ଏବେ ଏବେ ଆସିଲା ବଡ ଖବର । Saru ଖାଁ ଗୁରୁତର । ଏମିତି ଅବସ୍ଥାରେ ICU ରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଜାଣନ୍ତୁ ଏକ ଆଶ୍ଚର୍ୟ୍ଯ ଖବର, ଆଇସିୟୁ ରେ ଭର୍ତ୍ତି ହେଲେ ଶାହାରୁଖ ଖାନ୍ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବେଳେ ବେଳେ  ଆମ ସମାଜ ରେ ଏମିତି ସବୁ ଘଟଣା ଘଟେ ଯାହା ପାଇଁ ଆମ ଚକିତ ହୋଇ ଯାଉ। ତେବେ ଦେଶ ଯେତେ ଆଗକୁ ଯାଉଛି। ଦେଶ ରେ ଅ-ନ୍ୟା-ୟ, ଦୁ-ର୍ନୀ-ତି ବଢ଼ିବା ରେ ଲାଗିଛି।ଲୋକ ମାନେ ସତ ବାଟ ଛାଡି ଅ-ସ-ତ. ବାଟ ଆଡକୁ ଆଗେଇ ଯାଉଛନ୍ତି। ଯାହା ପାଉ ଦେଶ ରେ ଅ-ନ୍ୟା-ୟ ବଢ଼ି ଯାଇଛି। ତେବେ ଏହା ଯେତେ ରୋକିବା କୁ ଚେଷ୍ଟା କରା ଯାଉଛି ତାହା ଦିନ କୁ ଦିନ ବଢ଼ିବା ରେ ଲାଗିଛି। ଲୋକ ମାନେ ଅଧିକ ପଇସା ଲୋଭ ରେ ଅବାଟ ଆଡକୁ ଗତି କରୁଛନ୍ତି। ଯାହା ତାଙ୍କ ପାଇଁ ବି-ପ-ଦ ସୃଷ୍ଟି କରୁଛି। ତେବେ ଏମିତି ଘଟଣା ଅନେକ ସମୟ ରେ ଦେଖିବାକୁ ମିଳେ। 

 

ଏବେ ଦେଶ ରେ ଡ୍ର-ଗ୍ସ କୁ ନେଇ ସବୁ ଆଡେ ଚର୍ଚ୍ଚା ଚାଲିଛି। ଅନେକ ଲୋକ ଏହି ଡ୍ର-ଗ୍ସ ବ୍ୟପାର ରେ ବୁଡି ରହି ଅଧିକ ଟଙ୍କା ଲୋଭ ରେ ଲୋକ ଙ୍କ ଜୀବନ ସହ ଖେଳୁ ଛନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ଡ୍ରଗ୍ସ ଆମ ଶରୀର ପାଇଁ କେତେ କ୍ଷ-ତି-କା-ର-କ । ତଥାପି ଲୋକ ମାନେ ଏହାର ବ୍ୟବସାୟରେ ବୁଡି ରହୁଛନ୍ତି। ତେବେ ଏହି କାରବାର ରେ ପିଲା ଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବୁଡି ରହିଛନ୍ତି। ତେବେ ଦେଖିବା କୁ ଗଲେ ପ୍ରତି ଦିନ ଏହି ଡ୍ର-ଗ୍ସ ବେପାରୀ ମାନଂକୁ ଆରକ୍ଷୀ ଅଧିକାରୀ ଧରି ହା-ଜ-ତ ରେ ପୁରଉଛି। ତେବେ ଏହି ଡ୍ର-ଗ୍ସ ମାମଲା କୁ ନେଇ ଆଉ ଏକ ବଡ଼ ଘଟଣା ସମାନା କୁ ଆସିଛି। 

 

ତେବେ ଘଟଣା ଟି ହେଉଛି ବଲିଉଡ଼ ର ଫେମସ ଅଭିନେତା ସାରୁଖାନ ଙ୍କ ପୁଅ ଆର୍ୟନ ଖାନ ଏହି ଡ୍ରଗ୍ସ ମାମଲା ରେ ଲିପ୍ତ୍ ଥିଲେ ବୋଲି ଆରକ୍ଷୀ ଅଧିକାରୀ ସନ୍ଧାନ କରି ଆର୍ଜ୍ୟନ୍ କୁ ଧରି ଛନ୍ତି। ତେବେ ସୂଚନା ମୁତାବକ ଆର୍ଜ୍ୟନ୍ ଡ୍ର-ଗ୍ସ କିଣୁ ଥିଲେ ଆଉ ତା ପରେ ବିକ୍ରି କରୁ ଥିଲେ। ତେବେ ଏହା ପାଇଁ ଆରକ୍ଷୀ ଅଧିକାରୀ ତାଙ୍କୁ ଗି-ର-ଫ କରିଛି। ତେବେ ସାରୁଖାନ ଙ୍କ ପୁଅ ହୋଇ ଥିବା ରୁ ଏହା ପାଇଁ ତାଙ୍କୁ ଅନେକ ଟ୍ରଲ ହେବା କୁ ପଡିଛି। ତେବେ ଆର୍ଯ୍ୟନ ଙ୍କୁ ଗି-ର-ଫ କରିବା ପରେ ଅନେକ ଚେଷ୍ଟା କରି ତାଙ୍କ ବେଲ ର ବ୍ୟବସ୍ତା କରିଥିଲେ କିନ୍ତୁ ତାଙ୍କୁ ବେଲ ମିଳିଲାନି । ଯାହା ପାଇଁ ସାରୁ ଖାନ ବହୁତ ଚିନ୍ତା ରେ ଅଛନ୍ତି। 

 

ଆଉ ଏବେ ସୁଚନା ମିଳିଛି କି ଶାରୁଖାନ ଏହି ଘଟଣା ପାଇଁ ବହୁତ ଅସୁସ୍ଥ ହୋଇ ପଡିଛନ୍ତି। ଆଉ ତା ପାଇଁ ସେ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ତେବେ ତାଙ୍କ ପୁଅ ଙ୍କ ଚିନ୍ତା ରେ ସେ ବହୁତ ଚିନ୍ତିତ ଥିଲେ। ଆଉ ଅନେକ କଥା  ଶୁଣିବା କୁ ପଡିଛି। ପୁଅ ର ଏହି କାର୍ଯ୍ୟ ପାଇଁ ସେ ବହୁତ ଦୁଃ-ଖି-ତ ମଧ୍ୟ ଥିଲେ। ସାରୁଖାନ ବଲିଉଡ଼ ର ଏକ ନାମି ଦାମୀ କଳାକାର୍ ।ତେବେ ତାଙ୍କର ଅ-ସୁ-ସ୍ଥ-ତା ଯୋଗୁ ଅନେକ ଲୋକ ତାଙ୍କ ସୁସ୍ଥ ଶରୀର ପାଇଁ ପ୍ରାଥନା କରୁଛନ୍ତି। ତେବେ ଏହି ଘଟଣା ଏବେ ସାରା ଦେଶ ରେ ବ୍ୟାପିବା ରେ ଲାଗିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *