ତପଶ୍ୱନୀ ଓଗାଳିଲେ ସବୁ । ଗୋଟିଏ ବର୍ଷ ମୋ ସହ ଏକାଠି ସୋଇଲେ । ଏବେ ମୋ ସହ ….

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁମିତ ଏବଂ ତପସ୍ୱିନୀ ଙ୍କ ମାମଲା ବେଶ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତପସ୍ୱିନୀ ଙ୍କ ମାମଲା ରେ ସବୁବେଳେ କିଛି ନା କିଛି ନୂଆ ନୂଆ ତଥ୍ୟ ସାମ୍ନା କୁ ଆସୁଛି । ତେବେ ବର୍ତ୍ତମାନ ସମୟ ରେ ଏହି ମାମଲା ରେ ଆସିଛି ଏକ ନୂଆ ମୋଡ଼ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଥିବା ଘଟଣା ଟି ବିଷୟରେ ଆସନ୍ତୁ ଜାଣି ନେବା ।

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ତପସ୍ୱିନୀ ଏହା କହିଛନ୍ତି ଯେ ,ମୁଁ ବୁଝି ପାରୁନି ଗୋଟେ କଥା ସୁମିତ ଛୁଟି ଉପରେ ଛୁଟି କାହିଁକି ନେଉଛନ୍ତି ।ଯଦି ତାଙ୍କର ଦେହ ଖରାପ ଅଛି ତାହେଲେ ତାଙ୍କୁ କଣ ହୋଇଛି କାହିଁକି କହୁ ନାହାନ୍ତି । ଆଉ ଯଦି ଦେହ ଖରାପ ଅଛି ତାହେଲେ ସେ ବର୍ତ୍ତମାନ କେଉଁ ମେଡିକାଲ ରେ ଅଛନ୍ତି କାହିଁକି କହୁ ନାହାନ୍ତି । ତପସ୍ୱିନୀ ଏହା ମଧ୍ୟ କହିଛନ୍ତି ଯେ ,ସେ ଏହା ଶୁଣିବାକୁ ପାଇଛନ୍ତି ଯେ ସୁମିତ କୁଆଡେ ଆଗକୁ ଓଡ଼ିଶା ଛାଡ଼ି ପଳାଇବେ ।

 

ତପସ୍ୱିନୀ କହିଛନ୍ତି ଯେ , ମୁଁ ବୁଝି ପାରୁନି ଏହା ଯେ ,ସେ ମତେ ଭଲ ପାଇଲେ ତା ପରେ ମତେ ବାହା ହେଲେ ଆଉ ମୋ ସହ ରହିଲେ ବି ,ଆଉ ତା ପରେ ଏମିତି କଣ ହୋଇଗଲା ତାଙ୍କୁ ଏମିତି ନାଟକ କରିବାକୁ ପଡ଼ିଲା । ସୁମିତ କଣ ଚାହୁଁଛନ୍ତି ମୁଁ ବୁଝି ପାରୁନି । ତପସ୍ୱିନୀ କହିଛନ୍ତି ଯେ ,ସୁମିତ ଏହା ଭାବୁଛନ୍ତି ଯେ ଯାହା ବି ହେଇଯାଉ ନା କାହିଁକି ସେ ଆଉ ମତେ ନେବେ ନାହିଁ ।

 

ଆଉ ତପସ୍ୱିନୀ ବି ଏହା କହିଛନ୍ତି ଯେ ,ସୁମିତ ତୁମେ ଯାହା କରୁଛ କର ,ଯୁଆଡେ ଯିବା କଥା ଯାଅ ଯେତେ ହଇରାଣ କରୁଛ କର ହେଲେ ମୁଁ ଏହି ସ୍ଥାନ ରୁ ଯିବି ନାହିଁ । ଅନ୍ୟ ପଟେ କିନ୍ତୁ ତପସ୍ୱିନୀ ଙ୍କୁ ବାରଣ୍ଡା ରୁ ହଟାଇବା ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ସୁମିତ ଙ୍କ ପରିବାର । ସୁମିତ ଙ୍କ ମାଆ ଏବଂ ତାଙ୍କ ଜେଜେ ମାଆ ଘରୋଇ ହିଂ-ସା ଆଇନ୍ ଆଧାର ରେ SDGM କୋର୍ଟ ରେ ତାଙ୍କର ଓକିଲ ଜରିଆରେ ପିଟିସନ ଫାଇଲ କରିଛନ୍ତି ।

 

ତପସ୍ୱିନୀ ନିଜର ଶସ୍ଵର ଘର ସାମ୍ନା କୁ ଯେଉଁ ଭଳି ଅକ୍ତିଆର କରିଛନ୍ତି ,ତାହା ନିୟମ ବିରୁଦ୍ଧ ବୋଲି କୁହାଯାଇଛି । ଏହା ଦ୍ଵାରା ଘର ଲୋକ ଏବଂ ପାଖ ପଡୋଶୀ ନାନା ପ୍ରକାରର ଅସୁବିଧା ର ସମ୍ମୁଖୀନ ହେଉଥିବାର କୁହା ଯାଇଛି । ଅନ୍ୟ ପଟେ ତପସ୍ୱିନୀ ଙ୍କୁ ନ୍ୟାୟ ଦେବାକୁ କିଛି ନାଗରିକ ଜନ ସ୍ବାର୍ଥ ମାମଲା ରେ ଦାୟର କରିବାକୁ ପ୍ରସ୍ତୁତ ହେଉଥିବା ଜଣା ପଡ଼ିଛି। 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *