ବଡ ଦୁଃଖଦ ଖବର । ସିନେ ଜଗତ ହରେଇଲେ ଆଉ ଜଣେ ଅଭିନେତା ଙ୍କୁ …ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏବେ ଚଳଚିତ୍ର ଜଗତ ରୁ ଆସିଲା ବଡ ଦୁଖଃଦ ଖବର ଏହି  ଅଭିନେତା ଙ୍କ ହଠାତ ପରଲୋକ ହେଲା । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବାସ୍ତବିକ ଭାବରେ ଯେତେବେଳେ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି । ସେମାନେ ତାଙ୍କର ପ୍ରିୟ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ । ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାନ୍ତି । ଅଭିନୟ ଜଗତର କଳାକାର ମାନେ ସାଧାରଣତଃ ସୋସିଆଲ ମିଡ଼ିଆରେ ଜଡ଼ିତ ହୋଇ ରହିଥାନ୍ତି । ତାହା ଓଲିଉଡ଼ ହେଉ ବା ବଲିଉଡ଼ ହେଉ ବା ଟଲିଉଡ଼ ସମସ୍ତେ ଏହା ସହିତ ଯୋଡ଼ିତ ରହିଥାନ୍ତି । କଳାକାର ସେମାନଙ୍କର ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ, ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରିଥାନ୍ତି । ସେମାନେ ତାଙ୍କର ଜୀବନ ଶୈଳୀ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । 

 

ତେବେ ଆପଣ ମାନେ ସମସ୍ତେ ନିହାତି ଭାବରେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତିର ଦେଶ । ଭାରତ ସବୁଆଡ଼େ ନିଜର କଳା ଓ ପାରଦର୍ଶିତା ଦେଖାଇ ନିଜର କଳା ଦ୍ୱାରା ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଏଥିମଧ୍ୟରୁ କିଛି ଅଭିନେତା ଆମ ମାନଙ୍କୁ ଛାଡ଼ି ଚାଲି ଯାଇଛନ୍ତି ତ ଆଉ କିଛି ଅଭିନେତା ଙ୍କ ଯିବା ଆମକୁ ପସନ୍ଦ ନୁହେଁ । କିଛି ଅଭିନେତା ତାଙ୍କର କଳା କୃତି ମାଧ୍ୟମରେ ଏମିତି କିଛି କଳା ଦେଖାଇଥିଲେ ଯାହାକୁ ଲୋକମାନେ ଏବେ ମଧ୍ୟ ମନେ ରଖିଛନ୍ତି । ସେଗୁଡିକୁ ବେଶ୍ ପସନ୍ଦ କରୁଥିଲେ ଏବଂ ଲୋକମାନେ ବହୁତ ଭଲ ପାଇବା ମଧ୍ୟ ଦେଇଥିଲେ ।

 

ତେବେ ବର୍ତ୍ତମାନ ଗୋଟିଏ ଆପଣଙ୍କ ପାଇଁ ଦୁଃଖ ଖବର ଆସି ପହଞ୍ଚିଛି । ଆଉ ତାହା ହେଲା ହସପିଟାଲ ରେ ମୃତ୍ୟୁ ବରଣ କରିଛନ୍ତି ସେହି ବରିଷ୍ଠ ଅଭିନେତା । ତେବେ ସେ ହେଉଛନ୍ତି ଶଙ୍କର । ତେଲୁଗୁ ଇଣ୍ଡଷ୍ଟ୍ରି ରେ ଶଙ୍କର ଙ୍କ ପରଲୋକ ଘଟିଛି । ସେ କୋରନା ରେ ପୀଡିତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ତାଙ୍କର ଅର୍ଥ ଅଭାବରୁ ଶଙ୍କର ଙ୍କ ଚିକିତ୍ସା ଠିକ୍ ଭାବରେ ହୋଇ ପାରୁନଥିଲା ବୋଲି ପରିବାର ବର୍ଗ କହିଛନ୍ତି । ତାଙ୍କ ଏଭଳି ଅଚାନକ ପରଲୋକରେ ତାଙ୍କର ପୁରା ପରିବାର ଭାଙ୍ଗି ପଡ଼ିଛନ୍ତି । ଏହି ଦୁଃଖଦ ଘଟଣା ନେଇ ବଲିଉଡ଼ ଅଭିନେତା ସନୁ ସୁଦ୍ ଏକ ଟୁଇଟ୍ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେବା ସହିତ ସେ ବହୁତ ଦୁଃଖ ପ୍ରକାଶ କରିବା ର ନଜର ଆସିଥିଲେ । 

 

ତେବେ ଶଙ୍କର ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ର ର କୋରିଓଗ୍ରାଫ୍ କରିଥିଲେ ଏବଂ ଅଭିନୟ ମଧ୍ୟ କରିଥିଲେ । ଶଙ୍କର ଶିବ ଶଙ୍କର ହେଉଛନ୍ତି ଜଣେ ଭଲ କୋରିଓଗ୍ରାଫର । ତାହା ସହିତ ଅଭିନୟ ଲାଇନ୍ ରେ ଶଙ୍କର ନିଜର କ୍ୟାରିୟର ଗଢ଼ିଛନ୍ତି ଏବଂ ଲୋକମାନେ ମଧ୍ୟ ତାଙ୍କ ଅଭିନୟ କୁ ବହୁତ ପସନ୍ଦ କରୁଥିଲେ । ବେଳେ ବେଳେ ସେ କମେଡ଼ିଆନ୍ ଅଭିନୟ କରିବାର ନଜର ମଧ୍ୟ ଆସିଛନ୍ତି । ଏବେ ତାଙ୍କୁ ହରାଇ ତାମିଲ ଇଣ୍ଡଷ୍ଟ୍ରି ସହ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ଦୁଃଖ ର ଛାୟା ଖେଳିଯାଇଛି । ସେ ସମସ୍ତଙ୍କର ଗୁରୁ ଥିଲେ ତେଣୁ ସମସ୍ତେ ତାଙ୍କ ଆତ୍ମା ର ସଦଗତି ପାଇଁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *