ସାବଧାନ ମୁଖ୍ୟମନ୍ତ୍ରୀ ନବୀନ କହିଲେ ଓଡ଼ିଶାରେ କେବେ ହେବ ଲକଡାଉନ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଓଡ଼ିଶାରେ କେବେ ହବ ଲକଡାଉନ।ଆଜି ଅନୁଷ୍ଠିତ ହୋଇଛନ୍ତି ସମୀକ୍ଷା ବୈଠକ ଯେଉଁଥିରେ ଉପସ୍ଥିତ ରହିଛନ୍ତି ମାନନୀୟ ମୂଖ୍ୟମନ୍ତ୍ରୀ । ତେବେ ଏହା ପରେ କଣ ହୋଇଛି ଚାଲନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ ଏବେ କୋରାନାର ଆସିଥିବା ନୂଆ ଭ୍ୟାରିଏଣ୍ଟକୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲା କୁ ପୁଣି ଥରେ ଲକ୍ ଡାଉନ୍ ଓ ଏବେ ଏବେ କୋରାନାର ଆସିଥିବା ନୂଆ ଭ୍ୟାରିଏଣ୍ଟକୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲାକୁ ପୁଣି ଥରେ ଲକଡାଉନ୍ ଓ ସଟଡାଉନ୍ ହେବାର ଖବର ଦେଇଛନ୍ତି । ବିଶେଷଜ୍ଞଙ୍କ ମତରେ ଏହି ରୋଗକୁ ରୋକିବା ପାଇଁ ଲକଡାଉନ୍ ହିଁ ସବୁଠାରୁ ବିଶେଷ ଆବଶ୍ୟକତା । 

 

ଡକ୍ଟର ଚନ୍ଦ୍ରକାନ୍ତ ଭାରିନିଆଙ୍କ ମତରେ ଟୀକା ନେଇଥିବା ଲୋକମାନେ ସୁସ୍ଥ ଅବସ୍ଥାରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଡକ୍ଟର ରେହେନିଆ ମଧ୍ୟ କହିଛନ୍ତି କି ଲୋକେ ତୃତୀୟ ଟୀକା ନେବା ମଧ୍ୟ ଆବଶ୍ୟକ । ଲୋକେ ସତର୍କ ନହେଲେ କିଛି ସୁବିଧା ହେବନାହିଁ । ଆହୁରି ଓମିକ୍ରମ୍ ବଢିବାର ଭୟ ମଧ୍ୟ ରହିଥାଏ । ଯଦି ଲୋକେ ସତର୍କ ନହେବେ ତାହେଲେ ଭୟଙ୍କର ରୂପ ଦେଖିବା ପାଇଁ ମିଳିବ । ଏହି ସବୁକୁ ରୋକିବା ପାଇଁ ସରକାର ପୁଣି ଥରେ ବାଧ୍ୟ ହେବେ ଲକଡାଉନ୍ କରିବା ପାଇଁ । ସଟଡାଉନ୍ ହେବାର ଖବର ଦେଇଛନ୍ତି ।

 

ବିଶେଷଜ୍ଞଙ୍କ ମତରେ ଏହି ରୋଗକୁ ରୋକିବା ପାଇଁ ଲକ୍ ଡାଉନ୍ ହିଁ ସବୁଠାରୁ ବିଶେଷ ଆବଶ୍ୟକତା । ଡକ୍ଟର ଚନ୍ଦ୍ରକାନ୍ତ ଭାରିନିଆଙ୍କ ମତରେ ଟୀକା ନେଇଥିବା ଲୋକ ମାନେ ସୁସ୍ଥ ଅବସ୍ଥାରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଡକ୍ଟର ରେହେନିଆ ମଧ୍ୟ କହିଛନ୍ତି କି ଲୋକେ ତୃତୀୟ ଟୀକା ନେବା ମଧ୍ୟ ଆବଶ୍ୟକ । ଲୋକେ ସତର୍କ ନହେଲେ କିଛି ସୁବିଧା ହେବ ନାହିଁ । ଆହୁରି ଓମିକ୍ରମ୍ ବଢିବାର ଭୟ ମଧ୍ୟ ରହିଥାଏ । ଯଦି ଲୋକେ ସତର୍କ ନହେବେ ତା ହେଲେ ଭୟଙ୍କର ରୂପ ଦେଖିବା ପାଇଁ ମିଳିବ । ଏହି ସବୁକୁ ରୋକିବା ପାଇଁ ସରକାର ପୁଣି ଥରେ ବାଧ୍ୟ ହେବେ ଲକ୍ ଡାଉନ୍ କରିବା ପାଇଁ ।

 

ସରକାର ଏହି ନୂତନ ଭ୍ୟାରିଏଣ୍ଟ ପାଇଁ ଖୁବ୍ ଚିନ୍ତିତ ଅବସ୍ଥାରେ ରହିଛନ୍ତି ଓ ଯାହା ପାଇଁ ସେ ସ୍ବାସ୍ଥ୍ୟ ସଚିବ , ଉନ୍ନୟନ କମିଶନ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀ ମାନଙ୍କ ଉପସ୍ଥିତି ରେ ମାନନୀୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୈଠକ ବସାଇଥିଲେ । ମୁଖ୍ୟମନ୍ତ୍ରୀ ଏଥିରେ ପ୍ରମୁଖ କଥାଟିଏ କହିଛନ୍ତି କି କିଭଳି ଭାବରେ ଉଭୟ ଜୀବନ ଓ ଜୀବିକା ଉପରେ ଗୁରୁତ୍ବ ଦିଆ ଯାଇପାରିବ । ଆଉ ସରକାର ବିଶେଷ ଉପରେ ସମସ୍ତ ଲୋକଙ୍କୁ କୋଭିଡ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି । ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *