କଲେଜ୍ ଦିଦି ଙ୍କ ରସିକିଆ ଗୀତ ରେ ହଟ୍ ଡାନ୍ସ । ଦେଖିଲେ ଭିଡିଓ ଟି ଆପଣଙ୍କ ର ମଧ୍ୟ ଉଡ଼ିଜିବ ହୋସ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କଲେଜ୍ ଦିଦି ଙ୍କ ରସିକିଆ ଗୀତ ରେ ହଟ୍ ଡାନ୍ସ । ଦେଖିଲେ ଭିଡିଓ ଟି ଆପଣଙ୍କ ର ମଧ୍ୟ ଉଡ଼ିଜିବ ହୋସ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । ସମସ୍ତେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ତେଣୁ ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । 

 

ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ବେଳେ ବେଳେ ଅନେକ ମଜାଦାର ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆନନ୍ଦ ପାଇଥାଉ । ତେବେ ଏପରି ମଜାଳିଆ ଭିଡିଓ ମଧ୍ୟ ଏକ କ୍ୟାମେରା ସାହାଯ୍ୟ ରେ ରେକର୍ଡ ହୋଇଥାଏ ।ଏକ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ବେଶ୍ ନିଆ ଲଗାଇ ଦେଇଛି । କୌଣସି ଏକ କଲେଜ ରେ ଏକ ଶିକ୍ଷୟତ୍ରୀ ହଟ୍ ଡାନ୍ସ ରେ ଠୁମକା ଲଗାଉ ଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । କୌଣସି ଏକ କଲେଜ୍ ରେ ଏକ ପ୍ରୋଗ୍ରାମ ହେଉଥିଲା । 

 

ସେଠାରେ ଅନେକ ଛାତ୍ର ଓ ଛାତ୍ରୀ ତଥା ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏକ ଭୋଜି ର ମଧ୍ୟ ଆୟୋଜନ କରା ଯାଇଥିଲା । ତେବେ ଏକ ମିଟିଂ ପରେ ଆରମ୍ଭ ହୋଇଥିଲା ନାଚ ଗୀତ । ନାଚ ଗୀତ ହେଉଛି ଖୁସି ରହିବା ର ଏକ ମାଧ୍ୟମ ବୋଲି ଆମେ ସମସ୍ତେ ଜାଣିଚୁ । ତେବେ ଆରମ୍ଭ ହୋଇଥିଲା ନାଚ ଗୀତ । କିଛି ଛାତ୍ର ଛାତ୍ରୀ ଙ୍କ ନାଚ ଗୀତ ପରେ ଜଣେ ଶିକ୍ଷୟିତ୍ରୀ ଙ୍କୁ ନାଚିବାକୁ ଅନୁରୋଧ କରା ଯାଇଥିଲା । ତେବେ ସେ ବଲିଉଡ୍ ର ଏକ ହଟ୍ ସଙ୍ଗ ଟିପ ଟିପ ବର୍ଷା ପାଣି ରେ ନାଚ ଦେଖାଇଥିଲେ । ଯାହା ଅତ୍ୟନ୍ତ ହଟ୍ ଥିଲା।

 

ତେବେ ସେହି ଶିକ୍ଷୟିତ୍ରୀ ଜଣକ ଏକ ନୀଳ ରଙ୍ଗ ର ଶାଢ଼ୀ ପିନ୍ଧି ସେହି ହଟ୍ ସଙ୍ଗ ରେ ଠୁମକା ମାରିଥିଲେ । ଏହି ନାଚ କୁ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଥିଲେ କେହି ଜଣେ । ଅନେକ ଜଣ ତାଙ୍କ ନାଚ କୁ ଭିଡିଓ ମଧ୍ୟ କରିଥିଲେ । ତେବେ ଏହି ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ତାଣ୍ଡବ ରଚାଇଦେଇଚି । ପୁରା ନିଆ ଲଗାଇ ଦେଇଛି । ବଲିଉଡ ର ଏହି ହଟ୍ ସଙ୍ଗ ରେ ହଟ୍ ମେଡାମ ଙ୍କ ର ଏହି ହଟ୍ ଡାନ୍ସ ପୁରା ଧମାଲ କରି ଦେଇଚି । ତେବେ ଏହି ଭିଡିଓ କୁ ଅନେକ ରୁ ଅନେକ ଲୋକ ଦେଖିଛନ୍ତି ଓ ଅନେକ ସେର୍ ମଧ୍ୟ ହୋଇଛି । ନୀଳ ଶାଢ଼ୀ ରେ ମଧ୍ୟ ଶିକ୍ଷୟିତ୍ରୀ ଜଣକ ଆକର୍ଷିତ ମଧ୍ୟ ଲଗୁଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *