ପାଇଛନ୍ତି ତ 44,973 ଟଙ୍କା । ଯଦି ପାଇ ନାହାନ୍ତି ଜାଣନ୍ତୁ କେମିତି ପାଇବେ 44,973 ଟଙ୍କା…

 

 

ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଅଛୁ। ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସରକାର ନେଇ ଆସିଛନ୍ତି ଏକ ବଡ ଖୁସି ଖବର । କେମିତି ପାଇବେ 44,973 ଟଙ୍କା ।

 

ତେବେ ନିଜର ପତ୍ନୀ ଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ତାଙ୍କ ନାମ ରେ ଏକ NPS ଖାତା ଖୋଲି ପାରିବେ। ତେବେ ଆପଣଙ୍କ ସ୍ତ୍ରୀ ଙ୍କୁ ଯେତେବେଳେ 60 ବର୍ଷ ପୂରଣ ହେବ ସେତେବେଳେ NPS ଆକାଉଣ୍ଟ ଆପଣଙ୍କ ପତ୍ନୀଙ୍କୁ 1 ଲକ୍ଷ ଟଙ୍କା ଦେବ। କେବଳ ଏତିକି ନୁହେଁ ଏହା ସହିତ ମଧ୍ୟ ପ୍ରତି ମାସରେ ପେନ୍ସନ୍ ଭାବରେ ନିୟମିତ ଆୟ ମଧ୍ୟ ପାଇବେ ।ତେବେ ଆପଣଙ୍କ ପତ୍ନୀ ପ୍ରତି ମାସରେ କେତେ ପେନ୍ସନ୍ ପାଇବେ ତାହା ଆପଣ ଏକ NPS ଆକାଉଣ୍ଟ୍ ସହିତ ସ୍ଥିର କରି ପାରିବେ । 

 

ତେବେ ଆପଣଙ୍କ ପତ୍ନୀଙ୍କୁ 60 ବର୍ଷ ବୟସ ହେବା ପରେ ସେ ଟଙ୍କା ପାଇଁ କାହା ଉପରେ ନିର୍ଭରଶୀଳ ହେବେ ନାହିଁ। ତେବେ ଆପଣ ଏହି NPS ଏକାଉଣ୍ଟ ରେ ସୁବିଧା ପାଇବା ପାଇଁ ପ୍ରତି ମାସ ରେ କିମ୍ବା ବାର୍ଷିକ ଟଙ୍କା ଜମା କରି ପାରିବେ। ତେବେ ଆପଣ ନିଜ ପତ୍ନୀ ଙ୍କ ନାମ ରେ ଏହି ଆକାଉଣ୍ଟ ଖୋଲି ପାରିବେ, ଆଉ ଏକ ହଜାର ଟଙ୍କା ଦେଇ ଆକାଉଣ୍ଟ ଖୋଲି ପାରିବେ । ତେବେ ଯେତେବେଳେ 60 ବର୍ଷ ହୁଏ ସେତେବେଳେ ଏହି NPS ଖାତା ପରିପକ୍ଵ ହୁଏ ।

 

 

 ଆପଣ ନିଜ ପତ୍ନୀଙ୍କ ବୟସ 65 ବର୍ଷ ହେବା ପର୍ଯ୍ୟନ୍ତ NPS ଆକାଉଣ୍ଟ ଚଳାନ୍ତୁ ଆଉ ସେତେବେଳେ ମାସକୁ 45 ହଜାର ଟଙ୍କା ମିଳିବ। ତେବେ ଜାଣି ରଖନ୍ତୁ ଯେ, ଯଦି ଆପଣଙ୍କ ପତ୍ନୀ ଙ୍କୁ 30 ବର୍ଷ ଏବଂ ତାଙ୍କର ଏକାଉଣ୍ଟ ରେ ଆପଣ ମାନେ ମାସକୁ 5 ହଜାର ଟଙ୍କା ବିନିଯୋଗ କରନ୍ତି ତେବେ ବାର୍ଷିକ 10 ପ୍ରତିଶତ ରିଟର୍ଣ୍ଣ ପାଇବେ।ଆଉ ଏହି ଅବଧି ରେ ଆପଣଙ୍କ ପତ୍ନୀ ଙ୍କ 60 ବର୍ଷ ବୟସ ରେ ତାଙ୍କର ଆକାଉଣ୍ଟ ରେ ମୋଟ 1.12 କୋଟି ଟଙ୍କା ପାଇବେ ।

 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *