ଶିକ୍ଷା ମନ୍ତ୍ରୀ ସମୀର ଦାସ ଦେଲେ ସୂଚନା । ଏହି ଦିନ ଠାରୁ ଖୋଲିବ ସବୁ ସ୍କୁଲ କ୍ଲାସ…ଏବେ ବନ୍ଧ ରହିବ ଏହି ସବୁ କ୍ଲାସ….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଶିକ୍ଷା ମନ୍ତ୍ରୀ  ଘୋଷଣାକଲେ ଏହି ଦିନ ଠାରୁ ଖୋଲିବ ସ୍କୁଲ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବର୍ତ୍ତମାନ୍ ସମୟ ରେ ଓମିକ୍ରନ୍ କାୟା ମେଲାଇବାରେ ଲାଗିଛି ।  ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା । ଗତ ୪୮ ଘଣ୍ଟାରେ ୨୭ ହଜାର ୯୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗୋଟିଏ ଦିନରେ ୨୮୪ ପ୍ରା-ଣ ହରାଇଛନ୍ତି । ସେହିଭଳି ଓମିକ୍ରନ କେସ୍ ୧ ହଜାର ୫୨୫ରେ ପହଁଚିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୬୦ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୩୫୧ ଓମିକ୍ରନ କେସ୍, ଗୁଜରାଟରେ ୧୩୬, ତାମିଲନାଡୁ ୧୧୭ ଓ କେରଳରେ ୧୦୯ କେସ୍ ସାମନାକୁ ଆସିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ କଟକଣା ଲଗାଇଲେଣି । 

ଏହାରି ଭିତରେ ପଶ୍ଚିମବଙ୍ଗ ସରକାର ବଡ଼ ନିଷ୍ପତ୍ତି ନେଇ ଆଜି ଠୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ପା, ସେଲୁନ, ବ୍ୟୁଟି ପାର୍ଲର, ଚିଡିଆଖାନା ଓ ଆମୋଦ ପାର୍କକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ । ତେବେ ମାୟନଗରି ମୁମ୍ବାଇ ରେ ମଧ୍ୟ ବିଏମ୍ସି ପ୍ରଥମ ରୁ ନବମ ପିଲା ଙ୍କ ଛୁଟି ଘୋଷଣା କରିଛନ୍ତି ।ବର୍ତ୍ତମାନ ଦେଶରେ କୋଭିଡ ଭାଇରସ ର ତୃତୀୟ ଲହରୀ ଓମିକ୍ରନ ଭାବେ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଲକ ଡାଇନ ମଧ୍ୟ ଘୋଷଣା ସରିଲାଣି କିନ୍ତୁ ଭାରତରେ ଦିନକୁ ଦିନ ବଢୁଥିବା ଓମିକ୍ରନର ସଂଖ୍ୟା କୁ ଦେଖି ଏହା ଉପରେ ରିସର୍ଚ କରି ଏକ ନୂଆ ମନ୍ତବ୍ୟ ଦେଇଛନ୍ତି ବିଦେଶୀ ବୈଜ୍ଞାନିମାନେ । 

ଏହି ଓମିକ୍ରନର ଲକ୍ଷଣ ଜଣା ପଡୁନଥିବାରୁ ଏହା ଲୋକଙ୍କ ଅଜାଣନ୍ତରେ ଅଧିକ ବ୍ୟାପିବାରେ ଲାଗିଛି । ଭାରତରେ ଅନେକ ରାଜ୍ୟରେ ଓମିକ୍ରନ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ସୋମବାର ଜାରିହୋଇଥିବା ନିର୍ଦେଶାବଳୀ ଅନୁଯାୟୀ, ଜାନୁଆରୀ ୩୧ ତାରିଖ ଯାଏଁ ମୁମ୍ବାଇରେ ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । କିନ୍ତୁ ପୂର୍ବଭଳି ୧୦ରୁ ଦ୍ବାଦଶ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ଜାରି ରହିବ । ମୁମ୍ବାଇରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବାରୁ ବାଧ୍ୟହୋଇ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।ମୁମ୍ବାଇରେ ମୋଟ ୮ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । 

ଜାନୁଆରୀ ମାସ ଶେଷ ସୁଦ୍ଧା ୧୫ ରୁ ୧୮ ବର୍ଷ ପ୍ରାୟ ସମସ୍ତ ୪.୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଟିକାକରଣ କରାଯିବାକୁ ଲକ୍ଷ ରଖାଯାଇଛି । ମାତ୍ର ୨ ସପ୍ତାହ ମଧ୍ୟରେ ହିଁ ମୁମ୍ବାଇରେ କରୋନା ସଂକ୍ରମଣ ୧ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧିପାଇଛି । ତେବେ ବର୍ତ୍ତମାନ୍ ଏହି ତୃତୀୟ ଲହରୀ ଅସମ୍ଭାଳ ଭାବେ ବଢ଼ି ଚାଲିବା କୁ ଦୃଷ୍ଟି ରେ ରଖି ବିଏମ୍‌ସିର ଅଧିକାରୀ କହିଛନ୍ତି, କରୋନା ସଂକ୍ରମଣ ବଢୁଥିବାରୁ ମୁମ୍ବାଇରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଆସନ୍ତା ଜାନୁଆରୀ ୩୧ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି । ଟିକାକରଣ ପାଇଁ କେବଳ ନବମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ । ତେବେ ସ୍କୁଲ ସମ୍ପୂର୍ଣ୍ଣ ଭାବେ ସଫା ରହିବା ଉଚିତ୍ ଓ ସମସ୍ତେ ମାସ୍କ ରେ ରହିବ ଜରୁରୀ ବୋଲି କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *