରେମ ଭଳି ବନ୍ଧନ କେଉଁଠି ଭି ମିଳି ନଥାଏ । ପ୍ରେମ ରେ ପଡ଼ୁଥିବା ଲୋକ ନା କେବେ ଘର ଦ୍ଵାରା ବନ୍ଧୁ ବନ୍ଧନ ଦେଖିଥାଏ ନା କୌଣସି ସମ୍ପର୍କ ଦେଖୁଥାଇ । ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ଭି ଲୋକେ ଭୁଲି ଯାଇଥାଏ ।ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପ୍ରେମ ପାଇଁ ଲୋକେ ସବୁ କିଛି ଛାଡ଼ି ଦିଅନ୍ତି । ପ୍ରେମ ଠୁ ଦୁନିଆରେ ଆଉ କୌଣସି ବଡ଼ ଶକ୍ତି ନାହିଁ।ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟ ରେ ବହୁତ୍ ଭଲ ସମ୍ପର୍କ ରହିଥାଏ ଉଭୟ ଉଭୟ ଙ୍କୁ ଦେଖା କରିବା ପାଇଁ ବହୁତ୍ ବ୍ୟାକୁଳ ହେଉ ଥାଆନ୍ତି । ଉଭୟ ପ୍ରେମ ନିଶା ରେ ପୁରା ମଜଦୂର ହୋଇ ଥାଆନ୍ତି । ବେଳେବେଳେ ଏମିତି କିଛି ଘଟଣା ସବୁ ଆମେ ସମସ୍ତେ ଦେଖିବା ପାଇଁ ପାଇଥାଉ ଯେଉଁଥିରେ ପ୍ରେମ ପାଇଁ ପ୍ରେମିକ ଟେ କିଛି ଭି କରି ପାରୁଥିବା ବେଳେ ପ୍ରେମିକା ଭି ନିଜ ଜୀବନ ଦେବା ପାଇଁ ଭି ପଛାନ୍ତି ନାହିଁ । ପ୍ରେମ ଆଗରେ ସମ୍ପୂର୍ଣ ଦୁନିଆ ଟା ହିଁ ଫିକା ଦେଖା ହୋଇଥାଏ।
ମଣିଷ ଆଜି କାଲି କେବଳ ଧୋ-କା ଓ ଛ-ଳ-ନା ଶିଖିଛି । ଏଠିକାର ଯୁବ ପିଢ଼ି ମାନେ ପ୍ରେମ କରୁଛନ୍ତି ଓ ପ୍ରେମ ପଛରେ ରହିଛି କେବଳ ଛ-ଳ-ନା । କଣ ପ୍ରେମ ର ମାନେ ପ୍ର-ତା-ର-ଣା କି । ଆଜ୍ଞା ହଁ ଏହି ପ୍ରଶ୍ନ ଟି ଆପଣ ମାନଙ୍କ ମନକୁ ଆସିବ ଏହି ଖବର ଟି ଶୁଣିବା ପରେ । ଖୁବ୍ ତୀବ୍ର ଗତିରେ ଭା-ଇ-ରା-ଲ ହେବାରେ ଲାଗିଛି ଗୋଟିଏ ମେଧାବୀ ଛାତ୍ର ଙ୍କ ର ଲାଇଭ ଭିଡିଓ ରେ ଆ-ତ୍ମ-ତ୍ୟା-ଗ ଘଟଣା ।
ପ୍ରେମ ରେ ବିଫଳ ହୋଇ ସାରିବା ପରେ କିଛି ନ ଭାବି ନିଜ ଜୀବନ ତ୍ୟାଗ କରିଦେଲେ ଯୁବକ । ପିଲା ଟି ହେଉଛି ଶ୍ରୀତମ ସ୍ୱାଇଁ ଘର ହେଉଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ର ନୂଆଗାଁ ରେ । ପିଲା ଟି ଗୁଣପୁର ସ୍ଥିତ ଜି ଆଇ ଆଇ ଟି ବିଟେକ ର ତୃତୀୟ ବର୍ଷ ଛାତ୍ର । ସେ ଯାହାଙ୍କୁ ଭଲ ପାଉଥିଲେ ସେ ଝିଅ ୨ଲକ୍ଷ ଟଙ୍କା ନେଇଯିବା ପରେ ତାଙ୍କୁ ଟଙ୍କା ମାଗିବାରୁ ସେ ନିଜ ଭାଇ ଙ୍କୁ ପଠାଇ ଧ-ମ-କ୍ ଦେଇଥିଲେ । ତା ପରେ ଶ୍ରୀତମ ନିଜ ମନ ରେ ଆଶା ରଖିଥିଲେ ଯାହାଙ୍କୁ ଭଲ ପାଇଛନ୍ତି ତାଙ୍କୁ ନେଇ ପୁରୀ ବୁଲାଇବେ ।
ତାହା ତ ସମ୍ଭବ ହେଲା ନାହିଁ ଯାହା ପାଇଁ ସେ କହିଛନ୍ତି ମ-ର-ଣ ପରେ ମୁଁ ପୁରୀ ପଳେଇବି । ଆହୁରି ମଧ୍ୟ ସେ କହିଛନ୍ତି କି ଗରିବ ମାନଙ୍କର ପ୍ରେମ କରିବାର କଣ ସକ୍ଷମ ନାହିଁ କି । ଯାହା ପରେ ଆ-ତ୍ମ-ତ୍ୟା-ଗ କରିଥିଲେ ଗୋଟିଏ ହୋଟେଲ୍ ରେ । ତାଙ୍କୁ ନେଇ ତାଙ୍କ ଘର ଲୋକ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ, ଗତ ଗୁରୁବାର ରେ ସେ ପ୍ରା-ଣ ହରାଇଥିଲେ । ଆରକ୍ଷୀ ଅଧିକାରୀ ମଧ୍ୟ ଏହାର ତ-ଦ-ନ୍ତ ଚଳାଇଛି । ତଳେ ଥିବା ଲିଙ୍କି ରେ ଭିଡ଼ିଓ ଦେଖନ୍ତୁ
ଏହି ଲିଙ୍କ ରେ video – https://fb.watch/8A5BnonNv0/
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।