ଭୟଙ୍କର ଶସ୍ତା ହେଲା ଖାଇବା ତେଲ ଦର । ନୂଆ ରେଟ ଜାଣିଲେ ଖୁସି ହେଇଯିବେ ଆପଣ ବି…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ତେଲ ବୃଦ୍ଧିକୁ ନେଇ ନୂଆ ସୂଚନା । କମିଲା ତେଲ ଦର । ଆସନ୍ତୁ ନଜର ପକାଇବା ପୁରା ଘଟଣା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନର ଭାରତ ଅନେକ କ୍ଷେତ୍ରରେ ଆଗୁଆ ରହିଛି । କିନ୍ତୁ ଆର୍ଥିକ କ୍ଷେତ୍ରରେ ଭାରତ ଅନେକ ସଙ୍କଟରେ ଗତି କରୁଛି । ଆର୍ଥିକ ପରିସ୍ଥିତି ବର୍ତ୍ତମାନ ମାନ୍ଦାରେ ଆସି ପହଞ୍ଚିଛି । ବଜାରର ହାଲ୍ ଚାଲ୍ ଅନେକ କ୍ଷତି ସହୁଛି । ବ୍ୟବସାୟୀ ମାନେ ମଧ୍ୟ ନିଜ ମନ ମୁତାବକ ଦାମ୍ ନେଉଛନ୍ତି । ୨୦୨୦ ମସିହା ଠୁ ଭାରତରେ କରୋନା ଦିନକୁ ଦିନ ବଢ଼ିଚାଲିଛି , ତା ସହିତ ଭାରତ ସରକାର ମଧ୍ୟ ଏହି ଚେନ୍କୁ ଭାଙ୍ଗିବା ପାଇଁ ଲକଡାଉନ୍ କରିଚାଲିଛନ୍ତି ଯାହାର ଆସର ବର୍ତ୍ତମାନ ଆସି ବ୍ୟବସାୟ ବଜାରରେ ପଡ଼ିଛି । ଏଠି ସବୁକିଛି ଦର ଆକାଶ ଛୁଆଁ ହେଇଗଲାଣି । ଚିନି ଠାରୁ ଆରମ୍ଭ କରି ଲୁଣ, ତେଲ ପର୍ଯ୍ୟନ୍ତ ସବୁକିଛି ଉଚ୍ଚା ଦରରେ ବିକ୍ରି ହେଉଛି।  ଖାଉଟି ମାନେ ବର୍ତ୍ତମାନ ନାଜେହାଲ ଅବସ୍ଥାରେ ପଡିଛନ୍ତି । 

                         

ବର୍ତ୍ତମାନ ଭାରତ କରୋନା, ଲକଡାଉନ୍, ଆର୍ଥିକ ସଙ୍କଟ ଆଦି ମଧ୍ୟ ଦେଇ ଗତି କରୁଛି । ଗତ ୬ ମାସରୁ ବର୍ଷେ ମଧ୍ୟରେ ସବୁ କିଛି ସାମଗ୍ରୀ, ବିଶେଷ କରି ଖାଦ୍ୟ ସାମଗ୍ରୀ ଯେପରି ଖାଇବା ତେଲ, ଡାଲି, ଆଦି ଆକାଶ ଛୁଆଁ ଦର । ମାତ୍ର ୧ କିଲୋର ଦାମ ଯେଉଁଠି ୮୦-୯୦ ଥିଲା, ତାହା ଆସି ୧୯୦-୨୦୦ ରେ ପହଞ୍ଚିଲାଣି । ଛଅ ମାସ ଭିତରେ ୬୦ ପ୍ରତିଶତ ବୃଦ୍ଧି ପାଇଛି ରିଫାଇନ, ପାମୋଲିନ, ସୋରିଷ ତେଲର ଦର । କରୋନା ଯୋଗୁଁ ଆର୍ଥିକ ମାନ୍ଦା ଅବସ୍ଥା ଫଳରେ ସାଧାରଣ ଲୋକେ ଅନେକ ପ୍ରଭାବିତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ଏକ ଖୁସି ଜନକ ଖବର ଆସିଛି । ଗତ କିଛି ମାସ ହେବ ତେଲର ଦର ହ୍ରାସ ପାଇଛି । 

 

ସାଧାରଣତଃ ସନ୍ ଫ୍ଲାୱର୍ ତେଲକୁ ବ୍ୟବହାର କରିଥାନ୍ତି । ଭାରତର ପ୍ରାୟ ୭୦% ସନ୍‌ଫ୍ଲାୱାର ଅଏଲ୍ ଦକ୍ଷିଣ ଭାରତୀୟ ରାଜ୍ୟ ଓ ଓଡ଼ିଶାରେ ବ୍ୟବହାର କରିଥାନ୍ତି ବୋଲି ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌ସର ବରିଷ୍ଠ ଉପସଭାପତି  ପି ଚନ୍ଦ୍ରଶେଖର ରେଡ୍ଡି ସୂଚନା ଦେଇଛନ୍ତି । ଏହି କିଛି ମାସ ହେବ ତେଲର ଦର କମି ଯାଇଛି । ଭାରତ ସରକାର ଟିକସ ହ୍ରାସ ଭଳି ପଦକ୍ଷେପ ଗ୍ରହଣ କରିବାରୁ ତାହା ଫ୍ରିଡମ୍‌ ରିଫାଇନ୍‌ଡ ସନ୍‌ଫ୍ଲାୱାର ତେଲର  ମୂଲ୍ୟ ହ୍ରାସ କରିବାରେ ସହାୟକ ହୋଇଥିଲା । ଏହି ଖାଇବା ତେଲର ମୂଲ୍ୟ ୨୦% ହ୍ରାସ ପାଇଛି । ଆଗାମୀ ସଂକ୍ରାନ୍ତି ସମୟରେ ଏହାର ମୂଲ୍ୟ ବଢିବା ନେଇ ଆଶଙ୍କା ରହିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *