ଗ୍ୟାସ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ।ମାତ୍ର ୬୩୪ ଟଙ୍କାରେ ମିଳୁଛି ଏହି ଏଲପିଜି ସିଲିଣ୍ଡର । ଜାଣନ୍ତୁ କେମିତି ପାଇବେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗ୍ୟାସ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ।ମାତ୍ର ୬୩୪ ଟଙ୍କାରେ ମିଳୁଛି ଏହି ଏଲପିଜି ସିଲିଣ୍ଡର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦିନ କୁ ଦିନ ସବୁ ଜିନ୍ସର ଦର ବଢ଼ିବାରେ ଲାଗିଛି । ସେ ହି ପାରି ଅନେକ ଦିନ ହେବ ଗ୍ୟାସ ର ଦର ଦୃଢ଼ି ହେବାରେ ଲାଗିଛି । ଯଦି ଆପଣ ମଧ୍ୟ ରୋଷେଇ ପାଇଁ ଗ୍ୟାସର ଲଗାତର ଦାମ୍ ବଢୁଥିବା ପାଇଁ ଚିନ୍ତା ହେଉଛନ୍ତି  ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ।  ଆପଣଙ୍କୁ ଆବେ ମାତ୍ର ୬୩୩.୫ ଟଙ୍କାରେ ଏଲପିଜି ସିଲିଣ୍ଡର ମିଳିବ । ଗ୍ୟାସର ଦାମ ରେ କୌଣସି ପରିବର୍ତ୍ତନ ହୋଇନି ହେଲେ ଆମେ ଜାଣିବା ହାଲୁକା ଓଜନ କମ୍ପୋଜିଟ୍ ଗ୍ୟାସ୍ ସିଲିଣ୍ଡର ବିଷୟ ରେ ଯାହା ନୂଆ କମ୍ପୋଜିଟ୍ ଏଲପିଜି ସିଲିଣ୍ଡର ର ଫାଇଦା ଅଟେ ଇଣ୍ଡେନର ନୂଆ କମ୍ପୋଜିଟ୍ ସିଲିଣ୍ଡରରେ ଜଙ୍ଗ୍ ଲାଗିବନି । 

 

ଏକ ସାଧାରଣ ଏଲପିଜି ସିଲିଣ୍ଡର ପାଇଁ ବହୁତ ଅଧିକ ପଇସା ଦେବାକୁ ପଡିଥାଏ କିନ୍ତୁ କମ୍ପୋଜିଟ୍ ସିଲିଣ୍ଡର ପାଇଁ ଆପଣଙ୍କୁ ୬୩୩.୫୦ ଟଙ୍କା ପୈଠ କରିବାକୁ ହେବ । ଗ୍ୟାସର ଦାମରେ କୌଣସି ପରିବର୍ତ୍ତନ ହୋଇନି । କିନ୍ତୁ ଏହି ସିଲିଣ୍ଡରରେ ଆପଣଙ୍କୁ ୧୦ କିଲୋ ଗ୍ୟାସ୍ ମିଳିବ । ଏହି ସିଲିଣ୍ଡରର ଖାସ୍ କଥା ହେଉଛି ଯେ ଏହାକୁ ନେବା ଆଣିବା ସହଜ ହୋଇଥାଏ ଏବଂ ଏହା ପାରଦର୍ଶୀ ହୋଇଥାଏ । କମ୍ ସଦସ୍ୟ ଥିବା ପରିବାର ପାଇଁ ଏହି ଗ୍ୟାସ୍ ସିଲିଣ୍ଡର ବହୁତ ସୁବିଧା ଜନକ ହୋଇଥାଏ ।

    

କମ୍ପୋଜିଟ୍ ଏଲପିଜି ସିଲିଣ୍ଡର ର ଓଜନ ପ୍ରାୟ ୧୫ କିଲୋଗ୍ରାମ ହୋଇଥାଏ । ଯାହାକି ଷ୍ଟିଲର ସିଲିଣ୍ଡରର ଓଜନର ପ୍ରାୟ ଅଧ । କମ୍ପୋଜିଟ୍ ଏଲପିଜି ସିଲିଣ୍ଡର ର ଓଜନ ୫ କେଜି ।କମ୍ପୋଜିଟ୍ ଗ୍ୟାସ୍ ସିଲିଣ୍ଡର ୨ ପ୍ରକାର ହେବ ବୋଲି ଜଣ ପଢ଼ିଛି ।  ଗୋଟିଏ ୧୦ କିଲ ଯାଇଥିବା ବେଳେ ଅନ୍ୟଟି ୫ କିଲୋ  ହେଇଥାଏ। ଏଥିରେ ଜଙ୍ଗ୍ ଲାଗିବନି ବୋଲି ଜଣ ପଢ଼ିଛି । ଇଣ୍ଡିଆନ୍ ଅଏଲ୍ ତୁଳନା ରେ ୧୦ କିଲୋଗ୍ରାମ ଗ୍ୟାସ୍ କମ୍ପୋଜିଟ୍ ଗ୍ୟାସ୍ ସିଲିଣ୍ଡର ମୁମ୍ବାଇରେ ୬୩୪ ଟଙ୍କା ଯାଇଥିବାବେଳେ ତାହା  କୋଲକାତାରେ ୬୫୨ ଅଛି। 

 

ଚେନ୍ନାଇରେ ୬୪୫ ଟଙ୍କା ଓ ଲକ୍ଷ୍ନୌରେ ୬୬୦ ଟଙ୍କାରେ ବିକ୍ରି ହେଉଛି । ସେହି ପରି ଏହା ଇନ୍ଦୋର ରେ ୬୫୩ ଟଙ୍କା ହେଇଥିବା ବେଳେ ଭୋପାଳରେ ଏହାର ଦର ପ୍ରାୟ ୬୩୮ ଟଙ୍କା ରହିଛି ଏବଂ ଗୋରଖପୁରରେ ୬୭୭ ଟଙ୍କା ପାଟଣା ରେ ଏହାର ଦାମ୍ ପ୍ରାୟ ୬୯୭ ଟଙ୍କା ରହିଛି । ଏବେ ଏହା ଦେଶର ପ୍ରାୟ ୨୮ ସହର ରେ ମିଳୁଛି । ଆଶା କରାଯାଉଛି ଖୁବ୍ ଶୀଘ୍ର ଏହା ଅନ୍ୟ ସହରରେ ମଧ୍ୟ ଉପଲବ୍ଧ ହୋଇଯିବ ବୋଲି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *