ଶେଷରେ ତପଶ୍ୱନୀ ପାଇଲେ ଏହି ନ୍ୟାୟ । ଶେଷରେ ମୁଁହରେ ଫୁଟିଲା ହସ । ଦେଖ Video..

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ତପସ୍ୱିନୀ ଏବଂ ସୁମିତ ଙ୍କ ମାମଲା କୁ ନେଇ ସାମ୍ନା କୁ ଆସିଛି ଏକ ବଡ଼ ଖବର । ତେବେ ବର୍ତ୍ତମାନ ସମୟ ରେ  ଦେଖା ଯାଇଛି ଯେ ତପସ୍ୱିନୀ ଙ୍କ ପାଇଁ ଛିଡା ହୋଇଥିବା ମହିଳା ମାନେ ସୁମିତ ଙ୍କ ଗେଟ୍ କୁ ପେଲି ପେଲି ଖୋଲି ଦେଇଛନ୍ତି ଆଉ ଏଥି ମଧ୍ୟରେ ତପସ୍ୱିନୀ କହିଛନ୍ତି କିଛି କଥା ।ତେବେ ଦର୍ଶକ ବନ୍ଧୁ ମହିଳା ମାନେ ଗେଟ୍ କୁ ପେଲି ପେଲି ଖୋଲି ଦେବା ପରେ ତପସ୍ୱିନୀ କଣ ସବୁ କହିଛନ୍ତି ଆସନ୍ତୁ ଜାଣି ନେବା ।

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁମିତ ଏବଂ ତପସ୍ୱିନୀ ଙ୍କ ମାମଲା ବର୍ତ୍ତମାନ ସମୟ ରେ   ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ବର୍ତ୍ତମାନ ସମୟ ରେ ତପସ୍ୱିନୀ ଙ୍କ ମାମଲା ରେ ଏକ ନୂଆ ଘଟଣା ସାମ୍ନା କୁ ଆସିଛି । ତେବେ ବର୍ତ୍ତମାନ ଏହା ଦେଖିବାକୁ ମିଳିଛି ଯେ ତପସ୍ୱିନୀ ଙ୍କ ପାଇଁ ଛିଡା ହୋଇଥିବା ମହିଳା ମାନେ ସୁମିତ ଙ୍କ ଘର ର ଗେଟ୍ କୁ ପେଲି ପେଲି ଖୋଲି ଦେଇଛନ୍ତି ଆଉ ତାଙ୍କ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି ।

 

ତେବେ ବର୍ତ୍ତମାନ ଅନେକ ମହିଳା ମାନେ ଆସି ସୁମିତ ଙ୍କ ଘର ସାମ୍ନା ରେ ଏକଜୁଟ ହୋଇଛନ୍ତି ଏବଂ ସେମାନେ ସମସ୍ତେ ଆଜି ତପସ୍ୱିନୀ ଙ୍କୁ ସମର୍ଥନ କରୁଛନ୍ତି ।ତେବେ ସେହି ମହିଳାମାନେ ସୁମିତ ଙ୍କ ଘର ଗେଟ୍ କୁ ପେଲି ପେଲି ଖୋଲି ଦେଇଛନ୍ତି କିନ୍ତୁ ସୁମିତ ଙ୍କ ପରିବାର ଲୋକ ତଥାପି ଘର ବାହାରକୁ ବାହାରୁ ନାହାଁନ୍ତି । ତେବେ ଏହି ସମୟ ରେ ତପସ୍ୱିନୀ ଅନେକ କଥା କହିଛନ୍ତି ,ଆସନ୍ତୁ ଜାଣି ନେବା ।

 

ତେବେ ବର୍ତ୍ତମାନ ସମୟ ରେ ତପସ୍ୱିନୀ ଏହା କହିଛନ୍ତି ଆଜି ମୋ ପାଇଁ ଏକଜୁଟ ହୋଇଥିବା ମହିଳା ଏବଂ ଭଉଣୀ ମାନଙ୍କ ଆଶୀର୍ବାଦ ମୋ ଉପରେ ଅଛି ଆଉ ସେମାନଙ୍କ ସାହାଯ୍ୟ ରେ ହି ମୁଁ ନିଜ ଶାଶୁ ଘରକୁ ନିଶ୍ଚୟ ଯାଇ ପାରିବି । ତପସ୍ୱିନୀ କହିଛନ୍ତି ଯେ ,ଆଜି ମତେ ବହୁତ୍ ଖୁସି ଲାଗୁଛି । କାହିଁକି ନା ଯେଉଁଠି ମୋ ଶାଶୁ ଘର ଲୋକ ମାନେ ମୋ ଦୟା କଲେ ନାହିଁ କିନ୍ତୁ ମୋ ଉପରେ ଦୟା ଲାଗିଥିବାରୁ ଆଜି ମୋ ପାଇଁ ଏତେ ମହିଳା ମାନେ ଆସି ଏକଜୁଟ ହୋଇଛନ୍ତି ।

 

ତେବେ ଶେଷରେ ତପସ୍ୱିନୀ ଏହା କହିଛନ୍ତି ଯେ କୋର୍ଟ ତ ମତେ ନ୍ୟାୟ ଦେଲେନି କିନ୍ତୁ ବ୍ରହ୍ମପୁର ର ବାସିନ୍ଦା ମୋ ନ୍ୟାୟ ପାଇଁ ଆଜି ମୋ ଶ ଛିଡ଼ା ହୋଇଛନ୍ତି । ତେବେ ସେମାନେ ଆଜି ମୋ ନ୍ୟାୟ ପାଇଁ ଏତେ ସବୁ କରୁଥିବାରୁ ମତେ ଆଜି ବହୁତ୍ ଖୁସି ଲାଗୁଛି । ଆଉ ସେମାନଙ୍କ ଦ୍ଵାରା ହିଁ ମୁଁ ମୋ ଶାଶୁ ଘରକୁ ଯାଇ ପାରିବି ମୋର ବିଶ୍ବାସ ଆସି ଯାଇଛି । ମୁଁ ଗୋଟେ ମହିଳା ହୋଇଥିବାରୁ ମୋ  ଦୁଃଖ କୁ ଆଜି ଏତେ ମହିଳା ମାନେ ବୁଝି ପାରିଲେ ସେଥିପାଇଁ ସେମାନେ ମୋ ନ୍ୟାୟ ପାଇଁ ଏ ସବୁ କରୁଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *