ଫୁଣି ଶିକ୍ଷା ମନ୍ତ୍ରୀ ଏବେ ବଦଳେଇଲେ ନିଷ୍ପତି । ଏତେ ଦିନ ବନ୍ଧ ରହିବ ସବୁ ସ୍କୁଲ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏବେ ଖୋଲିବନି ସ୍କୁଲ ,ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସୂଚନା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଏହି କିଛି ମାସ ଆଗରୁ କୋରୋନ ର ମାତ୍ରା କୋମିବା ରେ ଲାଗିଥିଲା। କିନ୍ତୁ ଧୀରେ ଧୀରେ ଏହା ବୃଦ୍ଧି ପାଇବା ରେ ଲାଗିଛି। ଏହା ଆମ ଦେଶ ରେ ଦିନ କୁ ଦିନ ବୃଦ୍ଧି ପାଉଛି। ଖାଲି ସେତିକି ନୁହଁ ତା ସହ ଏକ ନୂଆ ଭ୍ୟରିଏଣ୍ଟା ଦେଖା ଦେଇଛି। ତାହା ହେଉଛି ଓମିକ୍ରନ୍। ବୈଜ୍ଞାନିକ ଙ୍କ କହିବା ଅନୁସାରେ ଏହା ଅଧିକ ଭୟଙ୍କର ନୁହଁ , କିନ୍ତୁ ଅଧିକ ସଙ୍କ୍ରମକ୍ ତେଣୁ ସରକାର ଏହା ପାଇଁ ଅଧିକ ଚିନ୍ତିତ ଅଛନ୍ତି। କୋରୋନ ପାଇଁ ଦେଶ ରେ ବହୁତ କ୍ଷତି ଘଟିଛି। ଅନେକ ଲୋକଙ୍କ ପରଲୋକ ଘଟିଛି। 

 

ଲୋକ ଖାଇବାକୁ ପାଇ ନାହଁନ୍ତି। ଦେଶ ଅନେକ  ଅସୁବିଧା ର ସମୁଖୀନ ହେଇଚି।  ଆଉ ତା ସହ ପିଲା ଙ୍କର ପାଠ ପଢା ରେ ମଧ୍ୟ ଅସୁବିଧା ଦେଖା ଦେଇଛି। ପିଲା ୨ ବର୍ଷ ହେବ ସ୍କୁଲ ଯାଇ ନାହାନ୍ତି ଘରେ ରହି ପଢୁଛନ୍ତି। କିନ୍ତୁ ଅନେକ ପିଲାଙ୍କ ଘରେ ଅନଲାଇନ ର ସୁବିଧା ନ ଥିବାରୁ ପଢ଼ାରେ ଅନେକ ଅସୁବିଧାରେ ସମୁଖୀନ ହେଉଛନ୍ତି। ତେଣୁ  ସରକାର ଷଷ୍ଠ ରୁ ଦଶମ ଶ୍ରେଣୀ ଯାଏ ଖୋଲିଥିଲେ ଏବଂ ତା ସହ +୨,+୩ ମଧ୍ୟ ଖୋଲା ହୋଇ ଥିଲା ଓ ପରୀକ୍ଷା ମଧ୍ୟ ହେଉଥିଲା। ପିଲାଙ୍କ ଭବିଷ୍ୟତ ଓ ପଢାକୁ ନଜରରେ ରଖି ଖୋଲା ଯାଇଥିଲା । 

 

ତେବେ ଦେଖିବାକୁ ଗଲେ ଏବେ ଛୋଟ ପିଲାଙ୍କୁ କୋରୋନ ସଙ୍କ୍ରମଣ ହେଉଛି । ଆଉ ତା ସହ ଓମିକ୍ରନର ବୁଦ୍ଧି ମଧ୍ୟ ହେଉଛି। କିନ୍ତୁ କିଛି ମାସ ଆଗରୁ କୋରୋନା କମିବାରେ ଲାଗି ଥିଲା । ତେଣୁ ସରକାରୀ ୩ ଜାନୁଆରୀରେ ଛୋଟ ପିଲା ଙ୍କର ଖୋଲିବା ରେ ମଧ୍ୟ ନିଷ୍ପତି ନେଇ ଥିଲେ।କିନ୍ତୁ ଏହି କିଛି ଦିନ କୋରୋନା ପୁଣି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଅନେକ ସ୍ଥାନରେ କୋରୋନା ଯୋଗୁ ଲୋକଙ୍କର ଜୀବନ ଯାଉଛି।

 

ତେଣୁ ସରକାର ଛୋଟ ପିଲାଙ୍କ ଉପରେ ଅଧିକ ନଜର ରଖି ପୁଣି ସ୍କୁଲ ଖୋଲିବା ନିଷ୍ପତିକୁ ସ୍ଥଗିତ୍ ରଖିଛନ୍ତି। ଏହା ପାଇଁ ଏକ ବୈଠକ ବସିଥିଲା। ତେବେ ସ୍କୁଲ ସହିତ ଜଡିତ ଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହ ଆଲୋଚନା କୋରା ଯାଇ ଏହି ଭଳି ନିଷ୍ପତି ନିଆ ଯାଇଛି। ତେବେ ଯେଉଁ ଭଳି ଭାବରେ ପରୀକ୍ଷା ହେବା କଥା ସେହି ଭଳି ହେବ ଆଉ ତା ସହ ଆଗ ଭଳି ଅନଲାଇନ କ୍ଲାସ ମଧ୍ୟ ଚାଲୁ ରହିବ। ତେବେ ପିଲାଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏହିଭଳି ନିଷ୍ପତି ନିଆଯାଇଛି। କେବେ ଖୋଲିବ ତାହା ସ୍ପଷ୍ଟ ହୋଇନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *