କଲେଜ ସୁନ୍ଦରୀ କଲେ କଲେଜ ଭିତରେ ହଟ ଡ୍ୟାନ୍ସ । ଦେଖିଲେ ସମ୍ଭାଳି ପାରିବେନି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦୁଇଟି ଝିଅ ଙ୍କ ର ଏପରି ଅଜବ ପ୍ରକାର ର ନୃତ୍ୟ ଦେଖି ଆପଣ ମାନେ ଆଶ୍ଚର୍ୟ୍ଯ ହୋଇଯିବେ । ତେବେ କଣ ହୋଇଛି ଘଟଣା ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି । 

 

ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ବେଳେ ବେଳେ ଅନେକ ମଜାଦାର ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆନନ୍ଦ ପାଇଥାଉ । ତେବେ ଏପରି ମଜାଳିଆ ଭିଡିଓ ମଧ୍ୟ ଏକ କ୍ୟାମେରା ସାହାଯ୍ୟ ରେ ରେକର୍ଡ ହୋଇଥାଏ ।

 

ତେବେ ଆପଣ ମାନେ ଏହି ଖବର ଟି ଦେଖି ସରିଥିବେନି । ଦୁଇଟି କଲେଜ୍ ଛାତ୍ରୀ ଙ୍କୁ ନାଚ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଜୋର୍ ସୋର୍ ନିଆଁ ପରି ମାଡି ଚାଲିଛି । ତେବେ ଦୁଇଟି ଝିଅ ସଙ୍ଗୀତ ର ତାଳେ ତାଳେ ନାଚି ଚାଲିଛନ୍ତି । ଉଭୟ ଝିଅ ଗୋଟିଏ କଲେଜ୍ ରେ ପଢୁଥିବା ର ଜଣା ପଡ଼ିଛି ଓ ସେହି କଲେଜ୍ ରେ ଯେମିତି ସେହି ଦିନ କିଛି ଗୋଟିଏ ପ୍ରୋଗ୍ରାମ ଚାଲିଥିଲା ସେହି ଭଳି ଜଣା ପଡ଼ିଛି । 

 

ତେବେ ସେହି ଝିଅ ଦୁଇ ଜଣ ଯେମିତି ବହୁତ୍ ଦିନ ଆଗରୁ ନୃତ୍ୟ ଅଭ୍ୟାସ କରିଛନ୍ତି ଠିକ୍ ସେହି ଭଳି ପ୍ରଫେସନାଲ ନୃତ୍ୟ ଶିଳ୍ପୀ ପରି ନାଚୁଛନ୍ତି । ତାଙ୍କୁ ସେହି ସଙ୍ଗୀତ ଯେମିତି ମସଦୂଲ୍ କରି ଦେଇଛି ଠିକ୍ ସେହି ପରି ଲାଗୁଛି । ସେମାନେ ବହୁତ୍ ଭଲ ନୃତ୍ୟ ପରିବେଷଣ କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *