ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଅଡ଼ୁଆରେ ! ଜାଣନ୍ତୁ କେଉଁ ଅଡ଼ୁଆରେ ଫସିଲେ ନବୀନ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନବୀନ ପଟ୍ଟନାୟକ ଧର୍ମ ବି-ରୁ-ଦ୍ଧ-ରେ ଯାଇଥିବା କଥା ସୋସିଆଲ ମିଡିଆରେ ଖୁବ୍ ତୀବ୍ର ବେଗ ରେ ମାଡି ଚାଲିଛି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମେ ମାନେ ରାଜନୀତି ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ ।  ରାଜନୀତି କରିବା ପାଇଁ ହେଲେ ନିଜର ପରିଚୟ ନିଜକୁ ଗଢ଼ିବା ପାଇଁ ପଡ଼ିଥାଏ ।  ଆପଣ ମାନେ ରାଜନୀତି ର ସମସ୍ତ ଦଳ ବିଷୟରେ ଖୁବ୍ ଭଲ ଭାବରେ ପରିଚିତ ଥିବେ ।   । ରାଜନୀତି ଯାହା କରିବା ପାଇଁ ନିଜକୁ ସେତିକି ଯୋଗ୍ୟ ରଖିବା ଆବଶ୍ୟକ ହୋଇଥାଏ । । ଏହା ସହିତ ଭି ସବୁଠାରୁ ଅଧିକ ମାତ୍ରା ରେ ପରିଚିତ ଥିବେ ବିଜୁ ଜନତା ଦଳ ସହିତ । 

 

ବିଜୁ ଜନତା ଦଳ ଲୋକ ଙ୍କ ପାଇଁ ଖୁବ୍ କଷ୍ଟ ଓ ପ୍ରଚେଷ୍ଟା କରି ଚଳାଉଛନ୍ତି । ତାଙ୍କ ବିଷୟରେ ଆପଣ ସମସ୍ତେ ବହୁତ୍ ଭଲ ଭାବରେ ପରିଚିତ ଥିବେ । ତାଙ୍କ ଭଳି ଜଣେ ମହାନ୍ ବ୍ୟକ୍ତିତ୍ଵ ଙ୍କ ବିଷୟରେ ଯେତେ କହିଲେ ଭି ଅପୂରଣୀୟ । ତେବେ ଆମେ କେଉଁ ରାଜନୀତିଜ୍ଞ ଙ୍କ କଥା କହିବା ପାଇଁ ଚାହୁଁଚୁ ତାହା ଆପଣ ଖୁବ୍ ଭଲ ଭାବରେ ବୁଝି ପାରୁଥିବା । ସେ ଆଉ କେହି ନୁହନ୍ତି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ  ମାନ୍ୟବର ନବୀନ ପଟ୍ଟନାୟକ ।

 

ଆମେ ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ସମସ୍ତ ରାଜନୈତିକ ଚାଲି ଓ ବିଚାର ସମ୍ବନ୍ଧ ରେ ଖୁବ୍ ଭଲ ଭାବରେ ଅବଗତ ଅଛୁ । ତେବେ ତାଙ୍କ ସମ୍ପୂର୍ଣ ଦିନ ତମାମ ତାଙ୍କର କାର୍ଯ୍ୟ କ୍ରମ ବିଷୟରେ କଦାପି ଜାଣି ନଥିବେ । ତେବେ ଏବେ ସୋସିଆଲ ମିଡ଼ିଆ ରେ ନବୀନ ପଟ୍ଟନାୟକ ଙ୍କ ଗୋଟିଏ ଭିଡିଓ ଖୁବ୍ ଜୋର୍ ରେ ମାଡି ଚାଲିଛି । ଯେଉଁ ଭିଡ଼ିଓ ଟି ନବୀନ ନିବାସ ଭିତରୁ ଆସିଛି। 

 

ଏହି ଭିଡିଓ ଟା କିଏ କରିଛନ୍ତି କଣ ପାଇଁ କରିଛନ୍ତି କିଛି ଜଣା ନାହିଁ । କାରଣ ନବୀନ ନିବାସ ଭିତରକୁ ଯିବା ପାଇଁ କାହାର ପରମିଶନ ମିଳି ନଥାଏ । ତେବେ ଯାହା ଜଣା ପଡ଼ିଛି ସେ ନିଜ ଘର ଗୋଟିଏ ରୁମ୍ ରୁ ଯାଉଛନ୍ତି ବେଲକୁନି ଆଡ଼କୁ ଓ ତା ପରେ ବେଲ୍କୁନି କବାଟ ଖୋଲିଛନ୍ତି ଓ ଜଗନ୍ନାଥ ଙ୍କୁ ଜୁହାର ହେଉଛନ୍ତି । ସେ ପୁଣି କଚ୍ଛା ନ ମାରି । ସେଇ କଥା ହିଁ ସୋସିଆଲ ମିଡ଼ିଆ ରେ ଖୁବ୍ ତୀବ୍ର ବେଗ ରେ ମାଡି ଚାଲିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *