ମାଡ଼ି ଆସୁଛି ଆଉ ଏକ ବଡ଼ ବି-ପ-ଦ, ଦେଖ Video କେମିତି ତାରାତାରିଣୀ ମନ୍ଦିର ରେ ଘଟିଲା ଅଘଟଣ…

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମାଡ଼ି ଆସୁଛି ଆଉ ଏକ ବଡ଼ ବି-ପ-ଦ, ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଆମ ସମାଜ ରେ ଅନେକ ହିନ୍ଦୁ ଧର୍ମ ର ଲୋକ ରହି ଥାନ୍ତି। ତେବେ ଯାହା ପାଇଁ ଆମ ଦେଶ ରେ ଆମ ରାଜ୍ୟ ରେ ଅନେକ ମନ୍ଦିର ମାନ ରହିଛି। ଲୋକ ମାନେ ନିଜ ନିଜର ଇଷ୍ଟ ଦେବା ଦେବି ଙ୍କୁ ପୂଜା କରିବା ପାଇଁ ମନ୍ଦିର କୁ ଯାଇ ଥାନ୍ତି। ଆମ ହିନ୍ଦୁ ମାନେ ବିଭିନ୍ନ ଠାକୁର ବା ଦେବା ଦେବି ଙ୍କୁ ପୂଜା ଅର୍ଚ୍ଚନା କରୁ। ତାଙ୍କୁ ବିଶ୍ୱାସ କରୁ। ଆମ ଧର୍ମ ଗ୍ରନ୍ଥ୍ ରେ ମଧ୍ୟ ଅନେକ କଥା କାହାଣୀ ଲିପି ବଧ ହୋଇ ରହିଛି। ଯାହା ଆଗ କାଳ ରୁ ଚାଲି ଆସିଛି। 

ତେବେ ପ୍ରାୟ ଆମେ ଜାଣି ଥିବା ବା ଦେଖି ଥିବା କି ଠାକୁର ଙ୍କ ପାଖରେ ଜଳୁଥିବା ଦୀପ ଲିଭି ଯିବା ଅ-ଶୁ-ଭ ବୋଲି ଭାବନ୍ତି।ତେବେ ଦେଖିବା କୁ ଗଲେ ଏମତି ଅନେକ ପ୍ରକାର ଘଟଣା ସବୁ ଦେଖିବା କୁ ମିଳି ଥାଏ। କିନ୍ତୁ ଏ ସମାଜ ରେ ଲୋକ ମାନେ ଆଉ କାହାକୁ ବିଶ୍ୱାସ କରୁ ନାହାନ୍ତି କି ଭୟ ମଧ୍ୟ କରୁ ନାହାନ୍ତି ।ଅନେକ ମନ୍ଦିର ରେ ଚୋରି ହୋଉଛି , ନି-ଆଁ ଲାଗି ଯାଉଛି।ଯାହା ଏକ ବଡ଼ ବି-ପ-ଦ ର ସଂକେତ ବୋଲି ମନେ କରା ଯାଏ।ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି । ଯାହା ଏବେ ସାରା ରାଜ୍ୟ ରେ ନି-ଆଁ ଭଳି ବ୍ୟାପିବା ରେ ଲଗିଚି। 

ତେବେ ସେଇ ଘଟଣା ଟି ହେଉଛି ଆମ ଓଡିଶା ରେ ଥିବା ଗଞ୍ଜାମ ଜିଲ୍ଲା ରେ ତାରା ତାରିଣୀ ମନ୍ଦିର ରେ ନି-ଆଁ ଲାଗି ଯାଇଛି। ଏହା ଏକ ବି-ପ-ଦ ର ସଂକେତ ବୋଲି ଲୋକ ମାନେ କହୁଛନ୍ତି। ତେବେ ଦେଖିବା ଗଲେ ତାରା ତାରିଣୀ ମନ୍ଦିର ଟି ଅନେକ ବର୍ଷ ଧରି ଏହି ଓଡିଶା ର ସୌନ୍ଦର୍ୟ୍ଯ ବୃଦ୍ଧି କରୁଛି। ଯାହାର ସୌନ୍ଦର୍ଯ୍ୟତା ପାଇଁ ବିଦେଶ ରୁ ଲୋକ ମାନେ ଦେଖିବା କୁ ଆସନ୍ତି। ତେବେ ଏହି ମନ୍ଦିର ଟି ପାହାଡ଼ ଉପରେ ରହିଛି। ଯାହା ପାଇଁ ଏହି ମନ୍ଦିର କୁ ଯିବା କୁ ହେଲେ ହଜାରେ ପାହାଚ ଚଢ଼ୀ ମନ୍ଦିର କୁ ଯିବା କୁ ହେବ। 

କିନ୍ତୁ ଏବେ ଏକ ବଡ଼ ଅ-ଘ-ଟ-ଣ ଦେଖିବାକୁ ମିଳିଛି। ଯେ ତାରା ତାରିଣୀ ମନ୍ଦିର ରେ ନି-ଆଁ ଲାଗି ଯାଇଛି। ଯାହା ପାଇଁ ସେଠା ରେ ଥିବା ଲୋକ ମାନେ ଭ-ୟ-ଭି-ତ ହୋଇ ଏଣେ ତେଣେ ଦୌଡ଼ିବା ରେ ଲାଗିଛନ୍ତି। ତେବେ ଲୋକ ମାନେ ଭାବୁଛନ୍ତି କି ଆମ ରାଜ୍ୟ କୁ ଏକ ବଡ଼ ବି-ପ-ଦ ମାଡି ଆସୁଛି,ଯାହା ପାଇଁ ଏମିତି  ଦେଖିବା କୁ ମିଳିଛି। ତେବେ ମନ୍ଦିର ର ନି-ଆଁ ଲିଭେଇବା ପାଇଁ ଦମକଳ ଵାଲା ଆସିଛନ୍ତି। ବାକି ନି-ଆଁ ର ଉତ୍ତାପ ଏତେ ଥିଲା ଯେ ସେମାନେ ନି-ଆଁ ଲିଭେଇବା କୁ ବହୁତ ସମୟ ଲାଗିଥିଲା।ତେବେ ଏହି ଘଟଣା ପାଇଁ ରାଜ୍ୟ ରେ ସମସ୍ତ ଲୋକ ବହୁତ ଦୁଃ-ଖି-ତ ଅଛନ୍ତି,ଆଉ ତା ସହ ଭ-ୟ-ଭୀ-ତ ମଧ୍ୟ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *