ଗ୍ରାହକ ଙ୍କ ପାଇଁ ଖୁସି ଖବର । ଭୟଙ୍କର ଶସ୍ତା ହେଲେ ସୁନା ଦର । ଏବେ ଏତିକି ଟଙ୍କା ରେ ମିଳିବ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭୟଙ୍କର ଶସ୍ତା ହେଲା ସୁନା ଦର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭାରତରେ ସେୟାର ବଜାରରେ ସବୁ ଜିନିଷର ମାତ୍ରା ବଢ଼ି ବଢି ଚାଳିଛି । ସେହି ପରି ବଜାର ରେ ସୁନା ଦାମରେ  କେତେକ  ହ୍ରାସ ଦେଖିବାକୁ ମିଳିଛି । ସେହିଭଳି ରୂପା ଦାମ ରେ ମଧ୍ୟ କିଛି ଦିନ ହେବ ହ୍ରାସ ଦେଖିବାକୁ ମିଳିଛି ।ସୂଚନାରୁ ଜଣ ପଢ଼ିଛି କି ସେହିପରି  ଦିଲ୍ଲୀର ସର୍ରୋଫା ବଜାରରେ ଆଜି ସୁନା ଦାମ ରେ ପ୍ରାୟ ୯୮ ଟଙ୍କା କମିଛି ବୋଲି କୁହାଯାଇଛି ।  

 

ସେହିପରି ରୂପା ଦାମରେ ଆଜି ୬୯୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି । ଗତ ଗୁରୁବାର ଦିନ ଦିଲ୍ଲୀ ସର୍ରୋଫା ବଜାରରେ  ସୁନା ଦାମ୍ ପ୍ରାୟ ୯୮ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ପାଇଥିବା  ସହିତ ୪୬,୬୮୮ ଟଙ୍କା ପ୍ରତି ୧୦ ଗ୍ରାମା ଯାଏ ସ୍ଥିର  ରହିଛି । ହୋଇଥିବା କାରବାରୀ ସେସନ ସମୟ ରେ ଦିଲ୍ଲୀ ସର୍ରୋଫା ବଜାର ରେ ସୁନା ୪୬,୭୮୬ ଟଙ୍କା ପ୍ରତି ୧୦ ଗ୍ରାମରେ ସ୍ତଗିତ ହୋଇଥିଲା । ସୁନା ଏବେ ନିଜ ଅଲଟାଇମ୍ ହାଇରୁ ୯୫୧୨ ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତାରେ ବିକ୍ରି ହେବ ବୋଲି ଜଣାପଡ଼ିଛି । 

 

ଅନୁସନ୍ଧାନରୁ ଜଣାପଡ଼ିଛି କି ସୁନା ସବୁଠୁ  ଅଲଟାଇମ୍ ହାଇ ଅଗଷ୍ଟ ୨୦୨୦ରେ ହୋଇଥିଲା । ସେହି ସମୟରେ ସୁନା ୫୬,୨୦୦ ଟଙ୍କା ପ୍ରତି ୧୦ ଗ୍ରାମ କୁ ଖସି ଆସିଥିଲା ।ଦିଲ୍ଲୀ ସର୍ରୋଫା ବଜାର ରେ ଗୁରୁବାର ଦିନ ରୂପା ଦାମ୍ ୬୯୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ରୂପ ୬୦,୦୨୪ ଟଙ୍କା ପ୍ରତି କିଗ୍ରା ରେ ରହିଛି   । ବାଣିଜ୍ୟିକ ସେସନ ରେ ରୂପା ୬୦,୭୨୩ ଟଙ୍କା ପ୍ରତି କିଗ୍ରାରେ ସ୍ଥିର ହୋଇଥିଲା ।

                    

ଏବେ ଆପଣମାନଙ୍କ ସୁବିଧା ପାଇଁ ସରକରକ ବାଟ ବାହାର କରିଛନ୍ତି । ଆପଣ ଘରେ ବସି ମଧ୍ୟ ଜାଣିପାରିବେ ସୁନା ଓ ରୂପାର ଦର । ଏଥିପାଇଁ ଆପଣଙ୍କୁ ଏହି ନମ୍ବର ୮୯୫୫୬୬୪୪୩୩ରେ ମିସ୍ଡ କଲ୍ ଦେବାକୁ ହେବ ମିଶା କଲ ଦେବା ପରେ ଆପଣଙ୍କ ଫୋନରେ ମେସେଜ୍ ଆସିଯିବ ଯେଉଁଥିରେ ଆପଣ ଲାଟେଷ୍ଟ ରେଟ୍ସ ଚେକ୍ କରିପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *