ଶାରୁ ଖାଁ ଙ୍କ ପୁଅ ଅର୍ଯ୍ୟନ ଙ୍କୁ ନେଇ ଅଖୟ କୁମାର ଦେଲେ ଏହି ଚାଞ୍ଚଲ୍ୟ କର ବୟାନ । ସାରାଦେଶରେ ହେଲା ସମର୍ଥନ….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଆର୍ଯ୍ୟନ୍ ଖାନ୍ ଙ୍କ ଗିରଫ ହେବା ମାମଲା କୁ ନେଇ ଅକ୍ଷୟ କି କି ବୟାନ ଦେଇଥିଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ  ସାହରୁଖ୍ ଙ୍କ ଖାନ୍ ଙ୍କ ପୁଅ ରେ ରହିଛନ୍ତି ଜେଲ ର କାରାଗାର ମଧ୍ୟରେ ଯାହାକି ଏବେ ପାଲଟି ଯାଇଛି ଚର୍ଚ୍ଚା ର ବିଷୟ । ଗତ ଅକ୍ଟୋବର ୨ ତାରିଖ ଦିନ ମୁମ୍ବାଇ ର ଏକ କୃସ ପା-ର୍ଟି ଚାଲିଥିଲା ଆଉ ସେହି ପା-ର୍ଟି  ରେ ଉପସ୍ଥିତ ଥିଲେ ସାହରୁଖ୍ ଙ୍କ ପୁଅ ଆର୍ଯ୍ୟନ୍ ଖାନ । ପା-ର୍ଟି ଚାଲିଥିବା ସମୟ ରେ N-C-B ସେଠାରେ ଚ-ଢ-ଉ କରି ସେହି ପା-ର୍ଟି ରେ ଆର୍ଯ୍ୟନ୍ ଙ୍କ ସହ ଅନ୍ୟ କିଛି ଲୋକ ଙ୍କୁ  ମଧ୍ୟ ନିଜ ହେ-ପା-ଜ-ତ-ରେ ନେଇଥିଲା । ଗତ ୭ ତାରିଖ ଦିନ ଆର୍ଯ୍ୟନ୍ ଙ୍କୁ କୋ-ର୍ଟ ର ନିଷ୍ପତ୍ତି ର କ୍ରମେ ଜେ-ଲ-କୁ ପଠାଯାଇଛି ।

 

ଏହି ଦୁଃଖଦ  ସମୟ ରେ ସାହୁରୁଖ ଙ୍କ ପୁଅ ଆର୍ଯ୍ୟନ୍ ଙ୍କୁ ଅନେକ ଲୋକ ମାନେ ସମର୍ଥନ କରୁଛନ୍ତି । କାରଣ ଆର୍ଯ୍ୟନ୍ ଖାନ୍ ବହୁତ କମ ବର୍ଷରେ ଏମିତି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ବଲିଉଡ୍ ହିରୋ ଅକ୍ଷୟ କୁମାର ଏହି ମାମଲା କୁ ନେଇ ଏକ ବଡ ବ-ୟା-ନ ଦେଇଛନ୍ତି ଯେଉଁ ବିଷୟ ରେ ଆଜି ଆମେ ଆପଣଙ୍କୁ କହିବୁ ।  ଅକ୍ଷୟ କୁମାର ଏହି ବିଷୟ କୁ ନେଇ ଏକ ବଡ଼ ପ୍ର-ତି-କ୍ରି-ୟା ବ୍ୟକ୍ତ କରିଛନ୍ତି । ଏହି ମାମଲା ବିଷୟ ରେ ଅକ୍ଷୟ ଙ୍କୁ ପଚରା ଯିବାରୁ ସେ ଏହା କହିଥିଲେ କି , ପ୍ରଥମ କଥା ଟି ହେଉଛି ସେ ସେହି ପା-ର୍ଟି ରେ ନଥିଲେ ବୋଲି କହିଥିଲେ ଏବଂ ସେହି  ବିଷୟରେ କିଛି ଜଣା ନାହିଁ ବୋଲି ମଧ୍ୟ କହିଛନ୍ତି ।

 

ଏହା ପରେ ସେ ଏକ ସୁନ୍ଦର କଥା କହିଥିଲେ । ସେ ଏହା କହିଥିଲେ କି ଏନ-ସି-ବି ବର୍ତ୍ତମାନ ଏହି ମା-ମ-ଲା ର ତ-ଦ-ନ୍ତ କରୁଛି ଏବଂ ଆର୍ଯ୍ୟନ୍ ଖାନଙ୍କୁ ଗି-ର-ଫ କରି କ-ଷ୍ଟେ-ଡି-ରେ ରଖିଛି । ତେବେ ଏହି ମାମଲା ର ତଦନ୍ତ ପରେ ଏହା ଜଣା ପଡ଼ିଯିବ ଯେ ଆର୍ଯ୍ୟନ୍ ଦୋଷୀ ଅଟନ୍ତି କି ନି-ର୍ଦୋ-ଶୀ ।

 

ଏହା ପରେ କହିଥିଲେ କି ଯଦି ଆର୍ଯ୍ୟନ୍ ଖାନ୍  ଦୋ-ଷୀ ବୋଲି ପ୍ରମାଣିତ ହେବେ ତାହେଲେ ତାଙ୍କୁ ଦ-ଣ୍ଡ ମିଳିବା ଉଚିତ ଆଉ ଯଦି ସେ ଦୋ-ଷୀ  ହୋଇ ନଥିବେ ତା ହେଲେ ତାଙ୍କ ଉପରେ ପ୍ରଥମରୁ  ଆ-ରୋ-ପି-ର ଟ୍ୟାଗ ଲଗାଇବା ଉଚିତ୍ ନୁହେଁ ।

ଶେଷ ରେ ଏହା କହିଛନ୍ତି ଯେ ଆର୍ଯ୍ୟନ ଙ୍କୁ ନେଇ ସୋସିଆଲ ମି-ଡି-ଆ-ରେ ଅଧିକ ହାଇଲାଇଟ କରନ୍ତୁ ନାହିଁ ।ଏହି  ମାମଲା ପଛରେ ଲୁଚି ରହିଥିବା ସତ ଟି ବହୁତ୍ ଶୀଘ୍ର ସାମ୍ନା କୁ ଆସିଯିବ।ଏହି ମାମଲା ବିଷୟରେ ପଚରା ଯିବାରୁ ଅକ୍ଷୟ କୁମାର ଦେଇଥିଲେ ଏହି ପରି ବ-ୟା-ନ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *