ବାଘ ଲମ୍ପ ମାରିଲା ବାଇକ କୁ ଜଙ୍ଗଲ ରାସ୍ତାରେ । ଆସନ୍ତୁ ଦେଖିବା ସେହି ସମୟରେ ଦୃଶ୍ୟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାଘ କବଳରୁ ଅଳ୍ପକେ ବର୍ତିଲେ ଯୁବକ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦୁନିଆରେ ଏମିତି ଅନେକ କାମ ଘଟୁଛି ଯାହା ଶୁଣିଲେ ଆପଣ ମାନେ ଆସଚଯ୍ୟ ହେଇଯିବେ । ଆପଣ ମାନେ ଚଳଚ୍ଚିତ୍ରରେ ଦେଖିଥିବ ଜୀବଜନ୍ତୁ ମାନେ ଆକ୍ରମଣ କରିବାର  ଦେଖିଥିବେ। ହେଲେ ସେମିତି ଆମେ ଭାବୁ କେବଳ ଚଳଚ୍ଚିତ୍ର ଦୁନିଆରେ ହୁଏ କିନ୍ତୁ ନା ସେମିତି ରେଲ୍ ଦୁନିଆରେ ମଧ୍ୟ  ହେଉଛି। ଆସନ୍ତୁ ଜାଣିବା ସେମିତି କିଛି ଘଟଣା ଯାହା ଶୁଣିଲେ ଆପଣ ମାନଙ୍କର ହୋସ ଉଡ଼ିଯିବ। 

              

ଗୋଟେ ଜଙ୍ଗଲରେ ଜଣେ ଶିକାରୀଟି ଗୋଟେ ହାତୀ  ଉପରେ  ବସି ଜଙ୍ଗଲ ଭିତରେ ଶିକାର କରିବା ସମୟ ରେ ଗୋଟେ ବାଘର ହାବୁଡ଼ରେ ପତି ଯାଇଥିଲେ। ବାଘଟି ତାଙ୍କ ଆଡ଼କୁ ଖୁପ୍ କ୍ଷୀପ୍ର ବେଗରେ ମାଡ଼ି ଆସୁଥିଲା ଭାଗ୍ୟ ଭଲ ଥିବାରୁ ବାଘଟି ତାର ରାସ୍ତା ବଦଳରେ ଦେଇଥିଲେ । ଯାହା ଫଳ ରେ ତାଙ୍କ ଜୀବନ ବଞ୍ଚିଯାଇଥିଲା । ଠିକ୍ ସେହିଭଳି ବାଙ୍ଗାଲୋରରେ ଏକ ରାସ୍ତା ରେ କିଛି ଲୋକ କାରରେ ବସି ଯିବା ସମୟ ରେ ହଠାତ୍ ତାଙ୍କ କାରର ସାମ୍ନାକୁ ଏକ ବଡ଼ ବାଘ ଆସି ଯାଇଥିଲା ଭୟରେ ସେହି ଲୋକୋ ମାନେ ସେଠାରୁ ପୋଲାଇ ଆସିଥିଲେ ।

                 

ଜଣେ ଲୋକ ତାଙ୍କ ଘରେ ବାଘ ଛୁଆ ଓ ବାଘ ମାଟିକୁ ପାଳୁଥିଲେ । ଯେତେବେଳେ ଛୁଆଟିକୁ କ୍ଷୀର ପିଆଇ ସେହି ମଲିକ ଜଣ ମା ବାଘ ପାଖକୁ ଆସିଲେ ଓ କ୍ଷୀର ପିଆଇବାକୁ ଗୋଲେ ସେହି ମା ବାଘଟି ତ ମଲିକ ଉପରେ ଆକ୍ରମଣ କରିଥିଲା। ମାଲିକ ଜଣକ ସେଠାରୁ ତାଙ୍କ ପ୍ରାଣ ବଞ୍ଚାଇ ଦୌଡିବାକୁ ଲାଗିଥିଲେ । ଯାହା ଫଳରେ ତାଙ୍କ ଜୀବନଟି ବଞ୍ଚି ଯାଇଥିଲା । 

 

ଆଉ ଏକ ଘଟଣା ରେ ଏକ ନିଶବ୍ଦ ରାସ୍ତାରେ  ଅନେକ ରାତିରେ ଲୋକୋ ଯିବା ଆସିବା କରୁଥିଲେ ସେହି ସମୟ ରେ ଜଣେ ଲୋକୋ ବାଇକ୍ ରେ ସେହି ବାଟ ଦେଇ ଯାଉଥିଲେ। ହଠାତ୍ ସେହି ସମୟରେ ଗୋଟିଏ ବାଘ ପାଖରେ ଥିବା ଜଙ୍ଗଲ ଆଡ଼ୁ ବାହାରି ସେହି ଲୋକଟି ଉପରକୁ ଲମ୍ଫ ପ୍ରଦାନ କରିଥିଲା। ଆସନ୍ତୁ ଦେଖିବା ସମ୍ପୁର୍ଣ ଭିଡ଼ିଓ

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *