ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ CRICKET NEWS 24 କୁ ଆଜି ଆମେ ଜାଣିବା ଧୋନି କଣ କହିଲେ ଯେ ଯାହା ପାଇଁ BCCI କହିଲା ଧୋନି ତମକୁ ପାଇଁ ଆମେ ଗର୍ବିତ ଓ ତୁମକୁ ସତ ସଲାମ ।
ଧୋନି କ୍ରିକେଟ ଜଗତ ର ଏକ କିମ୍ବଦନ୍ତୀ । ତାଙ୍କ ଭଳି ଖେଳାଳି ପାଇଁ ଭାରତ ଆଜି ଗର୍ବିତ । NO.1 କ୍ୟାପଟେନ, କିପର, ଫିନିଷର, ଖାଲି ଏତିକି ନୁହେଁ ଧୋନି ଙ୍କ ରେକର୍ଡ କହିବାକୁ ଗଲେ ଗୋଟେ ବହି ବି କମ ପଡିଯିବ । ଧୋନି ଙ୍କ ଭଳି ଭଲ ଖୁବ ଶାନ୍ତ ମଣିଷ ବି ମିଳିବା କଷ୍ଟ ।
ଗତ କିଛି ଦିନ ତଳେ ଭାରତୀୟ ଦଳ ଘୋଷଣା ହୋଇଥିଲା ବିଶ୍ୱକପ 2021 T20 ପାଇଁ ଏଥିରେ 15 ଜଣିଆ ଦଳ, 3 ଷ୍ଟାଣ୍ଡ ବାୟ ଖେଳାଳି ଓ ଧୋନି ଙ୍କୁ ମେଣ୍ଟର ଭାବରେ ଘୋଷଣା କରାଯାଇଥିଲା । ଏହା କୁ ଖେଳାଳି ମାନେ କହିଥିଲେ BCCI କୁ ଧନ୍ୟବାଦ ଧୋନି ଙ୍କୁ ମେଣ୍ଟର କରିଥିବାରୁ । CAPTAIN KOHLI ମଧ୍ୟ ଖୁବ ଖୁସି ହୋଇଥିଲେ ।
ଆଜି ଧୋନି କହିଛନ୍ତି ଯେ ସେ ଭାରତ ବିଶ୍ୱକପ ଦଳ ମେଣ୍ଟର ପାଇଁ କୌଣସି ଅର୍ଥରାଶି ନେବେ ନାହିଁ । ଏହା BCCI ର ସେକ୍ରେଟାରୀ JAY ସାହ କହିଛନ୍ତି ଏହାକୁ ନେଇ ଏବେ ଧୋନି ଙ୍କୁ ସଲାମ କରିଛି BCCI । ସୋସିଆଲ ମିଡ଼ିଆ ରେ ମଧ୍ୟ ଧୋନି ଙ୍କ ଏହି ନିଷ୍ପତି କୁ ଖୁବ ପ୍ରଶଂସା କରା ଯାଉଛି ।
ଧୋନି ଙ୍କ ଏଭଳି ନିଷ୍ପତି ଆପଣଙ୍କୁ ଭଲ ଲାଗିଥିଲେ ତଳେ ଗୋଟିଏ LIKE ଧୋନି ଙ୍କ ପାଇଁ କରନ୍ତୁ ।