ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ପିଲା ମାନଙ୍କ ପାଇଁ କେବେ ଟୀକା ଆସିବ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଭାରତ ସରକାର ଛୋଟ ପିଲା ମାନଙ୍କ ଟିକା କାରଣ କୁ ନେଇ ଏକ ବଡ ସୂଚନା ଜାରି କରିଛି । ସମସ୍ତ ବାପା ମାଆ ମାନେ ଚାତକ ପରି ଅନାଇ ବସିଛନ୍ତି କେତେବେଳେ ୧୮ ରୁ କମ୍ ବୟସ ର ପିଲା ମାନଙ୍କ ପାଇଁ ଟୀକା ଆସିବ ଆଉ ଆମର ପିଲା ଟିକା ନେବ । କିଛି ଦିନ ତଳେ ଯାଇଡସ କର୍ଡିଲା ରେ ଗୋଟେ ଟିକା ଆସିଥିଲା ଯାହାର ନାମ ଥିଲା ଜାଇ-କଫଡି ଯାହାର କି ୩ ଟି ଡୋଜ କୁ ଗ୍ରହଣ କରାଯାଇଥିଲା। ଏହା ହେଉଛି ପ୍ରଥମ ଟୀକା ଆମ ଭାରତ ରେ ଯାହାକି ପିଲା ମାନଂକ ପାଇଁ ଅନୁମତି ମିଳିଥିଲା କିନ୍ତୁ ଏହା କେବଳ ୧୨ ରୁ ୧୮ ବର୍ଷୀୟ ପିଲା ମାନଙ୍କ ପାଇଁ ଅନୁମତି ଦିଆଯାଇଥିଲା । ଏହା ଧାର୍ଯ୍ୟ କରାଯାଇଥିଲା ଯେ ଯାହା ପାଖରେ କୋ-ମର୍ବିଡ ଥିବ ସେମାନଙ୍କୁ ଏଇଟା ଦିଆଯିବ। ଏହା ଥିଲା ପୁରୁଣା ନି-ଉ-ଜ୍ ।
କିନ୍ତୁ ଆଜି ମିଳିଥିବା ସୂଚନା ଅନୁଯାୟୀ , କୋ – ଭାକ୍ସିନ ହେଉଛି ଏକ ଭାରତ ତିଆରି ଟୀକା । ଏହି ଟୀକା ଟି ଏବେ ଭାରତ ରେ ୧୮ ବର୍ଷ ରୁ ଉର୍ଦ୍ଧ୍ବ ବୟସ ର ଲୋକ ମାନଙ୍କୁ ଦିଆ ଯାଉଛି । ଏମାନେ ଯେତେବେଳେ ମେ ମାସ ରେ ୧୮ ବର୍ଷ ରୁ କମ ବୟସ ର ପିଲା ମାନଙ୍କ ଟୀକା କାରଣ ପାଇଁ ଭାରତ ସରକାର ଙ୍କୁ ଆବେଦନ କରିଥିଲେ ସେ ସମୟ ରେ ଏମାନଙ୍କୁ ଟ୍ରାଏଲ କରିବାକୁ ସୁଯୋଗ ଦିଆଯାଇଥିଲା । ଦ୍ଵିତୀୟ ଏବଂ ତୃତୀୟ ମାସ ର ରିପୋର୍ଟ କୁ ସେମାନେ ଗତ ମାସ ଶେଷ ଆଡ଼କୁ ଦେଇଦେଇଥିଲେ ।
ସେମାନଙ୍କର ଯେଉଁ ସବୁ ତଥ୍ୟ ଥିଲା ସେମାନେ ତାହାକୁ ଅକ୍ଟୋବର ୬ ରେ ଦିଶିଯିଆଇ ଏବଂ ସରକାର ଙ୍କୁ ଦେଇଥିଲେ । ଏମାନଙ୍କର ଟ୍ରାଏଲ ର ଯେଉଁ ରିପୋର୍ଟ ଆସିଥିଲା ସରକାର ଦେଖିଲେ କି ତାହା ବହୁତ୍ ଭଲ । ଏମାନେ ୫୦୦ ରୁ ୬୦୦ ଜଣ ଶିଶୁ ଙ୍କୁ ନେଇ ଏହି ଟ୍ରାଏଲ ଟି କରିଥିଲେ । ଏମାନେ ଶିଶୁ ମାନଙ୍କୁ ୩ ଭାଗ ରେ ବିଭକ୍ତ କରିଥିଲେ ପ୍ରଥମେ ୧୨ ରୁ ୧୮ ବର୍ଷ କୁ ନେଇଥିଲେ , ତା ପରେ ୬ ରୁ ୧୨ ବର୍ଷ ନେଇଥିଲେ ଏବଂ ତା ପରେ ୨ ରୁ ୬ ବର୍ଷ କୁ ନେଇଥିଲେ । ଏମାନେ ଏହି ୩ ଟି ସୋପାନ ରେ ଟ୍ରାଏଲ କରିଥିଲେ ଏବଂ ଏହାର ରିପୋର୍ଟ ଏତେ ଭଲ ଆସିଲା ଯେ ସେମାନେ ଦିଶିଯାଆଇ କୁ କହି ଦେଇଛନ୍ତି କି ଏହି ଟୀକା କୁ ଶିଶୁ ମାନଙ୍କୁ ଦିଆ ଯାଇ ପାରିବ ।ଯେତେବେଳେ ଆମକୁ କିମ୍ବା ଆମର ପିଲା କୁ କୌଣସି ଟୀକା ଦିଆ ଯିବ ତାହା ଡିଶିଯିଆଇ ଉପରେ ନିର୍ଭର କରେ , ଏବେ ଏହା କୁହା ଯାଇଛି କି ଆଉ କିଛି ଦିନ ମଧ୍ୟରେ ଦିଶିଯାଇଆଇ ଶିଶୁ ମାନଂକ ପାଇଁ ଟୀକା ଆଣିବା ବୋଲି ଶତ ପ୍ରତିଶତ ସମ୍ଭାବନା ରହିଛି ।
ଦିଶିଜିଆଇ ୧୮ ରୁ କମ୍ ବୟସ ର ପିଲା ମାନଙ୍କ ର ପାଇଁ ଟୀକା କରଣ କୁ ନେଇ ବହୁତ୍ ଶୀଘ୍ର ଅନୁମତି ଦେଇ ଦେବାର ସମ୍ଭାବନା ରହିଛି । ଅନୁମତି ଆଉ ପିଲା ଙ୍କ ର ପାଇବା ଏହା ଭିତରେ କିଛି ସମୟ ର ବ୍ୟବଧାନ ଥାଏ । ସେମାନେ ପ୍ରଥମେ ଏହା ସ୍ଥିର କରିବେ କି ପିଲା ମାନଙ୍କୁ କଣ ଏକା ଥରେ ୧ ରୁ ୧୮ ବର୍ଷୀୟ ପିଲା ପର୍ଯ୍ୟନ୍ତ ଦିଆ ଯିବ କି ଗ୍ରୁପ କରି ଦିଆ ଯିବ । ଏହା ସ୍ଥିର ହେଉ ହେଉ ପାଖାପାଖି ୨ ରୁ ୩ ସପ୍ତାହ ଲାଗିବ । ଯଦି ବି ଏହା ମନେକର ଆଜି ବି ସ୍ଥିର ହୋଇଯିବ ତାହେଲେ ଶିଶୁ ମାନଙ୍କୁ ଟୀକା ଦିଆ ହେଉ ହେଉ ଅତି କମ୍ ରେ ୨ ରୁ ୩ ମାସ ସମୟ ଲାଗିବ ।କାହିଁକି ନା ପ୍ରଥମେ ଏହାର ଉପଯୁକ୍ତ ପରିମାଣ ରେ ପ୍ରସ୍ତୁତି ହେବା ଦରକାର , ଦ୍ଵିତୀୟ ରେ ଯେଉଁ ମାନେ ଟୀକା ଦେବେ ପିଲା ମାନଙ୍କୁ ସେମାନଙ୍କୁ ପ୍ରଶିକ୍ଷଣ ଦିଆ ଯିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।