ବହୁ ଚର୍ଚ୍ଚିତ ସୁମିତ ତପଶ୍ୱନୀ ଘଟଣା । ନିଜ ଜାଲ ରେ ନିଜେ ଫଶିଲେ ସୁମିତ ଏବଂ ତାଙ୍କର ବାପା – ଜାଣନ୍ତୁ ସଂପୂର୍ଣ୍ଣ ଖବର ।

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ତପସ୍ୱିନୀ ଏବଂ ସୁମିତ ଙ୍କ ମାମଲା କୁ ନେଇ ସାମ୍ନା କୁ ଆସୁଛି ଏକ ବଡ ଖବର । ତେବେ ବର୍ତ୍ତମାନ ତପସ୍ୱିନୀ ଏବଂ ସୁମିତ ଙ୍କ ମାମଲା ରେ ଏକ ନୂଆ ମୋଡ଼ ଆସିଛି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବାପା ଏବଂ ପୁଅ ଉଭୟ କଣ କରିଛନ୍ତି ଯାହା ଦ୍ଵାରା କି ସେମାନେ ନିଜ ଜାଲ ରେ ନିଜେ ଫସି ଯାଇଛନ୍ତି ,ଆସନ୍ତୁ ଜାଣି ନେବା ।

ଯେତେବେଳେ ତପସ୍ୱିନୀ ଧାରଣା ରେ ବସିଥିଲେ ତାହାକୁ ସହୀ ପାରି ନଥିଲେ ବ୍ରହ୍ମପୁର ଲୋକ ମାନେ । ତେବେ ବ୍ରହ୍ମପୁର ର ମହିଳା ମାନେ ସୁମିତ  ଙ୍କ ଘର ସମ୍ମୁଖ ରେ ଏକଜୁଟ ହୋଇଥିଲେ । ଏହା ପରେ ସେମାନେ ସୁମିତ ଙ୍କ ଘର କବାଟ କୁ ପେଲି ପେଲି ଭାଙ୍ଗି ଦେଇଥିଲେ ଆଉ ଏହା ପରେ ସୁମିତ ଙ୍କ ଘରର ପ୍ରଥମ ଗେଟ୍ କୁ ଭିତରକୁ ତପସ୍ୱିନୀ କୁ ନେଇ ପ୍ରବେଶ କରିଥିଲେ । ତେବେ ଏହି ଘଟଣା ପାଇଁ ମଧ୍ୟ 144 ଧାରା ଜାରି କରାଯାଇଥିଲା ।

ଆଉ ଏହି ଘଟଣା ପାଇଁ ବର୍ତ୍ତମାନ ଚାଲିଛି ବହୁତ୍ କିଛି ପାଲା । ଆଉ ଏହି ଗେଟ୍ କୁ ଭାଙ୍ଗିବା ପରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ସୁମିତ । ତେବେ ଆଗରୁ କାହାର ଦେହ ଖରାପ ହେଉ ନଥିଲା କିନ୍ତୁ ବର୍ତ୍ତମାନ ସମସ୍ତଙ୍କର ଦେହ ଖରାପ ହୋଇ ଯାଉଛି । ତେବେ ତାଙ୍କ ଘରର ତାଲା ଭଙ୍ଗା ସରିବା ପରେ ତପସ୍ୱିନୀ ରହିଛନ୍ତି ସୁମିତ ଙ୍କ ଘର ସାମ୍ନା ରେ ।

ଆଉ ତାଙ୍କ ଗେଟ୍ ପାଖରେ ଲାଗିଛି ସିସି ଟିଭି କ୍ୟାମେରା। ଆଉ ସେହି କ୍ୟାମେରା ଉପରେ ଧଳା କପଡା ପକାଇ ଦେଇଛନ୍ତି ତପସ୍ୱିନୀ । ଆଉ ସେଥିପାଇଁ ମଧ୍ୟ ଅଭିଯୋଗ କରିଛନ୍ତି ତପସ୍ୱିନୀ ଙ୍କ ସସ୍ୱର । ତେବେ ଯେହେତୁ ତପସ୍ୱିନୀ ଗେଟ୍ ସାମ୍ନା ରେ ବସିଛନ୍ତି ଆଉ ତପସ୍ୱିନୀ ପ୍ରତିଦିନ ତାଙ୍କର ନିତ୍ୟକର୍ମ ବି ସେଠାରେ କରୁଛନ୍ତି ସେଥିପାଇଁ ସୁମିତ ଙ୍କ ପରିବାର ଲୋକ ମାନେ ନ ଦେଖନ୍ତୁ ସେଥିପାଇଁ ତପସ୍ୱିନୀ କ୍ୟାମେରା ଉପରେ କପଡା ପକାଇ ଦେଇଥିଲେ ।

ତେବେ ତପସ୍ୱିନୀ କ୍ୟାମେରା ଉପରେ କପଡା ପକାଇ ଦେଇଥିବା କାରଣ ରୁ ସୁମିତ ଙ୍କ ବାପା ଗଣ ମାଧ୍ୟମ ଏବଂ ଆରକ୍ଷୀ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଥିଲେ । ଆଉ ଯେହେତୁ  ତପସ୍ୱିନୀ ଜଣେ ମହିଳା ତାଙ୍କର ପ୍ରାଇଭେଟ୍ ପାଇଁ ସେ ଏପରି କପଡା ପକାଇ ଦେଇଛନ୍ତି । ତେବେ ତାଲା ଭଙ୍ଗା ଯିବା ପରେ ବାପା ଓ ପୁଅ ଙ୍କ ଗୋଟେ ଗୋଟେ କଥା ସାମ୍ନା କୁ ଆସୁଛି । ତେବେ ସେହି ସିସି ଟିଭି କଥା କୁ ନେଇ ବର୍ତ୍ତମାନ ବାପା ଏବଂ ପୁଅ ଉଭୟ ନିଜ ଜାଲ ରେ ନିଜେ ଫସି ଯାଇଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *