ତପସ୍ଵିନୀ ଓ ସୁମିତ ଙ୍କ ଆଉ ଏକ କଲ୍ ରେକର୍ଡ । ଭାଇରାଲ ହେଲା ସୋସିଆଲ ମିଡିଆରେ । ଧରା ପଡିଲା ତପଶ୍ୱନୀ ଙ୍କ କାରନାମା…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ତପସ୍ଵିନୀ ଓ ସୁମିତ ଙ୍କ କଲ୍ ରେକର୍ଡ । ଭାଇରାଲ ହେଲା ସୋସିଆଲ ମିଡିଆରେ । ତେବେ କଣ ରହିଛି ଏହି ଅଡିଓ ରେ ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗତ କିଛି ଦିନ ହେବ ଆମେ ତପସ୍ଵିନୀ କ ବିଷୟ ରେ ଶୁଣିବା କୁ ପାଉଛୁ।  ବର୍ତ୍ତମାନ ପୁଣି ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇଛନ୍ତି । ତପସ୍ଵିନୀଙ୍କୁ ଛାଡି ସୁମିତ ଚମ୍ପଟ ମାରିବା ପରେ ଲୋକ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଗତ କିଛି ଦିନ ତଳେ ସୁମିତ ଏକ ଅଡିଓ ମେସେଜ ଦେଇଥିଲେ । ସେହି ଅଡିଓ ମେସେଜରେ ସେ କହିଥିଲେ ଯେ, ତାଙ୍କ ଦେହ ଅସୁସ୍ଥ ଅଛି ଓ ତପସ୍ଵିନୀ ତାଙ୍କ ବିରୋଧରେ ଯାହା ସବୁ ଅଭିଯୋଗ କରିଛନ୍ତି ତାହା ମିଛ ଅଟେ । 

 

କାଲି କୋର୍ଟରେ ତପସ୍ଵିନୀଙ୍କ ପିଟିସନ ଜବାବ ରଖିଥିଲେ ସୁମିତଙ୍କ ଓକିଲ ଏବେ ଆସୁଥିବା ଡିସେମ୍ବର ୨୦ରେ ହେବ ସେସନ କୋର୍ଟର ଶୁଣାଣୀ । ପ୍ରଥମରୁ ତପସ୍ଵିନୀ ନିଜର ନ୍ୟାୟ ଲଢେଇ ଏକା ଲଢୁଥିଲେ ଓ କିଛି ସମୟ ପରେ ତାଙ୍କ ସହ ଛିଡା ହୋଇଥିଲେ ସମାଜ ସେବୀ ପ୍ରମିଳା । ହେଲେ ଏବେ ଅନେକ ଲୋକ ତପସ୍ଵିନୀଙ୍କ ପାଇଁ ଛିଡା ହୋଇଛନ୍ତି । ସୁମିତଙ୍କ ଘରର ପଡୋଶୀ ମହିଳା ମାନେ ଏହି ମାମଲାକୁ ବର୍ତ୍ତମାନ ବଡ ପ୍ରତିକ୍ରିୟା ଦେଉଛନ୍ତି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

    

ତପସ୍ଵିନୀ ଓ ପ୍ରମିଳା ପୁଣି ଶାଶୁ ଘର ସାମ୍ନାରେ ଧାରଣା ଦେବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ପଡୋଶୀ ମାନଙ୍କର ଭିଡ ଜମିଥିଲା । ଘଟଣା ସ୍ଥଳରେ ଜଣେ ପଡୋଶୀ ମହିଳା ସୁମିତଙ୍କ ବିଷୟରେ କହିଛନ୍ତି । ନ୍ୟାୟ ଦରକାର ତପସ୍ଵିନୀକୁ ସବୁ ମହିଳା ଘରୁ ବାହାର ଆଉ ତା ଘର ଭାଙ୍ଗି ଭିତରକୁ ପଶି ସେ କେମିତି ଘର ଭିତରେ ଲୁଚି ରହିବ ଆମେ ବି ଦେଖିବା । ଏମିତି ଭାବରେ ପଡ଼ୋଶୀ ମାନେ କହିଛନ୍ତି ସୁମିତ କୁ ଆଉ ତପସ୍ଵିନି କୁ ନ୍ୟାୟ ମିଳୁ ବୋଲି ଦାବି ମଧ୍ୟ କରିଛନ୍ତି । ଏହି ସମୟରେ ଆଉ ଏକ ଓଡ଼ିଅ ଆସି ପହଞ୍ଚିଛି ଆମ ନିକଟ ରେ । 

 

ଯେଉଁଥିରେ ସୁମିତ ଓ ଡିମ୍ପଲ୍ ଙ୍କ କଲ୍ ରେକର୍ଡ ହୋଇଛି । କଲ୍ ରେ ଡ଼ିମ୍ପଲ୍ ରାଗ ଦେଖାଇ କଥା ହେଉଥିଲେ । ସୁମିତ୍ କିଛି କହିବାରୁ ସେ ମୋ ଲାଇଫ ମୋ ଇଛା କହି ପାଟି କରିଥିଲେ । ମୋ ଇଛା ମୋ ଲାଇଫ ମୁଁ ଡ୍ରେସ୍ ପିନ୍ଧିବି ଯେତେବେଳେ ଇଚ୍ଛା ହେବ କୋର୍ଟ କୁ ଯିବି ଏହି ପରି ଭାବରେ ସୁମିତ ଙ୍କୁ ଡିମ୍ପଲ୍ କହୁଥିବା ର ଅଡିଓ ରେ ଶୁଣିବାକୁ ମିଳୁଛି । ବର୍ତ୍ତମାନ ଡିମ୍ପଲ୍ ସୁମିତ ଙ୍କ ଘର ଆଗରେ ରୋଷେଇ ଆରମ୍ଭ କରିଛନ୍ତି ଏହା ସହିତ କାଲି କୋର୍ଟ ରୁ ଶୁଣାଣି ମିଳିବ । ଆଗାମୀ ଦିନ ରେ କଣ ହେବ ଜଣା ପଡ଼ିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *