ପ୍ରଧାନ ମନ୍ତ୍ରୀ ସ୍କୁଲ ପିଲାଙ୍କ ପାଇଁ ଘୋଷଣା କଲେ ନୂଆ ଯୋଜନା….

ପ୍ରଧାନମନ୍ତ୍ରୀ ଜନସାଧାରଣ ଙ୍କ ପାଇଁ ଘୋଷଣା କଲେ କିଛି ନୂଆ ଯୋଜନା। ଆସନ୍ତୁ ଜାଣିବା କଣ ସେହି ଯୋଜନା ।

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପ୍ରଧାନମନ୍ତ୍ରୀ ଜନସାଧାରଣ ଙ୍କ ପାଇଁ ଘୋଷଣା କଲେ କିଛି ନୂଆ ଯୋଜନା। ଆସନ୍ତୁ ଜାଣିବା କଣ ସେହି ଯୋଜନା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

ଦିନ କୁ ଦିନ ପ୍ରଧାନମନ୍ତ୍ରୀ ଜନସାଧାରଣ ଙ୍କ ପାଇଁ ନୁଆ ନୁଆ ଯୋଜନା ମାନ କରିଚାଲିଛନ୍ତି ।ଗତ କିଛି ଦିନ ତଳେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ରେ କେନ୍ଦ୍ର କ୍ୟାବିନେଟ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ସରକାରୀ ସ୍କୁଲ ମନ ଙ୍କ ରେ   ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ଅଭିଯାନ କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିସାରିଛି  । ଦେଶ ର ଲକ୍ଷେ ରୁ ଅଧିକ ସରକାରୀ ସ୍କୁଲ ଏବଂ ସରକାରୀ ଅଧିନ ପ୍ରାପ୍ତ ସ୍କୁଲ ର ଛାତ୍ରଛାତ୍ରୀ ଏହାର ଲାଭ ପାଇପାରିବେ । 

ଏହି ଯୋଜନା ଅଧିନ ରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯି ବାର ବ୍ୟବସ୍ଥା ରହିଛି।ଏଥି ପାଇଁ ଆଗାମୀ ୫ ବର୍ଷ ରେ ୧.୩୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବର ଆକଳନ କରାଯାଇଛି । ସେହିପରି ମଧ୍ୟପ୍ରଦେଶ ର ନୀମଚ-ରତଲାମ ଲାଇନ ଦୋହରୀ କରଣ କୁ କେନ୍ଦ୍ର କ୍ୟାବିନେଟ ର ସମ୍ବନ୍ଧନା ପ୍ରଦାନ କରାଯାଇଛି ।  ସେହିପରି ମୋଦି ସରକାର ରପ୍ତାନୀ ଉପ ରେ ବିଶେଷ ଧ୍ୟାନ ଦେଇଛନ୍ତି  ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ। ସ୍ ଚନ ଅନୁଯାୟୀ ସେପ୍ଟେମ୍ବର ମାସ ୨୧ ସୁଦ୍ଧା ୧୮୫ ବିଲିୟନ ଡଲାରର ରପ୍ତାନୀ ହୋଇସାରିଛି।

ସେହିପରି ଏକ୍ସପର୍ଟ କ୍ରେଡିଟ ଗ୍ୟାରେଣ୍ଟି କୋର୍ପୋରେସନ ଅଫ ଇଣ୍ଡିଆକୁ ଆହୁରି ୪ ହଜାର ୪୦୦ କୋଟି ଟଙ୍କା ଦିଆଯିବ ବୋଲି କହିଛନ୍ତି । ଏହାସହ ଷ୍ଟକ ଏକ୍ସଚେଞ୍ଜ ରେ ECGC ର ଲିଷ୍ଟିଂ ପ୍ରକ୍ରିୟା ଆରମ୍ଭ ହେବ।  ସେହିପରି NEIAକୁ ୧୬ ଶହ ୫୦ କୋଟି ଟଙ୍କାର ଅଧିକ ପୁଞ୍ଜି ଦିଆଯି ବାର ବ୍ୟବସ୍ଥା କରାଯାଇଛି।  ଏହାଦ୍ବାରା ଛୋଟ ଉଦ୍ୟୋଗ ଏବଂ କୃଷି କ୍ଷେତ୍ର ସହ ଜଡିତ ରପ୍ତାନୀକୁ ପ୍ରୋତ୍ସାହନ ମିଳିବ ବୋଲି ମଧ୍ୟ କହିଛନ୍ତି। ଆଉ ଆଗକୁ ଏହି ପରି ଅନେକ ସୁବିଧା ମିଳିବ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *