ବାତିଲ ହେଲା ପଞ୍ଚାୟତ ନିର୍ବାଚନ। ପ୍ରସ୍ତାବ କୁ ଦେଲା କ୍ୟାବିନେଟ୍ ମଞ୍ଜୁରୀ। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। କେଉଁ ରାଜ୍ୟ ସବୁ ପାଇଁ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାତିଲ ହେଲା ପଞ୍ଚାୟତ ନିର୍ବାଚନ। ପ୍ରସ୍ତାବ କୁ ଦେଲା କ୍ୟାବିନେଟ୍ ମଞ୍ଜୁରୀ। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ଦେଶ ରାଜ୍ୟ କୁ ଚଳାଇବା ପାଇଁ ସରକାର ରହିଛନ୍ତି।  ଆମ  ଦେଶ ରେ ଗଣତନ୍ତ୍ର ଶାସନ ଚାଲି ଥାଏ। ସାଧାରଣ ଜନତା ଙ୍କ ମତ ଅନୁସାରେ ରାଜ୍ୟ ରେ ବା ଦେଶ ରେ ସରକାର ବଛା ଯାଏ। ତେବେ ସେହି ସରକାର ମାନେ ଦେଶ ବା ରାଜ୍ୟ ର ଉନତି ଓ ଜନ ସାଧାରଣ ଙ୍କ କଥା ବୁଝିବାକୁ ଶପଥ କରି ଥାନ୍ତି। ତେବେ ଆମ ଦେଶ ରେ ବିଭିନ୍ନ ଜନ ଜାତିର ଲୋକ ବାସ କରି ଥାନ୍ତି। ସେଇ ଲୋକ ମାନଙ୍କ ପାଇଁ ବିଭିନ ପ୍ରକାର ସୁବିଧା ସୁଯୋଗ ରହିଛି। 

 

ତେବେ ଏଇ କିଛି ଦିନ ତଳେ ଖବର ଆସି ଥିଲା କି ଅନେକ ରାଜ୍ୟ ରେ ପଂଚାୟତ ନିର୍ବାଚନ ହେବ। କିନ୍ତୁ ଶୁଣିବା କୁ ମିଳୁଛି କି ମଧ୍ୟ ପ୍ରଦେଶ ରେ ପଂଚାୟତ ନିର୍ବଚନ କୁ ବାତିଲ କରା ଯାଇଛି। ତେବେ ଏହା ପାଇଁ ସୁପ୍ରିମକୋର୍ଟ ରୁ ମଧ୍ୟ ଅର୍ଡର ମିଳି ଯାଇଛି। ତେବେ ମଧ୍ଯ ପ୍ରଦେଶ ସରକାର ଏହି ପ୍ରସ୍ତାବ କୁ ଅନୁମୋଦନ କରିଛି । ଆଉ ଏହାର ଅନୁମୋଦନ ପାଇଁ ରାଜ୍ୟ ପାଳ ଙ୍କ ପାଖକୁ ପଠା ଯାଇଛି। 

 

ତେବେ କିଛି ଦିନ ତଳେ ବିଧାନ ସଭା ରେ  ଏଇ ସମ୍ପର୍କ ରେ ଏକ ସଂକଳ୍ପ ପରିଚାଳିତ ହେବା ପରେ ମଧ୍ୟ୍ୟ ପ୍ରଦେଶ ସରକାର ଏହି ଭଳି ନିଷ୍ପତି ନେଇଛନ୍ତି ।ତେବେ ସେପଟେ  ଅନ୍ୟାନ୍ୟ ପଛୁଆ ବର୍ଗ ଙ୍କୁ ସଂରକ୍ଷଣ ଦିଅ ନଯିବା କୁ ସୁପ୍ରିମକୋର୍ଟ ଅଡ଼ର୍  ଦେଇଛନ୍ତି।ତେବେ ଆଗାମୀ ବିଜ୍ଞପାନ ରେ ଜାରି ନିର୍ଧାରିତ କୋଟା ରୁ ଓବିସି କୁ ସଂଗ୍ରକ୍ଷଣ କରା ଯାଇଥିଲା ।ତେବେ ଏହା କୁ ନେଇ ସୁପ୍ରିମକୋର୍ଟ ରେ ଚ୍ୟାଲେଞ୍ଜ କରାଯିବ ପରେ ସୁପ୍ରିମକୋର୍ଟ ସେହି ସଂଗ୍ରକ୍ଷଣ କୁ ସାଧାରଣ ବର୍ଗ ଙ୍କ ପାଇଁ କରିବାକୁ କହିଥିଲା। 

 

ଏହି ବିଜ୍ଞପାନ ଜାରି ହେବ ପରେ ମଧ୍ୟ ପ୍ରଦେଶ ସରକାର ଆଉ ପଂଚାୟତ ନିର୍ବାଚନ କରିବା ସପକ୍ଷ ରେ ନାହାନ୍ତି ବୋଲି ଜଣା ପୋଡୁଛି।ତେବେ ଏ ନେଇ ସୁପ୍ରିମ କୋର୍ଟ ରୁ ବି ପିଟିସନ ଜାରି କରିବା ପରେ ଓବିସି ମାନଂକୁ ଛାଡି ନିର୍ବଚନ କରି ହେବ ନାହିଁ ବୋଲି କୋହିଛନ୍ତି ଶିବ ରାଜ ସରକାର।ତେବେ ସୁପ୍ରିମକୋର୍ଟଙ୍କର୍ ଏହି ଭଳି ନିଷ୍ପତି ସାଙ୍ଗ ଙ୍କୁ ଶିବ ରାଜ ସରକାର ଙ୍କ ର ଭଳି ରାୟ ଶୁଣିଲା ପରେ ଏହା ମଧ୍ୟ ପ୍ରଦେଶ ରାଜନୀତି କୁ  ଆହୁରି ଉସ୍ମ କରିଦେଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *