ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ନିର୍ଭୟର ଗୁମର କଥାରେ ନିଜର କୋ-ହ-ଭ-ରା କଥା ଶୁଣାଇଲେ ନବୀନ ଦାସ, କହିଲେ ଭୋଜି ପାଇଁ ଡାକି ନେଇ ମା-ରି ଦିଆଯାଇଛି ମୋ ପୁଅ ମନୀଷ କୁ।
ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦୁନିଆ ରେ ଭଗବାନ ବୋଲି ପ୍ରଥମେ ମାଆ ବାପା ଙ୍କୁ କୁହାଯାଏ। ମାଆ ବାପା ଗୋଟେ ପିଲା କୁ ଜନ୍ମ ଦେବା ଠାରୁ ଆରମ୍ଭ ପିଲା ଟି ବଡ ହେବା ପର୍ଯ୍ୟନ୍ତ କେତେ ଦୁଃ-ଖ କଷ୍ଟ ତା ପାଇଁ ସହ୍ୟ କରିଥାଆନ୍ତି। ଗୋଟେ ପିଲା ଯେତେବେଳେ ମାଆ ପେଟରେ ରହିଥାଏ ସେତେବେଳେ ସେହି ମାଆ ଟି ପିଲା ଟି କୁ ଦଶ ମାସ ଧରି ନିଜ ଗର୍ଭ ରେ ତାକୁ ପାଳିଥାଏ। ସେହି ସମୟ ରେ କେତେ କ-ଷ୍ଟ, କେତେ ଯ-ନ୍ତ୍ର-ଣା, କେତେ ଦୁଃଖ ତାକୁ ସହ୍ୟ କରିବାକୁ ପଡିଥାଏ, ହେଲେ ମାଆ ଟି ନିଜର ଦୁଃ-ଖ କଷ୍ଟ କୁ ନଦେଖି ପିଲା ର ଭଲ କଥା ଚିନ୍ତା କରୁଥାଏ। କିପରି ଭାବେ ପିଲା ଟି ଭଲ ରେ ଭଲରେ ଜନ୍ମ ହୋଇଯିବ, ଭଲ ରେ ଏହି ଦୁନିଆ ଆଲୋକ ଦେଖିବ।
ଆଉ ପିଲାଟି ଯେତେବେଳେ ଜନ୍ମ ହୁଏ ସେତେବେଳେ ପିଲା ଟି ର ମୁହଁ କୁ ଦେଖି ମାଆ ଟି ର ସେହି ଦୁଃଖ କ-ଷ୍ଟ ସବୁ ଦୂର ହୋଇଯାଏ। ଆଉ ତାପରେ ଅନେକ ଦୁଃଖ କଷ୍ଟ କୁ ସହି ବାପା ମାଆ ଦୁହେଁ ନିଜ ପିଲା ଟି କୁ ସବୁ ଦୁଃ-ଖ କ-ଷ୍ଟ ରୁ ଦୂରରେ ରଖି ଥାଆନ୍ତି। ସବୁବେଳେ ଏହି ଭାବନା ରେ ଥାଆନ୍ତି କି ଆମ ପିଲା ସବୁବେଳେ ଭଲ ରେ ଥାଉ, ସବୁବେଳେ ହସୁଥାଉ, ଭଗବାନ ତା କ-ଷ୍ଟ ସବୁ ଆମକୁ ଦେଇ ଦିଅନ୍ତୁ ପଛେ କିନ୍ତୁ ଏହି ତାକୁ ସବୁବେଳେ ଭଲରେ ରଖି ଥାଆନ୍ତୁ। ପିଲା ଟି ବୟସ ରେ ଯେତେ ବଡ ହୋଇଗଲେ ବି ନିଜ ମାଆ ବାପା ଙ୍କ ପାଇଁ ସିଏ ସବୁବେଳେ ଛୋଟ ପିଲା ହୋଇଥାଏ।
ତେବେ ଥରେ ଚିନ୍ତା କରିଲେ ଜଣେ ମାଆ ବାପା ଯେତେବେଳେ ନିଜ ପିଲା ପାଇଁ ଏତେ ସବୁ କ-ଷ୍ଟ କରୁଛନ୍ତି, କେତେ ସ୍ୱପ୍ନ ମଧ୍ୟ ଦେଖୁଛନ୍ତି ନିଜ ପିଲା କୁ ନେଇ, ତେବେ ତାଙ୍କ ଆଖି ଆଗରେ ଯଦି ପିଲା ଟି ର କିଛି ହୋଇଯିବ ତେବେ ତାଙ୍କ ଉପରେ କଣ ସବୁ ବିତୁଥିବ। ଗୋଟେ ପିଲା ଦେହରେ ଯଦି ଟିକେ ବି କିଛି କ-ଷ୍ଟ ହେଉଥିବ, ତେବେ ପିଲା ଟି ପାଟିରୁ କିଛି ଶବ୍ଦ ବାହାରିବା ଆଗରୁ ମାଆ ଟି ଆଖିରେ ଲୁହ ଆସିଯାଇଥାଏ। ତେବେ ଯଦି ସେହି ମାଆ ଟି ଆଖି ଆଗରେ ନିଜ ପିଲା ଟି ର ଜୀବନ ଚାଲିଯିବ, ତେବେ ସେହି ମାଆ ଟି ର କଣ ଅବସ୍ଥା ହେବ, ମାଆ ଟି ବଞ୍ଚିଥାଉ ଥାଉ ମ-ରି-ଯି-ବ। ଏହାର ଏକ ସତ ଦୃଶ୍ୟ ଦେଖିବାକୁ ମିଳିଛି ଆମ ଓଡିଶା ରାଜ୍ୟରେ, ଗୋଟିଏ ମାଆ ବାପାଙ୍କ ଆଖି ଆଗରେ ତାଙ୍କର ବଢିଲା ପୁଅର ଜୀବନ ଚାଲିଯାଇଛି।
ଆମ କଥାରୁ ହୁଏତ ଆପଣମାନେ ଟିକେ ଟିକେ ଜାଣି ପାରିବଣି କି ଆମେ କାହା କଥା କହୁଛୁ, ତେବେ ହଁ ଆମେ ସେଇ ମନୀଷ୍ ଅନୁରାଗଙ୍କ ଚାଲିଯିବା କଥା କହୁଛୁ। ଆଉ ନିର୍ଭୟର ଗୁମର କଥାରେ ମନୀଷ୍ ଙ୍କ ବାପା ନବୀନ ଦାସ ଦେଲେ ଚାଞ୍ଚଲ୍ୟକର ବୟାନ୍। ସେ ଅ-ଭି-ଯୋ-ଗ ଆଣିଲେ କି, ଭୋଜି କରିବାକୁ ଡାକି ପୁଅ ମନୀଷ କୁ ମା-ରି ଦିଆଯାଇଛି । ଗତ ରବିବାର ଭୋର୍ ଚାରିଟାରେ ବାପା ପାଇଥିଲେ ପୁଅର ଶେଷ ଫୋନ୍ କଲ୍, ଏହାପରେ ପୁଅର ଚାଲିଯିବା ଖବର ଶୁଣି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି ବାପା ନବୀନ ଦାସ।
ଆରକ୍ଷୀ ଅଧିକାରୀ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖୁବ୍ ଶୀଘ୍ର ସେହି ମାନଙ୍କୁ ଗି-ର-ଫ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜଣେ ବାପ ହିସାବରେ ଆରକ୍ଷୀ ଅଧିକାରୀ ଉପରେ ଯଥେଷ୍ଟ ଭରସା ରହିଛି ବୋଲି କହିଛନ୍ତି ବାପା ନବୀନ ଦାସ। ପରିଣତ ବୟସରେ ଯବାନ୍ ପୁଅର ଚା-ଲି-ଯି-ବା-କୁ ଏତେ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ବାପା। ମନୀଷଙ୍କ ଖବରକୁ ନେଇ ଆରମ୍ଭ ହୋଇଛି ତନାଘନା, ପାତ୍ରପଡାର ସାଉଥ୍ ସିଟି ରେଷ୍ଟୁରାଣ୍ଟର ସିସିଟିଭି ଫୁଟେଜ୍ ଚିହ୍ନଟ କରିବ ।ଏନେଇ ଅପରେଶନ ଆରମ୍ଭ କରିଛି କମିଶନରେଟ୍ ଆରକ୍ଷୀ ଅଧିକାରୀ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।