ଏବେ ଏବେ ଆସିଲା ବଡ଼ ଖବର । ମାଟ୍ରିକ ପରୀକ୍ଷା ମଝିରେ ସରକାର ନେଲେ ବଡ଼ ନିଷ୍ପତି । ବନ୍ଧ କଲେ ସବୁ ସ୍କୁଲ ଓ ଶିକ୍ଷାନୁଷ୍ଠାନ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମାଟ୍ରିକ ପରୀକ୍ଷା ମଝିରେ ସରକାର ନେଲେ ବଡ଼ ନିଷ୍ପତି ବନ୍ଧ ହେଲା ସବୁ ସ୍କୁଲ ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିସ୍ତାର ରୂପେ  ମାଡ଼ି ଚାଲିଛି ଓମିକ୍ରନ୍‌। ଗତକାଲି ରାଜ୍ୟରେ ଅନେକ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମନରେ ଛନକା ପଶିଯାଇଛି। ଏହାର ମୁକାବିଲା ଲାଗି ତୁହାକୁ ତୁହା ବସୁଛି ଉଚ୍ଚସ୍ତରୀୟ ବୈଠକ ।ରାଜ୍ୟରେ ଓମିକ୍ରନ୍‌ ପାଦ ଦେଇ ସାରିଥିଲେ ବି ଏ ଯାଏ କାୟା ମେଲାଇ ପାରିନି। ତଥାପି ଏହାକୁ ସହଜ ଭାବରେ ନେବାନି । 

 

ଏବେଠୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।  

ଏଥିନିମନ୍ତେ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ଭଳି ପରିସ୍ଥିତିକୁ ଆଖିରେ ରଖି ନୁଆ ନିୟମ ମାନ କରାଯାଇଛି।ସରକାରଙ୍କ ନିୟମ ଅନୁସାରେ ରାତିରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି। ରାତି 9 ଟା ରୁ ସକାଳୁ 5 ଟା ପର୍ଯ୍ୟନ୍ତ ରହିବ ନାଇଟ କର୍ଫ୍ୟୁ। ଆଉ ଏହି ନାଇଟ କର୍ଫ୍ୟୁ ବେଳେ ଚାଲୁ ରହିବ ଆତ୍ୟବସିକ ଜରୁରୀ କାଳୀନ ସେବା ।

                  

ଦଶମ  ପିଲା ମାନଙ୍କ ର ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ ବୋଲି ମଧ୍ୟ କହିଛନ୍ତି। ଦଶମ ଶ୍ରେଣୀ ପିଲା ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କର ଅଫଲାଇନ କ୍ଲାସ୍ ବନ୍ଦ ରହିବ ଏହା ବଦଳରେ ଅନଲାଇନ କ୍ଲାସ୍ ଆରମ୍ଭ କରିବାକୁ ମିଳିଛି ନିର୍ଦ୍ଦେଶ ।ସ୍କୁଲ ବନ୍ଦ ରହିଲେ ବି ସ୍କୁଲ କତୃପକ୍ଷ ଅନଲାଇନ ବା ଭିଡିଓ ମାଧ୍ୟମରେ କ୍ଲାସ୍ କରିପାରିବେ, ଏବଂ ଦ୍ୱାଦଶ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେମାନଙ୍କ ଅଭିଭାବକଙ୍କ ଅନୁମତି ସହ ବିଦ୍ୟାଳୟରେ ଛୋଟ ଛୋଟ ଡାଉଟ୍ କ୍ଲିୟରିଂ କ୍ଲାସ୍ ମଧ୍ୟ ରଖିପାରିବେ।  ମଲ , ମାର୍କେଟ , ସିନେମା ହଲ ଇତ୍ୟାଦିକୁ ରାତି 10 ଟା ପରିବର୍ତ୍ତେ ରାତି 9 ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି। 

 

ସେହିପରି ସାମାଜିକ ଏବଂ ଧାର୍ମିକ କାର୍ଯ୍ୟ କରିବାକୁ ଅନୁମତି ମିଳିନାହିଁ। ଖେଳ , ରାଜନୈତିକ , ସେଖିକ କାର୍ଯ୍ୟକ୍ରମ ପାଇଁ ମାତ୍ରା 100 ଲୋକର ଅନୁମତି ମିଳିଛି । ସେହିପରି ବିବାହ ଅଵଂ ବ୍ରତଘର ପାଇଁ ମଧ୍ୟ ମାତ୍ର 100 ଲୋକଙ୍କର ମିଳିଛି ଅନୁମତି। ଏହାଛଡା ଶୁଦ୍ଧଘର ପାଇଁ ମିଳିଛି ମାତ୍ରା 50 ଲୋକୋଙ୍କର ଅନୁମତି। ଏହା ଛଡ଼ା ବସରେ କେବଳ 30 ଯାତ୍ରୀ ଯିବାର ମିଳିଛି ଅନୁମତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *