ପୁଣି ମୋଦି ପଠେଇଲେ ଏହି ସବୁ ଆକାଉଣ୍ଟ ଙ୍କୁ ପଠେଇଲେ ପଇସା । ଏମିତି ନିଜେ ଦେଖନ୍ତୁ ଆସିବ କି ନାହିଁ ଆପଣଙ୍କ ଟଙ୍କା…

 

 ପୁଣି ମୋଦି ଲୋକଙ୍କ ଖାତାରେ  ୨୩.୫୯ କୋଟି  ଖାତାରେ ପଇସା ଦେଇଛନ୍ତି । ଆଜି ଯାଏ ୨୩.୫୯ କୋଟି ଲୋକଙ୍କ ଖାତାକୁ ପଇସା ଦେଇ ସାରିଲେଣି ।  ଟ୍ୱିଟର ରେ ଇପିଏଫଓ  ପ୍ରକାଶ କରିଛି ଯେ   ୮.୫୦ ସୁଧରେ ୨୩.୫୯ କୋଟି ଲୋକଙ୍କ ଖାତାକୁ ଆର୍ଥିକ ବର୍ଷ ୨୦୨୦ -୨୧ ପଇସା ଦେଇଛି । ତେବେ ଆପଣ ନିଜ ଖାତା ଯାଞ୍ଚ କରନ୍ତୁ ମୋଦି ପଠାଇ ଥିବା ପଇସା ଆପଣଙ୍କ ପିଏଫ ଖାତାକୁ ଆସିଛି କି ନାହିଁ । 

 

ଏହିପରି ଦେଖନ୍ତୁ ଆପଣଙ୍କର ପିଏଫ ବାଲାନ୍ସ । 

 

୧. ମିସ କଲ ରୁ ଜଣନ୍ତୁ ବାଲାନ୍ସ

 

ନିଜ ପିଏଫ ବାଲାନ୍ସ ଜାଣିବା ପାଇଁ ଆପଣଙ୍କର ରେଜିଷ୍ଟର ମୋବାଇଲ ନମ୍ବର ରେ ୦୧୧ -୨୨୯୦୧୪୦୬ ମିସ କଲ ଦେବାକୁ ପଡିବ ।  ଏହାପରେ ଆପଣଙ୍କୁ ଏକ ମେସେଜ ମାଧ୍ୟମରେ ଇପିଏଫର ସୂଚନା ମିଳିଯିବ। ଆପଣଙ୍କର ୟୁଏନ , ପ୍ୟାନ , ଆଧାର ଲିଙ୍କ କରିବା ମଧ୍ୟ ଜରୁରୀ ଅଟେ । 

 

୨. ବାଲାନ୍ସ ଚେକ କରନ୍ତୁ ଅନଲାଇନ ରେ ।

 

 ବାଲାନ୍ସ ଚେକ କରିବା ପାଇଁ ଆପଣ ଅନଲାଇନରେ ଇପିଏଫର ସାଇଟ  epfindia.gov.inରେ କ୍ଲିକ କରନ୍ତୁ ଇ ପାସ ବୁକ ରେ ।  ଏବେ ଆପଣଙ୍କୁ ଇ-ପାସବୁକରେ କ୍ଲିକ୍ କଲେ ଏକ ନୂଆ ପେଜ passbook.epfindia.gov.in କୁ ଆସିଯିବେ। ଏଠାରେ ଆପଣ ନିଜର ନମ୍ବର , ପ୍ୟାନ ଆଦି ଠିକ ଭାବେ ଦିଅନ୍ତୁ । ଏହା କରିବା ପରେ ଗୋଟିଏ ନୂଆ ପେଜ ଖୋଲିବ ।   ଏବଂ ଏଠାରେ ମେମ୍ବର ଆଇଡିର ଚୟନ କରିବାକୁ ହେବ। ତାପରେ ଆପଣଙ୍କର ଇ-ପାସବୁକରେ ନିଜ ଇପିଏଫ ବାଲାନ୍ସ ଦେଖି ପାରିବେ । 

 

୩. UMANG ଆପରେ ମଧ୍ୟ ଚେକ୍ କରିପାରିବେ ବାଲାନ୍ସ

 

ଆପଣ ପ୍ରଥମେ ଉମଙ୍ଗ ଆପ ଖୋଲନ୍ତୁ ।  ଏହା ପରେ ଇପିଏଫ ରେ କ୍ଲିକ କରନ୍ତୁ ।  ଏବେ ଆପଣ ଅନ୍ୟ ପେଜରେ ଏମ୍ପ୍ଲୋଇ-ସେଣ୍ଟ୍ରିକ୍ ସର୍ଭିସ୍ ଉପରେ କ୍ଲିକ୍ କରନ୍ତୁ ।ତାପରେ ଆପଣ ପାସବୁକ ଉପରେ କ୍ଲିକ କରନ୍ତୁ । ଏହା ପରେ ନିଜର  ୟୁଏଏସ୍ ନମ୍ବର ଓ ପାସୱର୍ଡ (ଓଟିପି) ଦିଅନ୍ତୁ  । ଓଟିପି ଆପଣଙ୍କ  ମୋବାଇଲ ନମ୍ବରକୁ ଆସିବ । ଏହା ପରେ ଆପଣ ନିଜ ପିଏଫ୍ ବାଲାନ୍ସ ଦେଖି ପାରିବେ । 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *