ସୋସିଆଲ ମିଡ଼ିଆରେ ପୁଣି ଭାଇରାଲ୍ ହେଲା ତପସ୍ୱିନୀଙ୍କ ଭିଡିଓ, ଭିଡିଓ ମାଧ୍ୟମରେ ସୁମିତଙ୍କୁ ନିଜର କଷ୍ଟ ଜଣାଇଲେ ତପସ୍ୱିନୀ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡ଼ିଆରେ ପୁଣି ଭାଇରାଲ୍ ହେଲା ତପସ୍ୱିନୀଙ୍କ ଭିଡିଓ, ଭିଡିଓ ମାଧ୍ୟମରେ ସୁମିତଙ୍କୁ ନିଜର କଷ୍ଟ ଜଣାଇଲେ ତପସ୍ୱିନୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିବାହ କଥା କହିଲେ ସମସ୍ତଙ୍କ ମନରେ ଏକ ପ୍ରକାରର ଖୁସିର ଭାବନା ଆସିଯାଏ। କାହିଁକି ନା ବିବାହ ଘରରେ ବହୁତ ମଜାମସ୍ତି ହୋଇଥାଏ, ବହୁତ ଖୁସି ମଧ୍ୟ ଥାଆନ୍ତି ସମସ୍ତେ। ଏହି ବିବାହ ଦୁଇଟି ମଣିଷର ଜୀବନକୁ ବଦଳାଇ ଦେଇଥାଏ,ବିବାହରେ କେବଳ ଦୁଇଟି ମଣିଷ ଏକାଠି ହୋଇ ନଥାଆନ୍ତି ବରଂ ଦୁଇଟି ପରିବାର ଏକ ହୋଇଥାଆନ୍ତି। ବିବାହକୁ ବି ଆମ ସମାଜରେ ଏକ ପବିତ୍ର ସମ୍ପର୍କ ବୋଲି ମନା ଯାଇଥାଏ। ବିବାହରେ ପୁଅର ଜୀବନ ବଦଳି ଥାଏ, ହେଲେ ସବୁଠାରୁ ବଡ ପରିବର୍ତ୍ତନ ଆସିଥାଏ ଗୋଟିଏ ଝିଅ ପାଖରେ। ଗୋଟିଏ ନିଜର ବାପା,ମାଆ,ଭାଇ,ଭଉଣୀ ସାରା ପରିବାରକୁ ଛାଡି ନୂଆ ଏକ ପରିବାରକୁ ଯାଇଥାଏ, ଅଜଣା ଅଚିହ୍ନା ଲୋକମାନଙ୍କ ସହ ସେ ରହିଥାଏ। 

 

ଥରେ ଭାବିଲେ ଗୋଟିଜ ଝିଅ କେବେ ଗୋଟିଏ ମଣିଷ ଅର୍ଥାତ୍ ତା ସ୍ୱାମୀ ପାଇଁ ନିଜର ରକ୍ତକୁ ପର କରି ଆସିଥାଏ, ଆଉ ଯଦି ସେହି ସ୍ୱାମୀ ହିଁ ତାକୁ ଠିକ୍ ରେ ବୁଝିପାରିନଥାଏ, ବା ତାକୁ କଷ୍ଟ ଦେଇଥାଏ, ଭୁଲ୍ ବୁଝିଥାଏ ତେବେ ସେହି ଝିଅଟିର କଣ ହେବ। ଆମେ ଆଜି ଆପଣଙ୍କୁ ଠିକ୍ ସେହିପରି ଏକ ଘଟଣା ସମ୍ପର୍କରେ କହିବୁ। ଝିଅର ବାହାଘର ହୋଇଥାଆନ୍ତା, ଝିଅ ବଧୂ ବେଶରେ ସଜ ମଧ୍ୟ ହୋଇ ସାରିଥିଲା, ହେଲେ ଶେଷରେ ଯାଇ ନିଜ ବର ଘର ସାମ୍ନାରେ ନିଜ ହକ୍ ପାଇଁ ଧାରଣା ଦେଇଥିଲା। ଏପରି ଏକ ଘଟଣା କିଛି ଦିନ ତଳେ ଦେଖିବାକୁ ମିଳିଥିଲା ଆମ ରାଜ୍ୟର ବ୍ରହ୍ମପୁର ସହରରେ। 

 

ଏଠାରେ ଜଣେ ଡାକ୍ତର ଗୋଟିଏ ଝିଅକୁ ଦୁଷ୍କର୍ମ କରିବା ପରେ ତାହାକୀ କୋର୍ଟ ମେରେଜ୍ କରିଥିଲେ, ଏବଂ ଏହାପରେ ସେମାନେ ଏକାଠି ମଧ୍ୟ ରହିଥିଲେ। ହେଲେ ସେମାନଙ୍କର ଏହି ବାହାଘରକୁ ସ୍ୱୀକାର କରିନଥିଲେ ଝିଅର ଶାଶୁ ଶ୍ୱଶୁର। ସେମାନେ ଏକ ବୈଧିକ ରୀତିନୀତିରେ ବାହାଘର ହେଲେ ଝିଅକୁ ଗ୍ରହଣ କରିବେ ବୋଲି ସେମାନେ କହିଥିଲେ। ହେଲେ ସବୁକିଛି ହୋଇସାରିବା ପରେ ପୁଅ ଘରଲୋକ ବରକୁ ନେଇ ଝିଅ ଘରକୁ ଆସିନଥିଲେ। ଏଥିପାଇଁ ଝିଅଟି ନିଜର ହକ୍ ପାଇଁ ଯାଇ ପୁଅ ଘର ସାମ୍ନାରେ ଧାରଣା ଦେଇଥିଲା, ଅନେକ ଦିନ ଧାରଣା ଦେବା ଏହି କଥା କୋର୍ଟରେ ପହଁଞ୍ଚିଥିଲା। 

 

ଇଏତ ପ୍ରକୃତିର ନିୟମ ଯେଉଁଠି ଫୁଲରୁ ରସ ସରିଗଲା ପରେ ଭଅଁର ପର କରିଦିଏ ସେଠି ମଣିଷ କଥା କାହିଁକି କହିବା। କାରଣ ମଣିଷ ତ ଜୀବନ ଜଗତରେ ସବୁଠାରୁ ସ୍ୱାର୍ଥପର ଜୀବଟିଏ, ସ୍ୱାର୍ଥରେ ଟିକେ ଆଞ୍ଚ ଆସିଲେ ତାକୁ ଦୂରେଇ ଦେବାକୁ ସେ ପଛେଇବ ନାହିଁ। ଦିନେ ନିଜର ଅଲିଅଳି ସ୍ତ୍ରୀକୁ ଦେଖିବା ପାଇଁ ଯିଏ ରାତିରେ ଘଣ୍ଟା ଘଣ୍ଟା କମ୍ବଳ ଭିତରେ ଅନେକ ରହୁଥିଲେ, ସିଏ ଆଜି ଆଇନ ମାଧ୍ୟମରେ ନିଜ ସ୍ତ୍ରୀଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଛନ୍ତି। ଆଉ କହୁଛନ୍ତି ଏହି ଜନ୍ମ କଣ ଆସନ୍ତା ୭ଜନ୍ମ ପର୍ଯ୍ୟନ୍ତ ମୋର ଡିମ୍ପଲ ଦରକାର। ହେଲେ ସ୍ତ୍ରୀ ଡିମ୍ପଲ୍ କହୁଛନ୍ତି ମୋର ଆଉ ସୁମିତଙ୍କ ଭିତରେ କେହି ବି ଆସିପାରିବେ ନାହିଁ, ଡିମ୍ପଲ୍ ଖାଲି ସୁମିତଙ୍କର ଆଉ ସୁମିତ ଖାଲି ଡିମ୍ପଲ୍ ଙ୍କର। ସୁମିତଙ୍କୁ ଦେବା ପାଇଁ ଡିମ୍ପଲ୍ ପାଖରେ କିଛି ବି ନାହିଁ, ଏଇ ଡିମ୍ପଲ ହିଁ କେବଳ ସୁମିତଙ୍କର।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *