ଓମିକ୍ରିନ ହେଲା ଭୟଙ୍କର । ଲକଡାଉନ ର ପ୍ରଥମ ସୋପାନ ଆରମ୍ଭ । ଘରୁ ବାହାରିବା ପୂର୍ବରୁ ଜାଣିରଖନ୍ତୁ…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓମିକ୍ରନ କୁ ନେଇ ଭୟ ବଢୁଛି । ତେବେ ଏହି ଓମୀକ୍ରନ କରନ ରୁ ମଧ୍ୟ କରୋନା କର୍ଫ୍ୟୁ ଓ ଅନ୍ୟାନ୍ୟ କଟକଣା ମାନ କିଛି ରାଜ୍ୟ ମାନଙ୍କ ରେ ଆରମ୍ଭ ହୋଇଗଲାଣି । ତେବେ ସୂଚନା ମୁତାବକ ଆରମ୍ଭ ହେଲା ଲକ ଡାଉନ ର ପ୍ରଥମ ପାହାଚ ।

ତେବେ ଜଣାଇ ରଖୁଛୁ ଯେ , ପୂର୍ବ ରୁ ମଧ୍ୟ ନଭେମ୍ବର ୧ ତାରିଖରୁ ଏହି ସବୁ ସହର ମାନଙ୍କରେ ସରକାର ନାଇଟ୍ କର୍ଫ୍ୟୁ ଲଗାଇଥିଲେ । ତେବେ ସଂକ୍ରମଣ ରେ ହ୍ରାସ ଓ ଦୀପାବଳୀ କୁ ସାମ୍ନା କୁ ରଖି ସେତେବେଳେ କର୍ଫ୍ୟୁକୁ ଦୁଇ ଘଣ୍ଟା କମାଇ ଦିଆଯାଇଥିଲା । ତେବେ ସରକାର ମଧ୍ୟ ଏହା ପରେ ତାହାକୁଡିସେମ୍ବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଥିଲେ । ତେବେ ବର୍ତ୍ତମାନ ସମୟ ରେ ନାଇଟ୍‌ କର୍ଫ୍ୟୁ ପୁଣି ଜାରି ହୋଇଯିବ । ତେବେ ଏଥିରେ ଅଧରାତି ପର୍ଯ୍ୟନ୍ତ ହୋମ୍‌ ଡେଲିଭରି ଓ ଟେକ୍-ଏୱେ ସେବାକୁ ବି ଅନୁମତି ମିଳିଛି।   

 

 ଗୁଜରାଟ ସରକାର ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଇବା ସହିତ କରୋନା ନିୟମ କୁ କଡାକଡି ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ତେବେ ଗତ ରବିବାର ଦିନ ଗୁଜୁରାଟ ରେ ଅଧିକ ମାତ୍ରା ରେ ଓମିକ୍ରନ ପଜିଟିବ୍ ଚିହ୍ନଟ ହୋଇଛନ୍ତି ଏବଂ ଯାହା ଫଳରେ ଗୁଜୁରାଟ ରାଜ୍ୟ ରେ ମୋଟ ଆକ୍ରାନ୍ତ ଙ୍କ ସାଂଖ୍ୟ 11 ରେ ପହଂଚିଛି ।ଅନ୍ୟ ପଟେ ମଧ୍ୟ ଭାରତ ରେ ସମୁଦାୟ ଭାବେ 170 ଟି ଲୋକ ଏହା ଦ୍ଵାରା ସଂକ୍ରମିତ ହୋଇଛନ୍ତି । ତେବେ କେରଳ, କର୍ଣ୍ଣାଟକ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ସୋମବାର ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। 

 

 

ତେବେ ବର୍ତ୍ତମାନ ସମୟ ରେ କେନ୍ଦ୍ର ସରକାର ଓମିକ୍ରନ ସଂକ୍ରମଣ ଉପରେ କଡ଼ା ନଜର ରଖିଛନ୍ତି । ଅନ୍ୟପଟେ ଦେଶର ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦେଖିଲେ ଏହା ୧୭୦ରେ ପହଞ୍ଚିଛି। କେରଳ, କର୍ଣ୍ଣାଟକ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ସୋମବାର ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସରକାର ଓମିକ୍ରନ ସଂକ୍ରମଣ ଉପରେ କଡ଼ା ନଜର ରଖିଛନ୍ତି। ଭାଇରସ୍ ବ୍ୟାପିଲେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *