ନୂଆ ବର୍ଷ ଉପଲକ୍ଷେ -ଏକ ମାସ ମାଗଣା କରିଦେଲା ଜିଓ ଡାଟା ଓ କଲ । ଜାଣନ୍ତୁ କେମିତି ଉଠେଇବେ ଏହି ପ୍ଲାନ ର ଲାଭ…

 

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଦର୍ଶକ ବନ୍ଧୁ ନୂଆ ବର୍ଷ ଉପଲକ୍ଷେ 2022 Happy New Year Offer ନେଇ ଆସିଛି ରିଲାଏନ୍ସ Jio । ତେବେ ଏହି ଅଫର୍ ରେ ଏକ ମାସ ମାଗଣା ମିଳିପାରିବ ଭେଲିଡିଟି । ତେବେ ଦର୍ଶକ ବନ୍ଧୁ ନୂଆ ବର୍ଷ ଉପଲକ୍ଷେ ଯିଓ ତାର ଗ୍ରାହକ ମାନଂକ ପାଇଁ କେଉଁ ଅଫର୍ ନେଇ ଆସୁଛି ଏବଂ କଣ ରହିଛି ଏହାର ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣି ନେବା। 

 

ତେବେ ଦର୍ଶକ ବନ୍ଧୁ ନୂଆ ବର୍ଷ ଉପଲକ୍ଷେ ଯିଓ ତାର ଗ୍ରାହକ ମାନଂକ ପାଇଁ ଅଫର୍ ନେଇ ଆସିଛି । ତେବେ JIO.COM ୱେବ୍ ସାଇଟ୍ କୁ ଯାଇ ସେଠାରେ ହେପି ନ୍ୟୁୟର ଅଫର ଫ୍ଲାସ୍ ହେଉଛି ,ଆପଣ ଦେଖି ପାରିବେ । ତେବେ ଏଥିରେ ଆପଣଙ୍କୁ 29 ଦିନ ପାଇଁ ମାଗଣା ଭେଲିଡିଟି ମିଳୁଛି । ସାଧାରଣତଃ ଆପଣ ମାନେ ରିଲାଏନ୍ସ JIO ରେ ଅନେକ ପ୍ରକାରର ରିଚାର୍ଜ କରୁଥିବେ ଆଉ ସେଠାରେ ମଧ୍ୟ ଆପଣ ଦେଖି ପାରିବେ ।

 

ତେବେ ପୂର୍ବରୁ JIO ସିମ୍ ରେ ଗୋଟିଏ ବର୍ଷ ପାଇଁ ରିଚାର୍ଜ କରୁଥିଲେ 336 ଦିନ ପାଇଁ ଭେଲିଡିଟି ମିଳିଥିଲା । କିନ୍ତୁ ବର୍ତ୍ତମାନ ସମୟ ରେ ସେଥିରେ ସାମାନ୍ୟ ଅଦଳ ବଦଳ କରା ଯାଇଛି ଆଉ ଯାହା କି ଗ୍ରାହକ ମାନଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇଛି । ତେବେ ସେହି ଗୋଟେ ବର୍ଷ ପାଇଁ ସମାନ ରିଚାର୍ଜ କଲେ, ଆପଣଙ୍କୁ 336 ଦିନ ସ୍ଥାନ ସହିତ ଆଉ ମଧ୍ୟ 29 ଦିନ ଅଧିକ ଭେଲିଡିଟି ମିଳିବାକୁ ଯାଉଛି ।ତେବେ ଏହି କ୍ଷେତ୍ର ରେ ଆପଣଙ୍କୁ 336 ଦିନ ପରିବର୍ତ୍ତେ 365 ଦିନ ର ଭେଲିଡିଟି ମିଳିବାକୁ ଯାଉଛି ।

 

 ତେବେ ଯଦି ଆପଣ ଏହାର ଲାଭ ଉଠେଇବାକୁ ତାହେଲେ ଏହା ଜାଣି ରଖନ୍ତୁ ଯେ ଜାନୁୟାରୀ 2 ତାରିଖ ପୂର୍ବରୁ ଏହି ରିଚ୍ଚାର୍ଜ କଲେ ଆପଣ ମାନେ ଏହାର ଲାଭ ଉଠେଇ ପାରିବେ । କିନ୍ତୁ ଜାନୁୟାରୀ ପରେ ରିଚ୍ଚାର୍ଜ କରିଲେ ଆପଣ ମାନେ ଏହି 29 ଦିନ ର ଅତିରିକ୍ତ ଭେଲିଡିଟି ଆଉ ପାଇ ପାରିବେ ନାହିଁ। ତେବେ 29 ଦିନ ଭେଲିଡିଟି ମିଳିବ,ଆଉ ଆପଣ ମାନେ ଏହା ପାଇଁ ରିଚ୍ଚାର୍ଜ ମଧ୍ୟ କରି ପାରିବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *