ଫୁଣି ଭୟଙ୍କର ଶସ୍ତା ହେଲା ଗ୍ୟାସ ଦର । ନୂଆ ରେଟ ଜାଣିଲେ ବିଶ୍ୱାସ କରିବେନି ଆପଣ….

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗ୍ରାହକ ମାନଂକ ପାଇଁ ଆସୁଛି ଏକ ବଡ ଖବର । ତେବେ ନୂଆ ବର୍ଷ ରେ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର। ନୂଆ ବର୍ଷ ରେ ଇଣ୍ଡିଆନ୍ OIL ଗ୍ରାହକ ମାନଙ୍କୁ ଏକ ବଡ ଉପହାର ଦେଇଛି ।ତେବେ ଦର୍ଶକ ବନ୍ଧୁ ଗ୍ୟାସ ସିଲିଣ୍ଡର ରେ କେତେ ଟଙ୍କା ଶସ୍ତା ହୋଇଛି ଆଉ କଣ ରହିଛି ସଂପୂର୍ଣ୍ଣ ଅପଡେଟ ଟି ଆସନ୍ତୁ ଜାଣି ନେବା ।

ତେବେ ଡିସେମ୍ବର ମାସରେ କମର୍ସିଆଲ LPG ସିଲିଣ୍ଡର ମୂଲ୍ୟ ବଢ଼ି ଯାଇଥିଲା । ତେବେ ଡିସେମ୍ବର ମାସରେ ଏହାର ଦାମ୍ 100 ଟଙ୍କା ବୃଦ୍ଧି ହୋଇଥିଲା । ତେବେ ସେହି ସମୟ ରେ ଘରୋଇ LPG ଦାମ୍ ରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା । ତେବେ ବର୍ତ୍ତମାନ ସମୟ ରେ କମର୍ସିଆଲ LPG ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଁ ରେଷ୍ଟ୍ରୁଆଣ୍ଟ ମାଲିକ ମାନଙ୍କୁ ଆଶ୍ୱସ୍ତି ମିଳିଛି ।

ତେବେ କମର୍ସିଆଲ LPG ସିଲିଣ୍ଡର ମୂଲ୍ୟ ହ୍ରାସ ପାଇବା ପରେ ଦିଲ୍ଲୀ ରେ 19 କେଜି କମର୍ସିଆଲ LPG ସିଲିଣ୍ଡର ମୂଲ୍ୟ 2 ହଜାର ଏକ ଟଙ୍କା ହୋଇଛି । ସେହିଭଳି କୋଲକାତା ରେ ଏହାର ଦାମ୍ 1977 ରହିଥିବା ବେଳେ ମୁମ୍ବାଇ ରେ 19 କେଜି କମର୍ସିଆଲ LPG ସିଲିଣ୍ଡର ମୂଲ୍ୟ 1951 ଟଙ୍କା ରହିଛି ।

ସୂଚନା ଯୋଗ୍ୟ କଥା ଏହା ଯେ , ଆଜି ଠାରୁ ରନ୍ଧନ ଗ୍ୟାସ ସିଲିଣ୍ଡର 100 ଟଙ୍କା ଶସ୍ତା ହୋଇଛି । ତେବେ କମର୍ସିଆଲ ଇଣ୍ଡିଆନ୍ ଅଏଲ୍ ଦାମ୍ ରେ 100 ଟଙ୍କା ହ୍ରାସ କରା ଯାଇଛି । କିନ୍ତୁ ଏହି ଦାମ୍ ଟି ଘରୋଇ LPG ଦାମ୍ ରେ ଲାଗୁ ହେବ ନାହିଁ । ତେବେ ଘରୋଇ ସିଲିଣ୍ଡର ଦାମ୍ ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କୁହା ଯାଇଛି ।

ଅନ୍ୟ ପକ୍ଷରେ ଘରୋଇ ସିଲିଣ୍ଡର ର ମୂଲ୍ୟ ରେ କୌଣସି ପରିବର୍ତ୍ତନ କରା ଯାଇ ନାହିଁ। ତେବେ ଦିଲ୍ଲୀ ଏବଂ ମୁମ୍ବାଇ ରେ 14.2 କେଜି ଘରୋଇ ସିଲିଣ୍ଡର ର ମୂଲ୍ୟ 899 ଟଙ୍କା 50 ପଇସା ରହିଛି । ତେବେ କଲିକତା ରେ ଏହାର ଦାମ୍ 926 ରହିଥିବା ବେଳେ ଚେନ୍ନାଇ ରେ 915 ଟଙ୍କା 50 ପଇସା ରହିଛି ।ଆଉ ଯଦି ଆପଣ ନିଜ ସହର ର ଗ୍ୟାସ ସିଲିଣ୍ଡର ମୂଲ୍ୟ ଜାଣିବା ପାଇଁ ଚାହୁଁ ଛନ୍ତି ତାହେଲେ IOCL  ୱେବ୍ ସାଇଟ୍ କୁ ଯାଇ ଚେକ୍ କରନ୍ତୁ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *