ପୁଣି ନୂଆ ଟୁଇଷ୍ଟ । ତପଶ୍ୱନୀ ବଦଳେଇଲେ ନିଷ୍ପତି । କଣ ରହିଛି ନୂଆ ରହସ୍ୟ….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମତ ବଦଳାଇଲେ ତପସ୍ଵିନୀ । କଣ କହିଛନ୍ତି ତପସ୍ଵିନୀ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ସତରେ ଝିଅ ଜନ୍ମ ପର ଘରକୁ । ଝିଅଟିର ଜୀବନ ଖୁବ୍ କଷ୍ଟକର ହୋଇଥାଏ । ଯେତେବେଳେ ଝିଅ ଟି କୁ ବାପ ଘର ଲୋକେ ଶାଶୁ ଘରକୁ ପଠାଇଥାନ୍ତି ସେତେବେଳେ ଝିଅ ଟି ପର ଘରି ହୋଇ ଯାଇଥାଏ । ଅର୍ଥାତ୍ ସେତେବେଳେ ହିଁ ଝିଅଟି ଶାଶୁ ଘର ଲୋକଙ୍କୁ ଆପଣାଇ ଥାଏ । ହେଲେ ଯଦି ଝିଅଟିକୁ ଶାଶୁ ଘରେ ଲୋକ ଗ୍ରହଣ ନ କରନ୍ତି କି ସ୍ବୀକାର ନ କରନ୍ତି ତେବେ ଝିଅ ଟି ଆଉ କଣ ବା କରିପାରିବ । 

ଯେତେବେଳେ ପୁଅ ମାନଙ୍କୁ ସମସ୍ତେ କଂସା ବାସନ ବୋଲି କହିଥାନ୍ତି ସେତେବେଳେ ଝିଅ ଟିଏ ମାଟି ହାଣ୍ଡି ହୋଇଥାଏ । ଥରେ ବ୍ୟବହାର ହୋଇ ସାରିବା ପାରେ ସେ ଆଉ କାହାରି ହୋଇ ପାରି ନଥାଏ । ବାସ୍ତବରେ ଆପଣ ସମସ୍ତଙ୍କ ଆଗରେ ନିଜ ପ୍ରେମ ଓ ନିଜ ସିନ୍ଦୂର , ମଙ୍ଗଳ ସୂତ୍ର କୁ ମାଗିବା ପାଇଁ ଯେଉଁ ମହିଳା ଆଜି ରାଜ ରାସ୍ତାକୁ ଆସିଛନ୍ତି ଆଜି ଆମେ ଆପଣ ମାନଙ୍କୁ ତାଙ୍କ ବିଷୟରେ ହିଁ କହିବୁ । ତାଙ୍କ ଦୁଃଖ ର କଥା ହିଁ କହିବୁ । 

କୋର୍ଟ ସୁମିତ ଓ ତପସ୍ଵିନୀ ଙ୍କ ଘଟଣା ରେ ଏପରି ବିଚାର କରିଥିଲେ ଯେଉଁଥି ରେ ସୁମିତ ତପସ୍ଵିନୀ ଙ୍କୁ ନିଜ ମାସିକ ଦରମା ରୁ କିଛି ଟଙ୍କା ଦେବେ ଓ ତା ପରେ ପରେ ତପସ୍ଵିନୀ ସୁମିତ ଙ୍କ ଘରେ ରହିବେ ବୋଲି କୋର୍ଟ ଅର୍ଡର୍ ମଧ୍ୟ ଦେଇଛନ୍ତି । କୋର୍ଟ ଅର୍ଡର୍ ପରେ ସୁମିତ ଙ୍କ ବାପା ତପସ୍ଵିନୀ ଙ୍କୁ ନିଜ ଘରର ତଳ ରୁମ୍ ଦେଇ ନଥିବାରୁ ସେ ଘରେ ରହିବେ ନାହିଁ ବୋଲି ଓଡି ବସିଥିଲେ । 

କିନ୍ତୁ ଏବେ ତପସ୍ଵିନୀ ଶଶୁର ଘରେ ଥିବା ଉପର ରୁମ୍ ରେ ରହିବା ପାଇଁ ରାଜି ହୋଇ ଯାଇଛନ୍ତି । ଉପର ଘରେ ଥିବା ରୁମକୁ ସୁମିତ ଙ୍କ ବାପା ୫ ଟି ମୂଲିଆ ଲଗାଇ ସଫା ସୁତୁରା କରିଛନ୍ତି। ଉଭୟଙ୍କ ସମ୍ପର୍କ କେଉଁ ମୋଡ ରେ ଠିଆ ହୋଇଛି ତାକୁ କେହି ବୁଝି ପାରୁନାହାନ୍ତି । ତାହା ଆଗକୁ ଜଣା ପଡ଼ିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *