ମୁଖ୍ୟମନ୍ତ୍ରୀ ନବୀନ ଓମିକ୍ରନ ପାଇଁ ଖୋଲିଲେ ମୁଁହ । ରାଜ୍ୟ ବାସୀ ଙ୍କୁ ଏମିତି କହିଲେ ନବୀନ…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓମିକ୍ରନ କୁ ନେଇ ଭୟ ବଢୁଛି । ତେବେ ବର୍ତ୍ତମାନ ସମୟ ରେ ଓମିକ୍ରନ କୁ ନେଇ ରାଜ୍ୟ ବାସୀ ଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଓମିକ୍ରନ କୁ ନେଇ ବର୍ତ୍ତମାନ ସମୟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀ ମାନଙ୍କ ସୁରକ୍ଷା ପାଇଁ କେଉଁ ସବୁ କଥା କହିଛନ୍ତି , ଆସନ୍ତୁ ଜାଣି ନେବା ।

 

ତେବେ ବର୍ତ୍ତମାନ ସମୟ ରେ କରୋନା ନିୟମ ପାଳନ କରିବା ସହିତ ସତର୍କ ରହିବାକୁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବର୍ତ୍ତମାନ ସମୟ ରେ କୋଭିଡ ର ନୂଆ ଭାରିଆଣ୍ଟ ଓମିକ୍ରନ ଦୃତ ବେଗ ରେ ବ୍ୟାପିବାରେ ଲାଗୁଛି । ତେବେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି , ଦରକାର କାର୍ଯ୍ୟ ଥିଲେ ବାହାରକୁ ଯିବା , ଆଉ ବାହାରକୁ ଯିବା ସମୟ ରେ ସର୍ବଦା ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ।

 

ତେବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଙ୍କୁ କହିଛନ୍ତି ଯେ , ପ୍ରତିଟି ଜୀବନ ଆମ ପାଇଁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ସତର୍କତା ଅବଲମ୍ବନ କରି ଏହି ତୃତୀୟ ଲହର କୁ ସାମ୍ନା କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ଯେ ,ଆପଣ ମାନଙ୍କ ସହଯୋଗ ରେ ଆମେ ଦୁଇଟି ଲହର କୁ ପାର କରି  ପାରିଛୁ ଆଉ ଆଗକୁ ମଧ୍ୟ ଆପଣ ମାନଂକ ସହଯୋଗ ରେ ଏହି ତୃତୀୟ ଲହର କୁ ମଧ୍ୟ ପାର କରିବା ବୋଲି ମୁଁ ଆଶା କରୁଛି ।

 

ତେବେ ବର୍ତ୍ତମାନ ସମୟ ରେ କରୋନା ନିୟମ ପାଳନ କରିବା ସହିତ ରାଜ୍ୟବାସୀ ଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବର୍ତ୍ତମାନ ସମୟ ରେ ଓମିକ୍ରନ ବହୁତ୍ କ୍ଷୀପ୍ର ବେଗ ରେ ବୃଦ୍ଧି ପାଇବାରେ ଲାଗିଛି ଆଉ ଏଥିପାଇଁ ଆମ ମାନଙ୍କୁ ସତର୍କ ହୋଇ ରହିବାକୁ ହେବ । ବିନା କାର୍ଯ୍ୟ ରେ ବାହାରକୁ ଯାଆନ୍ତୁ ନାହିଁ ଏବଂ ସବୁବେଳେ ମାସ୍କ୍ ବ୍ୟବହାର କରନ୍ତୁ । ତେବେ ସମସ୍ତଙ୍କ ସହଯୋଗ ରେ ଏହି ଲହର କୁ ମୁକାବିଲା କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *