ବଡ଼ ଦୁଃଖଦ ଖବର । ସୁର ରାଉତରାୟ କହିଲେ କାନ୍ଦି କାନ୍ଦି ଆତ୍ମ ହୁତି ଦେବେ ତେବେ କଣ ରହିଛି ଏହା ପଛର ଘଟଣା ଚାଲନ୍ତୁ ଜାଣିବା।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୁର ରାଉତରାୟ କହିଲେ କାନ୍ଦି କାନ୍ଦି ଆତ୍ମ ହୁତି ଦେବେ ତେବେ କଣ ରହିଛି ଏହା ପଛର ଘଟଣା ଚାଲନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମେ ମାନେ ରାଜନୀତି ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ ।  ରାଜନୀତି କରିବା ପାଇଁ ହେଲେ ନିଜର ପରିଚୟ ନିଜକୁ ଗଢ଼ିବା ପାଇଁ ପଡ଼ିଥାଏ ।  ଆପଣ ମାନେ ରାଜନୀତି ର ସମସ୍ତ ଦଳ ବିଷୟରେ ଖୁବ୍ ଭଲ ଭାବରେ ପରିଚିତ ଥିବେ । କଂଗ୍ରେସ ର ସୁର ଭାଇଙ୍କୁ ମଧ୍ୟ ଚିନ୍ହିଥିବେ। ଯିଏ କି କାହାକୁ କେବେ ହେଲେ ଡରି ନଥାନ୍ତି । ସମସ୍ତଙ୍କୁ ମୁହଁ ସାମ୍ନା ରେ ସାମ୍ନା କରିଥାନ୍ତି । ସିଏ ନିଜେ ଦେବେ ଆତ୍ମାହୁତି ଆସନ୍ତୁ କଣ ରହିଛି କାରଣ ଜାଣିବା ।9

 

ରାଜନୀତି ଯାହା କରିବା ପାଇଁ ନିଜକୁ ସେତିକି ଯୋଗ୍ୟ ରଖିବା ଆବଶ୍ୟକ ହୋଇଥାଏ । କାହା କାନ୍ଧ ବ-ନ୍ଧୁ-କ ରଖି ଗୁ-ଳି କରିବା  ସମ୍ପୂର୍ଣ ରୂପେ ଭୁଲ । ଏହା ସହିତ ଭି ସବୁଠାରୁ ଅଧିକ ମାତ୍ରା ରେ ପରିଚିତ ଥିବେ କଂଗ୍ରେସ ଦଳ ସହିତ । ଯାହା କି ଇଂରାଜୀ ଶାସନ ଠାରୁ ଆରମ୍ଭ ହୋଇ ଏବେ ସୁଦ୍ଧା  କାର୍ଯ୍ୟ କାରୀ ହେଉଛି । ଏହି ଦଳ ସହିତ ଖୁବ୍ ଅଙ୍ଗାଙ୍ଗୀ ଭାବରେ ଯୋଡ଼ିତ ବୋଲି କହିବା ପାଇଁ ଗଲେ ଜଟଣୀ ବିଧାୟକ ସୁର ରାଉତରାୟ ।

 

ଏହି ଜଟଣୀ ବିଧାୟକ ସୁର ରାଉତରାୟ ଙ୍କୁ ଯେତେବେଳେ କିଛି କ୍ୟାମେରା ଆଗରେ କହିବା ପାଇଁ ପଡିଲେ ଭି ସେ ଡରି ନଥାନ୍ତି । ତେବେ ସୁର ରାଉତରାୟ ଆଜି ଗୋଟିଏ  ନୂଆ କଥା କହିବାର ସାମ୍ନା କୁ ଆସିଛନ୍ତି ସେ କାନ୍ଦି କାନ୍ଦି ଆଜି ଜନ ସାଧାରଣ ଙ୍କ ଆଗରେ ଗୋଟିଏ ଦୁଃଖ କଥା କୁ ପ୍ରକାଶ କରିଛନ୍ତି ତାହା ପୁଣି କାନ୍ଦି କାନ୍ଦି କହିଛନ୍ତି । ସୁର ଜେଜେଙ୍କ କହିବା କଥା ଅନୁସାରେ ତାଙ୍କ ଲୋକ ମାନଙ୍କ ଜାଗା କୁ ସରକାର ନେଇ ଯାଇଛନ୍ତି ଓ ଏହା ସହିତ ସୁର ରାଉତରାୟ କହୁଛନ୍ତି କି ଆମକୁ ନ୍ୟାୟ ଦିଅ । 

 

ଆମ ଜାଗା ଆମକୁ ଫେରେଇ ଦିଅ ଓ ଏହା ସହିତ ଜାଗା ର ପଟା ଓ ପାଉତି ମଧ୍ୟ ଫେରେଇ ଦିଅ । ଯଦି ନବୀନ ସରକାର ସେହି ଭଳି ନ କରିବେ ତେବେ ସହ ସହ ପୁରୁଷ ଆତ୍ମ ହୁତି ଦେବେ ବୋଲି ସୁର ରାଉତରୟ ଦାବି କରିଛନ୍ତି ଓ ସେ ମଧ୍ୟ ଏହି କଥା କହୁଛନ୍ତି କି ଯଦି କାହାର କିଛି ହୁଏ ପଛରେ ତାହା ହେଲେ ଶହ ଶହ ଜନ ସାଧାରଣ ଙ୍କ କ୍ଷତି ର ସମସ୍ତ ଦୋଷ ସରକାର ଙ୍କ ଉପରେ ନ୍ୟସ୍ତ ରହିବ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *