ଖୋଲା ରେ ଲୁଗା ଚେଞ୍ଜ କରିଥାନ୍ତା ତପଶ୍ୱନୀ ? ଫୁଣି Video ଭାଇରଲ କଲେ ମଧୁଛନ୍ଦା…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁମିତ ଏବଂ ତପସ୍ୱିନୀ ଙ୍କ ମାମଲା ବେଶ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ବର୍ତ୍ତମାନ ସମୟ ରେ ଏହି ମାମଲା ରେ ଆସିଛି ଏକ ନୂଆ ମୋଡ଼ ।  ବର୍ତ୍ତମାନ ସମୟ ରେ ତପସ୍ୱିନୀ ଏବଂ ସୁମିତ ଙ୍କ ମାମଲା କୁ ନେଇ ମୁହଁ ଖୋଲିଛନ୍ତି ମଧୁଛନ୍ଦା ଆଉ ସୁମିତ ଙ୍କୁ କହିଛନ୍ତି ଏହି ସବୁ କଥା। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମଧୁଛନ୍ଦା କେଉଁ ସବୁ କଥା ସୁମିତ ଙ୍କୁ କହିଛନ୍ତି, ଆସନ୍ତୁ ଜାଣି ନେବା ।

 

ତେବେ ମଧୁଛନ୍ଦା ଏହା କହିଛନ୍ତି ଯେ , ଲୋକ ମାନଙ୍କୁ ଫସେଇବା ତ ଆପଣଙ୍କ ଜନ୍ମ ଗତ ଅଭ୍ୟାସ ହୋଇଥିବ। କହିଛନ୍ତି ଯେ ତପସ୍ୱିନୀ କ୍ୟାମେରା ଉପରେ ଧଳା କପଡା ନ ପକାଇ କଣ ଲୁଗା ପିନ୍ଧି ଥାନ୍ତେ । ଏହା ମଧ୍ୟ କହିଛନ୍ତି ଯେ ,ଯେଉଁ ଦିନ ସେ ବାହା ହୋଇ ଯାଇଥିଲେ ସେତେବେଳେ ତ ଆପଣ ତାଙ୍କୁ ପୁରା ପ୍ରାଇଭାସି ଦେଇଥିଲେ ,ଆଉ ଏବେ କଣ ହୋଇଗଲା । ତୁମକୁ ଲାଜ ଲାଗୁନି ଟିକେ ଘରେ ବସି ଭିଡିଓ ଛାଡ଼ିବାକୁ । ସ୍ତ୍ରୀ ଏତେ ଶୀତ ରେ ବାହାରେ ରହୁଛି ଆଉ କ୍ୟାମେରା ଆଗରେ କପଡା ପକାଇ ଲୁଗା ଚେଞ୍ଜ କରୁଛି ,ସେଇ ତ ଦିନେ ଆପଣଙ୍କର ସ୍ତ୍ରୀ ଥିଲା ।

 

ଆଉ ଯଦି ସେ କ୍ୟାମେରା ଆଗରେ ଟିକେ ଲୁଗା ପକାଇ ଦେଲା ,କଣ ହୋଇଗଲା । ଆଉ ଏଥିପାଇଁ ତୁମେ ଏବଂ ତୁମ ବାପା ଯାଇ ତପସ୍ୱିନୀ ଙ୍କ ନାମ ରେ ଅଭିଯୋଗ ଦାଖଲ କରିଦେଇଛ । ତପସ୍ୱିନୀ କ୍ୟାମେରା ଆଗରେ ଲୁଗା ପକାଇ ଚେଞ୍ଜ କରି ନଥାନ୍ତା ଆଉ କଣ ପୁରା ଖୋଲାଖୋଲି ଭାବରେ ଲୁଗା ଚେଞ୍ଜ କରିଥାନ୍ତା। ଆପଣ ସେହି ଭିଡିଓ କୁ ନେଇ ଭାଇରାଲ କରିଥାନ୍ତେ ନା ସେହି ଭିଡିଓ ଦ୍ଵାରା ତାଙ୍କୁ କେଉଁଠି ନା କେଉଁଠି ଫସେଇ ଦେଇଥାନ୍ତ ।

 

କହିଛନ୍ତି ଯେ ଫସେଇବା ତ ଆପଣଙ୍କ ଜନ୍ମଗତ ଅଭ୍ୟାସ ହୋଇଥିବ । ତପସ୍ୱିନୀ ଭଳିଆ ଝିଅ କୁ ଫସେଇ ଏବଂ ବାହା ହୋଇ ଯେତେବେଳେ ପୁରୀ ରେ ନେଇ ରଖିଥିଲ ,ସେତେବେଳେ ବି ଫସେଇକି ନେଇଥିଲେ ।କଣ ହୋଇଗଲା ଯଦି ସେ କ୍ୟାମେରା ଆଗରେ ଲୁଗା ପକାଇ ଦେଲେ । ଆଉ କଣ ଆପଣ ମାନେ ଘରେ ବସି ସବୁ ଉପଭୋଗ କରିଥାନ୍ତେ । ଶେଷ ରେ କହିଛନ୍ତି ଯେ ,ସେ କ୍ୟାମେରା ଆଗରେ କପଡା କଣ ପକାଇଲା ଆଉ ଗେଟ୍ କଣ ଭାଙ୍ଗିଲା ,ସେ ଆପଣଙ୍କ ଘର ଦ୍ବାର ଚୁନା କରିଦେବା କଥା ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *