ପାଟି ଖୋଲିଲେ ସୁମିତ । ସୋସିଆଲ ମିଡ଼ିଆ ଆସିଲେ LIVE ଓଗାଳିଲେ ସବୁ । କଣ ରହିଛି VIDEO ଆସନ୍ତୁ ଦେଖିବା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପାଟି ଖୋଲିଲେ ସୁମିତ । ସୋସିଆଲ ମିଡ଼ିଆ ରେ ଭାଇରାଲ ହେଲା ଭିଡ଼ିଓ । କଣ ରହିଛି ଘଟଣା ଆସନ୍ତୁ ନଜର ପକାଇବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗତ କିଛି ଦିନ ହେବ ଆମେ ତପସ୍ଵିନୀ କ ବିଷୟ ରେ ଶୁଣିବା କୁ ପାଉଛୁ।  ବର୍ତ୍ତମାନ ପୁଣି ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇଛନ୍ତି । ତପସ୍ଵିନୀଙ୍କୁ ଛାଡି ସୁମିତ ଚମ୍ପଟ ମାରିବା ପରେ ଲୋକ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଗତ କିଛି ଦିନ ତଳେ ସୁମିତ ଏକ ଅଡିଓ ମେସେଜ ଦେଇଥିଲେ । ସେହି ଅଡିଓ ମେସେଜରେ ସେ କହିଥିଲେ ଯେ, ତାଙ୍କ ଦେହ ଅସୁସ୍ଥ ଅଛି ଓ ତପସ୍ଵିନୀ ତାଙ୍କ ବିରୋଧରେ ଯାହା ସବୁ ଅଭିଯୋଗ କରିଛନ୍ତି ତାହା ମିଛ ଅଟେ । 

 

କାଲି କୋର୍ଟରେ ତପସ୍ଵିନୀଙ୍କ ପିଟିସନ ଜବାବ ରଖିଥିଲେ ସୁମିତଙ୍କ ଓକିଲ ଏବେ ଆସୁଥିବା ଡିସେମ୍ବର ୨୦ରେ ହେବ ସେସନ କୋର୍ଟର ଶୁଣାଣୀ । ପ୍ରଥମରୁ ତପସ୍ଵିନୀ ନିଜର ନ୍ୟାୟ ଲଢେଇ ଏକା ଲଢୁଥିଲେ ଓ କିଛି ସମୟ ପରେ ତାଙ୍କ ସହ ଛିଡା ହୋଇଥିଲେ ସମାଜ ସେବୀ ପ୍ରମିଳା । ହେଲେ ଏବେ ଅନେକ ଲୋକ ତପସ୍ଵିନୀଙ୍କ ପାଇଁ ଛିଡା ହୋଇଛନ୍ତି । ସୁମିତଙ୍କ ଘରର ପଡୋଶୀ ମହିଳା ମାନେ ଏହି ମାମଲାକୁ ବର୍ତ୍ତମାନ ବଡ ପ୍ରତିକ୍ରିୟା ଦେଉଛନ୍ତି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

 

ସୁମିତ ଙ୍କ ଭିଡ଼ିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ଅନେକ ଦିନ ପରେ ସୁମିତ ପାଟି ଖୋଲିଛନ୍ତି । ନିଜେ ଭିଡ଼ିଓ କୁ ପୋଷ୍ଟ ମଧ୍ୟ କରିଛନ୍ତି । କୋର୍ଟ ରେ ସମସ୍ତ ତଥ୍ୟ ଥିବା ସତ୍ବେ ତପସ୍ଵିନୀ ଏପରି କାହିଁକି କରୁଛନ୍ତି । ଦୁଇ ପରିବାର ମଝିରେ ତୃତୀୟ ବ୍ୟକ୍ତି କାହିଁକି ପଶୁଛନ୍ତି । ପ୍ରମିଳା ତ୍ରିପାଠୀ ଏହି ମାମଲା ରେ କଣ ପାଇଁ ଦଖଲ ଦେଉଛନ୍ତି । ଯଦି ତପସ୍ଵିନୀ ଙ୍କ ର କିଛି କହିବାର ଅଛି ତେବେ ସେ କାହିକି କୋର୍ଟ ରେ କିଛି କହୁ ନାହଁ । 

 

କୋର୍ଟ ରୁ ତାଙ୍କ ସପକ୍ଷ ରେ କୌଣସି ରାୟ ନ ମିଳିଲେ ସେ ଆସି ଏପରି ସବୁ କରୁଛନ୍ତି । ରାଜ ରାସ୍ତା ରେ ଓହ୍ଲେଇ ନାଟକ କରୁଛନ୍ତି । ପ୍ରମିଳା ତ୍ରିପାଠୀ ର ଏହି କେସ ସହିତ କଣ ସମ୍ପର୍କ । ସେ ଏହି କେସ ସହିତ କାହିଁକି ସଂପୃକ୍ତ ହେଉଛନ୍ତି ବୋଲି ସୁମିତ କହିଥିଲେ । ଏହାକୁ ସେ ଭିଡ଼ିଓ ମାଧ୍ୟମ ରେ ନିଜ ମନ୍ତବ୍ୟ ରଖିଥିଲେ । ତେବେ ଗୋଟିଏ ଗେଟ୍ ଖୋଲିବା ପରେ ବର୍ତ୍ତମାନ ତପସ୍ଵିନୀ ଲଢେଇ ଜାରି ରଖିଛନ୍ତି । ଆଗାମୀ ସମୟ ରେ କଣ ନ୍ୟାୟ ମିଳିବ ତାହା ଦେଖିବା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *