ଯୁବତୀ ଜଣଙ୍କ Atm ଭିତରେ କରିଦେଲେ ଏମିତି… ସୋସିଆଲ ମିଡିଆରେ ୧ କୋଟି ରୁ ଅଧିକ ଲୋକ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଏଟିଏମ୍  ଯୁବତୀ କାହିଁକି ସେଠାରେ ଏମିତି କାଣ୍ଡ କଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ବର୍ତ୍ତମାନ ର ସୋସିଆଲ ମିଡ଼ିଆ ଦୁନିଆ ରେ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ଏକ ଯୁବତୀ ଙ୍କ ନାଚିବାର ଭିଡ଼ିଓ ଯେଉଁଥିରେ କି ଦେଖିବାକୁ ମିଳୁଛି ଯେ, ସେ ଏଟିଏମ୍ ରେ ଟଙ୍କା  ଉଠାଇବା ପରେ ନାଚିବାକୁ ଲାଗିଲେ । ସେ ସେଠାରେ ନାଚି କରି ଯେତିକି ଖୁସୀ ହୋଇଛନ୍ତି ,ସେହି ଏଟିଏମ୍ ରେ ଥିବା ଅନ୍ୟ ଲୋକ ମାନେ ମଧ୍ୟ ତାଙ୍କର ନାଚ କୁ ଦେଖି ସେତିକି ଖୁସୀ ହୋଇଥିଲେ।

 

ଯୁବତୀ ଜଣଙ୍କ ଏମିତି ନାଚୁଛନ୍ତି ଯେ ତାଙ୍କୁ ଦେଖି ସମସ୍ତଙ୍କୁ ବେଶ୍ ହସ ଲାଗୁଛି ଏବଂ ତାଙ୍କର ଭି-ଡି-ଓ ରେ ବର୍ତ୍ତମାନ ବହୁତ୍ ମାତ୍ରା ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ସେହି ଯୁବତୀ ଜଣଙ୍କ ନାଚିବା ମଧ୍ୟରେ ଏଟିଏମ୍ ମେସିନ କୁ ମୁଣ୍ଡିଆ ମଧ୍ୟ ମାରୁଛି । ଯଦିଓ ସେହି ଯୁବତୀ ଜଣଙ୍କ ର ନାଚିବା ପଛ ର ଖୁସି କଣ ସଠିକ୍ ଭାବରେ ଜଣା ପଡ଼ି ନାହିଁ ତଥାପି ଏହା ଶୁଣିବାକୁ ମିଳୁଛି ଯେ ତାଙ୍କର ପ୍ରଥମ ସାଲାରି ପାଇ ସେ ଖୁସି ରେ ନାଚି ପକାଇଲେ ।

 

ସାଧାରଣତଃ ଯେତେବେଳେ ସାଲାରୀ ଆସିବ ବୋଲି ମୋବାଇଲ କୁ ମେସେଜ ଆସେ ସେ ସମୟ ର ଖୁସି କହିଲେ ନ ସରେ । ଆଉ ଯେତେବେଳେ ସେହି ଟଙ୍କା ଟି ହାତ କୁ ଆସେ ତାହା ତ କୌଣସି ସେଲିବ୍ରେଶନ ଠୁ ମଧ୍ୟ କମ୍ ନୁହେଁ । ଆଉ ଏହି ଭି-ଡି-ଓ ରେ ସେହିପରି କିଛି କଥା ପାଇଁ ଯୁବତୀ ଜଣଙ୍କ ନାଚି ଥିଲେ ବୋଲି ଏହା ଶୁଣିବାକୁ ମିଳୁଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *