ସାବଧାନ । ସଂକ୍ରମଣ ବଢ଼ାଇବା ସହ ନିଜକୁ ବଦଳାଉଛି ଓମିକ୍ରନ, ପୁଣି ଦେଖାଦେଲା ୨ଟି ନୂଆ ଲକ୍ଷଣ ଜାଣିରଖ….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଓମିକ୍ରନ ଏବେ କେଉଁ 2 ଟି ନୂଆ ଲକ୍ଷଣ ଦେଖାଉଛି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦେଶରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା।  ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଓମ୍ରିକ୍ରନ୍ ୫୦୦୦ ରୁ ଆସି ୪୦ ୦୦୦ ରେ ପହଞ୍ଚିଲାନି। ପୁରା ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୩୩,୭୫୦ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ବାହାରିଛି । ଏବଂ ୧୨୩ ଜଣ କରୋନା ରେ ମୃତ୍ୟୁ ବରଣ କରିଛନ୍ତି । କରୋନା ଏବଂ ଓମିକ୍ରନ୍ ର ଲକ୍ଷଣ ଏକା ଥିଲେ ମଧ୍ୟ ଓମିକ୍ରନ ଟିକେ ଭିନ୍ନ ରହିଛି । ଏବେ ଓମିକ୍ରନ ର ଆଉ ଦୁଇ ଟି ଲକ୍ଷଣ ସାମ୍ନା କୁ ଆସିଛି ।  ତାହାକୁ ଅଣଦେଖା କରି ହେବନି ବୋଲି ବିଶେଷଜ୍ଞ କହିଛନ୍ତି ।

 

ବିଶେଷଜ୍ଞ ଙ୍କ ମତରେ କେବଳ ୫୦ ପ୍ରତିଶତ ଲୋକ ଜ୍ଵର ଥଣ୍ଡା ଏବଂ ସ୍ଵାଦ ହୀନତା ର ଶିକାର ହେଉଛନ୍ତି । ଏବେ ଯେଉଁ ଦୁଇଟି ଲକ୍ଷଣ ଦେଖା ଯାଉଛି ତାହା ହେଲା ଭୋକ ନହେବା ଏବଂ ବାନ୍ତି ଲାଗିବା । ଆପଣଙ୍କୁ ଯଦି ଭୋକ ନ ଲାଗୁଚି କିମ୍ବା ଅନ୍ୟ କିଛି ଲକ୍ଷଣ ଦେଖା ଯାଉଛି ତାହେଲେ ଆପଣ ଡାକ୍ତର ଙ୍କ ପରାମର୍ଶ ନେବା ଉଚିତ୍ ।  ତାପରେ କୋଭିଡ ପରୀକ୍ଷା କରିନେବା ଉଚିତ୍ ବୋଲି ବିଶେଷଜ୍ଞ କହିଛନ୍ତି । 

 

ଓମିକ୍ରନ ସଂକ୍ରମଣ ସଂଖ୍ୟା ଦେଶରେ  ଏବେ ୧୭୦୦ ରେ ପହଞ୍ଚି ଗଲାଣି ।  ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୨୨,୮୮୨ରେ ପହଞ୍ଚିଛି। ଏହା ସହିତ  ସଂକ୍ରମଣରୁ ସୁସ୍ଥ ହୋଇଥିବା ନୂଆ ୧୦,୮୪୬ଜଣ ଆକ୍ରାନ୍ତଙ୍କୁ ମିଶାଇ  ଦେଶରେ ସମୁଦାୟ କୋଭିଡ – ୧୯ ସୁସ୍ଥତା ଲୋକଙ୍କ ସଂଖ୍ୟା  ୩,୪୨,୯୫,୪୦୭ ରେ ପହଞ୍ଚିଛି । 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *