ସୁମିତ ଙ୍କ ଘର ଗେଟ ଭାଙ୍ଗିଲେ ମହିଳା ଗୋଷ୍ଟି । ହଲେଇ ହଲେଇ ଦେଲେ ଭାଙ୍ଗି… ଦେଖ Video…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ତପସ୍ୱିନୀ ଏବଂ ସୁମିତ ଙ୍କ ମାମଲା କୁ ନେଇ ସାମ୍ନା କୁ ଆସିଛି ଏକ ବଡ଼ ଖବର । ତେବେ ବର୍ତ୍ତମାନ ସମୟ ରେ ଏଭଳି ଏକ ଭିଡିଓ ସାମ୍ନା କୁ ଆସିଛି ଯାହାକି ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଦର୍ଶକ ବନ୍ଧୁ ତପସ୍ୱିନୀ ଙ୍କ ମାମଲା କୁ ନେଇ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଥିବା ବଡ ଘଟଣା ଟି ବିଷୟରେ ଆସନ୍ତୁ ଜାଣି ନେବା ।

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁମିତ ଏବଂ ତପସ୍ୱିନୀ ଙ୍କ ମାମଲା ବର୍ତ୍ତମାନ ସମୟ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ଏହି ମାମଲା ରେ ଏକ ନୂଆ ଘଟଣା ସାମ୍ନା କୁ ଆସିଛି । ତେବେ ସାମ୍ନା କୁ ଆସୁଥିବା ଭିଡିଓ ଟି ରେ ଏହା ଦେଖା ଯାଇଛି ଯେ , ଯେଉଁ ମହିଳା ମାନେ ତପସ୍ୱିନୀ ଙ୍କ ପାଇଁ ଛିଡା ହୋଇଥିଲେ ସେମାନେ ଆଜି ଯାଇ ସୁମିତ ଙ୍କ ଘର ର ଗେଟ୍ କୁ ପେଲି ପେଲି ଖୋଲି ଦେଇଛନ୍ତି ।

 

ତେବେ ଏହି ସମୟ ରେ ତପସ୍ୱିନୀ କହିଛନ୍ତି ଯେ , ମତେ ଆଜି ବହୁତ୍ ଖୁସି ଲାଗୁଛି । ମୋ ଶାଶୁ ଘର ଲୋକ ମାନଙ୍କୁ ତ ଟିକେ ଦୟା ଲାଗିଲା ନାହିଁ କିନ୍ତୁ ସବୁ ମାଆ ଭଉଣୀ ମାନଙ୍କୁ ମୋ ଉପରେ ଦୟା ଲାଗିଲା ସେମାନେ ମୋ ଦୁଃଖ ବୁଝି ପାରିଲେ ଆଉ ଏବେ ମୋ ସହ ସେମାନେ ଛିଡ଼ା ହୋଇଛନ୍ତି । ତେବେ ତପସ୍ୱିନୀ କହିଛନ୍ତି ଯେ ମୋର ପୁରା ବିଶ୍ୱାସ ମୁଁ ଆଜି ମୋ ସାସୁ ଘରକୁ ନିଶ୍ଚୟ ଯିବି । ତେବେ ତପସ୍ୱିନୀ କହିଛନ୍ତି ଯେ ସେମାନେ ଚାହିଁଲେ ଆଉ ଗୋଟେ ଗେଟ୍ ମଧ୍ୟ ମତେ ପାର କରି ପାରିବେ ।

 

ତପସ୍ୱିନୀ କହିଛନ୍ତି ସେମାନଙ୍କ ଆଶୀର୍ବାଦ ମୋ ଉପରେ ଅଛି ଆଉ ସେମାନଙ୍କ ପାଇଁ ମୁଁ ନିଜ ଶାଶୁ ଘରକୁ ନିଶ୍ଚୟ ଯିବି । ତେବେ ବର୍ତ୍ତମାନ ତପସ୍ୱିନୀ ଙ୍କ ଘର ସାମ୍ନା ରେ ଅନେକ ମହିଳା ଭିଡ଼ କରିଛନ୍ତି । ତେବେ ସେହି ମହିଳା ମାନେ ସମସ୍ତେ ତପସ୍ୱିନୀ ଙ୍କୁ ସମର୍ଥନ କରୁଛନ୍ତି ।ତେବେ ମହିଳାମାନେ ସୁମିତ ଙ୍କ ଘର ଗେଟ୍ କୁ ପେଲି ପେଲି ଖୋଲି ଦେଇଛନ୍ତି କିନ୍ତୁ ସୁମିତ ଙ୍କ ପରିବାର ଲୋକ ତଥାପି ଘର ବାହାରକୁ ବାହାରୁ ନାହାଁନ୍ତି ।

 

ତପସ୍ୱିନୀ କହିଛନ୍ତି ଯେ କୋର୍ଟ ତ ମତେ ନ୍ୟାୟ ଦେଲେନି କିନ୍ତୁ ବ୍ରହ୍ମପୁର ର ବାସିନ୍ଦା ମତେ ନ୍ୟାୟ ଦେଇଦେଲେ । ତେବେ ସେମାନେ ଯେତେବେଳେ ଆଜି ମୋ ନ୍ୟାୟ ପାଇଁ ଏତେ ସବୁ କରୁଛନ୍ତି ,ମୁଁ ବହୁତ୍ ଖୁସି ଅଛି । ଆଉ ସେମାନଙ୍କ ଦ୍ଵାରା ହିଁ ମୁଁ ମୋ ଶାଶୁ ଘରକୁ ଯାଇ ପାରିବି । ତପସ୍ୱିନୀ ଶେଷ ରେ ଏହା କହିଛନ୍ତି ସେମାନେ ଗୋଟେ ମହିଳା ହୋଇ ଥିବାରୁ ଆଉ ଗୋଟେ ମହିଳା ର ଦୁଃଖ କୁ ବୁଝି ପାରିଛନ୍ତି ଆଉ ସେଥିପାଇଁ ମତେ ମ୍ୟାୟ ଦେବାକୁ ଆସିଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *