ମାଡି ଆସୁଛି ଆଉ ଏକ ପ୍ର-ଳ-ୟ-ଙ୍କ-ରୀ ବାତ୍ୟା, ଏହି ତାରିଖରେ ଓଡିଶାରେ ସ୍ଥଳଭାଗ ଛୁଇଁବ ବାତ୍ୟା, ଦେଖନ୍ତୁ କଣ ସୂଚନା ଦେଲେ ପାଣିପାଗ ବିଭାଗ।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମାଡି ଆସୁଛି ଆଉ ଏକ ପ୍ର-ଳ-ୟ-ଙ୍କ-ରୀ ବାତ୍ୟା, ଏହି ତାରିଖରେ ଓଡିଶାରେ ସ୍ଥଳଭାଗ ଛୁଇଁବ ବାତ୍ୟା, ଦେଖନ୍ତୁ କଣ ସୂଚନା ଦେଲେ ପାଣିପାଗ ବିଭାଗ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣମାନେ ତ ଜାଣିଥିବେ ସାରା ବିଶ୍ଵରେ ଏବେ କେଉଁ ପ୍ରକାରର ପରିସ୍ଥିତି ଚାଲିଛି, ସାରା ବିଶ୍ଵ ଏବେବି କରୋନା ମହାମାରୀରେ ପୀ-ଡି-ତ ଅଛି ଆଉ ଅନେକ ଲୋକ ଏବେବି କରୋନା ଦ୍ୱାରା ଆର ପାରିକୁ ଚାଲି ଯାଇଛନ୍ତି। ବୈଜ୍ଞାନିକ ମାନେ ଲାଗିଛନ୍ତି ଏହାର ଭ୍ୟାକସିନ୍ ବାହାର କରିବା ପାଇଁ, ଏଥିପାଇଁ ଅନେକ ଭ୍ୟାକସିନ୍ ମଧ୍ୟ ବାହାରିଲାଣି ହେଲେ ଲୋକମାନେ ନେବା ପରେ ବି କରୋନାରେ ପୀଡିତ ହେଉଛନ୍ତି ଆଉ ପ୍ରା-ଣ ହରାଉଛନ୍ତି। ତେବେ ଏହି ସବୁ ମଧ୍ୟରେ ଲୋକଙ୍କ ପାଇଁ ବୋଝ ଉପରୃ ଲଳିତା ବିଡା ସାଜୁଛି ପ୍ରାକୃତିକ ବି-ପ-ର୍ଯ୍ୟ-ୟ। ଏହି କରୋନା ମ-ହା-ମା-ରୀ ସମୟରେ ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ସବୁ ଆସୁଛି, ତାହା ଲୋକ ମାନଙ୍କୁ ତଥା ସରକାର ମାନଙ୍କର ମଧ୍ୟ ଚିନ୍ତାର କାରଣ ହେଉଛି। ଏବେ ମଧ୍ୟ ବଙ୍ଗୋପସାଗରରେ ଏକ ବାତ୍ୟା ବସା ବାନ୍ଧିଛି, ଯାହାକି ଆନ୍ଧ୍ରପ୍ରଦେଶର କଳିଙ୍କପଟ୍ଟନମ୍ ରେ ସ୍ଥଳଭାଗ ଛୁଇଁଛି।ତେବେ ଆସନ୍ତୁ ଜାଣିବା ଏହି ବାତ୍ୟା ସମ୍ପର୍କରେ।
ବଙ୍ଗୋପସାଗର ହେଉଛି ବାତ୍ୟା ମାନଙ୍କର ଉତ୍ପତ୍ତିସ୍ଥଳ, ତେବେ ପ୍ରତିବର୍ଷ ଅକ୍ଟୋବର ମାସ ହେବା ମାତ୍ରେ ହିଁ ଉପକୂଳବର୍ତ୍ତୀ ଲୋକମାନେ ଭ-ୟ-ଭୀ-ତ ହୋଇ ଯାଉଛନ୍ତି। କାରଣ ପ୍ରତିବର୍ଷ ଆସୁଥିବା ବାତ୍ୟା ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଉଛି, ପ୍ରତିବର୍ଷ ସେମାନେ ଏହି ବାତ୍ୟା ଯୋଗୁଁ ନିଜର ଧନ ସମ୍ପତ୍ତି ହରାଉଛନ୍ତି। କିଛି ଘଣ୍ଟା ପାଇଁ ଆସୁଥିବା ଏହି ବାତ୍ୟା ନିଜର ତା-ଣ୍ଡ-ବ ରଚିଯାଉଛି ଆଉ ଲୋକମାନଙ୍କର ଧନଜୀବନକୁ ନଷ୍ଟ କରିଦେଇ ଯାଉଛି।
ପ୍ରତିବର୍ଷ ବଙ୍ଗୋପସାଗରରେ ସୃଷ୍ଟ ହେଉଥିବା ବାତ୍ୟା ଗୁଡିକୁ କେତେବେଳେ ଓଡିଶା ସମ୍ମୁଖୀନ କରୁଛି ତ ଆଉ କେତେବେଳେ ଆନ୍ଧ୍ରପ୍ରଦେଶ। ତେବେ ଏବେ ମଧ୍ୟ ଆଉ ଏକ ବାତ୍ୟା ଓଡିଶା ଆଡକୁ ମାଡି ଆସୁଛି, ବଙ୍ଗୋପସାଗରରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ତାହା ଲଘୁଚାପରେ ପରିଣତ ହୋଇ ସକ୍ରିୟ ହେବାର ବହୁତ ସମ୍ଭାବନା ରହିଛି। ସୂଚନା ଅନୁସାରେ ଦକ୍ଷିଣ ଚୀନ୍ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ଯୋଗୁଁ ଆଣ୍ଡାମାନରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ସକ୍ରିୟ ହେବା ପାଇଁ ସମୟ ଲାଗୁଛି। ଦୂର୍ଗା ପୂଜା ଶେଷ ବେଳକୁ ଅର୍ଥାତ୍ ଆଉ ପାଞ୍ଚ, ଛଅଦିନ ପରେ ୧୬ରୁ ୧୭ ତାରିଖ ମଧ୍ୟରେ ଏହା ଓଡିଶା ଆନ୍ଧ୍ର ମୁହାଁ ହୋଇ ସ୍ଥଳଭାଗ ଛୁଇଁପାରେ।
ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ, ତେବେ ଏହା ସ୍ଥଳଭାଗ ଠାରୁ ବହୁତ ଦୂରରେ ଥିବାରୁ ଏହାର ଗତିପଥ ମଧ୍ୟ ଜାଣି ହେଉନାହିଁ। ଉତ୍ତର ଆଣ୍ଡାମାନ ସାଗର ରେ ସୃଷ୍ଟି ଘୂର୍ଣ୍ଣିବଳୟ କୁ ଘନିଭୂତ ହେବାକୁ ଆହୁରୀ 24 ଘଣ୍ଟା ସମୟ ଲାଗିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବରୁ ଏହା ରବିବାର ଦିନ ଅର୍ଥାତ୍ 10 ତାରିଖ ଦିନ ଲଘୁଚାପ ର ରୂପ ନେବ ବୋଲି ଆକଳନ ହୋଇଥିବା ବେଳେ ସମୁଦ୍ର ମଧ୍ୟରେ 4 ରୁ 5 ଦିନ ରହିବା ପରେ ଏହା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ମୁହାଁ ହେବାର ସମ୍ଭାବନା ରହିଥିଲା । ହେଲେ ବର୍ତମାନ ସମୟ ରେ ଏହା ପ୍ରଷ୍ଟ ହୋଇନାହିଁ ଏହି ବାତ୍ୟା ସୃଷ୍ଟି ହେବ କି ନାହିଁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।